ଅକ୍ଟୋବର ସୁଦ୍ଧା ୫ ରୁ ୧୨ ବର୍ଷ ବୟସର ପିଲାଙ୍କ ପାଇଁ ଫାଇଜର ଟିକା ବ୍ୟବହାରକୁ ମିଳିପାରେ ଅନୁମତି
ୱାଶିଂଟନ୍: ଏଫ୍ଡିଏର ପୂର୍ବତନ ମୁଖ୍ୟ ସ୍କଟ୍ ଗଟଲିଏବଙ୍କ ଅନୁଯାୟୀ ଆମେରିକାର ଔଷଧ ନିର୍ମାତା ଫାଇଜର କୋଭିଡ୍ ଟିକା ୫ ରୁ ୧୨ ବର୍ଷ ବୟସର ପିଲାମାନଙ୍କୁ ଟିକା ପ୍ରଦାନ ପାଇଁ ଅନୁମତି ଦେଇପାରେ।
ବର୍ତ୍ତମାନ ଆମେରିକାରେ ବ୍ୟବହୃତ ତିନିଟି କରୋନା ଟିକା ମଧ୍ୟରୁ କେବଳ Pfizer-BioNTech…