Latest Odisha News

BREAKING NEWS

ତ୍ରିରଙ୍ଗା ଝଣ୍ଡା, ଗାନ୍ଧୀଜୀ ଓ ପିଙ୍ଗାଲି ଭେଙ୍କେୟା

ପ୍ରହଲାଦ କୁମାର ସିଂହଙ୍କର ନିୟମିତ ସ୍ତମ୍ବ ‘ଗାନ୍ଧୀ କଥା’ ୨୦୨୧ର ଟୋକିଓ ଅଲମ୍ପିକ୍ସରେ ଭାରତର ଖେଳାଳିମାନେ ଉଡାଇଥିଲେ ତ୍ରିରଙ୍ଗା ଝଣ୍ଡା । ତେବେ ସେହି ଟୋକିଓରେ ୧୯୪୦ରେ ଅନୁଷ୍ଠିତ ପୂର୍ବାଞ୍ଚଳ କ୍ରୀଡାରେ କିନ୍ତୁ ଭାରତୀୟ ଖେଳାଳିମାନଙ୍କୁ ଉଡାଇବାକୁ ପଡିଥିଲା ବ୍ରିଟିଶ-ଇଣ୍ଡିଆର…

୫୦ ପ୍ରତିଶତ କ୍ଷମତା ସହ ରାଜଧାନୀରେ ଖୋଲିବ ସ୍କୁଲ୍‌

ନୂଆଦିଲ୍ଲୀ: ୫୦ ପ୍ରତିଶତ କ୍ଷମତା ସହ ରାଜଧାନୀ ଦିଲ୍ଲୀରେ ଖୋଲିବ ସ୍କୁଲ। ରାଜଧାନୀରେ ବିଦ୍ୟାଳୟ ଖୋଲିବା ପାଇଁ ନିର୍ଦ୍ଦେଶାବଳୀ ପ୍ରକାଶ କରି ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (DDMA) ସୋମବାର କହିଛନ୍ତି ଯେ ଶ୍ରେଣୀଗୃହରେ ସର୍ବାଧିକ ୫୦ ପ୍ରତିଶତ ଛାତ୍ରଛାତ୍ରୀ ଉପସ୍ଥିତ…

ନାଗାର୍ଜୁନଙ୍କ ଆଗାମୀ ଫିଲ୍ମ ଦି ଘୋଷ୍ଟର ଦମଦାର ପୋଷ୍ଟର ଜାରୀ

ମୁମ୍ବାଇ: ସାଉଥ ସୁପରଷ୍ଟାର ନାଗାର୍ଜୁନଙ୍କ ନୂତନ ଫିଲ୍ମର ପୋଷ୍ଟର ଆଜି ଜାରୀ ହୋଇଛି । ନାଗାର୍ଜୁନଙ୍କ ଜନ୍ମଦିନ ଅବସରରେ ଦି ଘୋଷ୍ଟ ଫିଲ୍ମର ମେକର୍ସ ପ୍ରଶଂସକଙ୍କୁ ଏହି ଭେଟି ଦେଇଛନ୍ତି । ଏଥିରେ ନାଗାର୍ଜୁନଙ୍କ ଏକ ଭୟଙ୍କର ରୂପ ଦେଖିବାକୁ ମିଳିଛି । ରକ୍ତ ଝରୁଥିବା ଏକ ଖଣ୍ଡା ଧରି ସେ ଏକ…

ନଦିୟାରେ ୮୦୦ କୋଟି ବଜେଟରେ ନିର୍ମିତ ହେଉଛି ବିଶ୍ୱର ସବୁଠାରୁ ବଡ କୃଷ୍ଣ ମନ୍ଦିର

ନଦିୟା: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାଠାରୁ ୧୩୦ କିମି ଦୂରରେ ନିର୍ମିତ ହେଉଛି ବିଶ୍ୱର ସର୍ବ ବୃହତ ଶ୍ରୀକୃଷ୍ଣ ମନ୍ଦିର । ୬ ଲକ୍ଷ ସ୍କ୍ୱାୟର ଫିଟରେ ପ୍ରସ୍ତୁତ ହେଉଥିବା ଏହି ଭବ୍ୟ ମନ୍ଦିରର ବଜେଟ ରହିଛି ୮୦୦ କୋଟି ଟଙ୍କା । ୨୦୦୯ରୁ ଏହାର କାର୍ଯ୍ୟ ଦ୍ରୁତ ବେଗରେ ଆରମ୍ଭ ହୋଇଯାଇଛି ।…

ଏବେ ବି ଭଡା ଘରେ ରହୁଛନ୍ତି ଅନୁପମ!

ନୂଆଦିଲ୍ଲୀ: ବଲିଉଡ୍‌ର ପ୍ରଖ୍ୟାତ ଅଭିନେତା ଅନୁପମ ଖେର୍‌ ନିଜର ନିଖୁଣ ଅଭିନୟ ବଳରେ ଦର୍ଶକଙ୍କ ହୃଦୟରେ ରାଜ୍‌ କରିଆସିଛନ୍ତି। ତେବେ ଆପଣ ଜାଣନ୍ତି କି ଫିଲ୍ମରେ ବଡ଼ ବଡ଼ ଘରର ମାଲିକ ଥିବା ଅନୁପମ୍‌ଙ୍କ ପାଖରେ ତାଙ୍କ ନିଜସ୍ବ ଘର ମଧ୍ୟ ନାହିଁ। ସେ ମୁମ୍ବାଇର ଏକ ଭଡା ଘରେ ରୁହନ୍ତି।…

ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଚିଠି: ଛାତ୍ରଛାତ୍ରୀଙ୍କୁ ସ୍ନାତକ ଶେଷ ସେମିଷ୍ଟାର ମାର୍କ ସିଟ୍…

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାଯକଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି । ଓଡ଼ିଶାରେ ସ୍ନାତକ ଶେଷ ସେମିଷ୍ଟାର ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କୁ ଫାଇନାଲ୍ ମାର୍କସିଟ୍ କିମ୍ବା ପ୍ରୋଭିଜିନାଲ୍ ମାର୍କସିଟ୍ ଶୀଘ୍ର ପ୍ରଦାନ କରିବାକୁ ସେ ଅନୁରୋଧ…

ସେପ୍ଟେମ୍ବର ୬ ଯାଏ ଏହି ରାଜ୍ୟରେ ବଢିଲା କରୋନା କର୍ଫ୍ୟୁ

ପାଣାଜୀ: ଗୋଆରେ ପୁଣି ବଢିଲା କରୋନା କଟକଣା। ଗୋଆ ସରକାର ପୁଣି ଥରେ ରାଜ୍ୟବ୍ୟାପୀ କରୋନା କର୍ଫ୍ୟୁକୁ ସେପ୍ଟେମ୍ବର ୬ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ରବିବାର ଦିନ ଏଥିପାଇଁ ଗୋଆ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ୨୪ ଘଣ୍ଟିଆ କର୍ଫ୍ୟୁ ପ୍ରଥମେ ଚଳିତ ବର୍ଷ ମେ ୯ରେ…

ଫାଇଜର ଟିକା ନେଇ ମହିଳାଙ୍କ ମୃତ୍ୟୁ

ୱେଲିଙ୍ଗଟନ୍: କରୋନା ବିରୋଧୀ ଫାଇଜର ଟିକା ନେଇ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏଭଳି ଏକ ଘଟଣା ଘଟିଛି ନ୍ୟୁଜିଲ୍ୟାଣ୍ଡରେ। ନ୍ୟୁଜିଲ୍ୟାଣ୍ଡ ସୋମବାର ରିପୋର୍ଟ କରିଛି ଯେ ଫାଇଜର ଟିକା ସହିତ ଦେଶର ପ୍ରଥମ ମୃତ୍ୟୁ ମାମଲା ରେକର୍ଡ ହୋଇଛି। କରୋନା ଟିକା ନିରାପତ୍ତା ମନିଟରିଂ…

ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ବସ୍

କୋରାପୁଟ: ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଲା ଯାତ୍ରିବାହୀ ବସ୍ । ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । କୋରାପୁଟ ଜିଲ୍ଲା ପଞ୍ଚଡା ନିକଟରେ ଗତକାଲି ଭୋର ସାଢ଼େ ୪ଟା ବେଳେ ଏହି ଦୁର୍ଘଟଣା ହୋଇଛି  । ଏଥିରେ ୪ଜଣ ଯାତ୍ରୀ ଆହତ ହୋଇଛନ୍ତି । ବସରେ ୩୦ ଜଣ ଯାତ୍ରୀ ଥିଲେ…

ଝିଅମାନଙ୍କୁ ପଢାଇ ପାରିବେନି ପୁରୁଷ!

କାବୁଲ: ଆଫ୍‌ଗାନିସ୍ତାନରେ ଝିଅମାନଙ୍କୁ ଶିକ୍ଷା ଦେଇପାରିବେନି ପୁରୁଷ। ଏମିତି ଏକ ନୂଆ ନିୟମ ଜାରି କରିଛି ତାଲିବାନ। ଆଫଗାନିସ୍ତାନରେ ମହିଳାଙ୍କ ଅଧିକାରକୁ ସମ୍ମାନ ଦେବା ପାଇଁ ଯେଉଁ ପ୍ରତିଶ୍ରୁତି ଦେଇଥିଲା ସେଥିରୁ ଓହରି ଯାଇଛି ତାଲିବାନ। ପ୍ରତିଶ୍ରୁତି ରକ୍ଷା ନକରି ଦେଶରେ ଏକ ନୂତନ…