Latest Odisha News

BREAKING NEWS

ଦ୍ୱିତୀୟ ତରଙ୍ଗଠାରୁ କମ୍ ଗୁରୁତର ହୋଇପାରେ ତୃତୀୟ ଲହର

ପୁଣେ: କରୋନା ମହାମାରୀର ତୃତୀୟ ତରଙ୍ଗ ସେପ୍ଟେମ୍ବରରୁ ଅକ୍ଟୋବର ମଧ୍ୟରେ ଯେକୌଣସି ସମୟରେ ଆସିପାରେ ବୋଲି ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) କହିଛି। କିନ୍ତୁ ଏହାର ପ୍ରଭାବ ଦ୍ବିତୀୟ ତରଙ୍ଗଠାରୁ କମ୍ ରହିପାରେ ବୋଲି ଆଇସିଏମଆର ଏପିଡେମୋଲୋଜି ଆଣ୍ଡ୍‌…

ବୋହୂ ଦେଖି ଫେରିବା ରାସ୍ତାରେ ଓଲଟିଲା ବୋଲେରୋ, ୧୨ ଆହତ

କୋରାପୁଟ: ନିଜ ବାପ ଘରକୁ ବୁଲି ଯାଇଥିବା ବୋହୂକୁ ଦେଖିବାକୁ ଯାଇ ଫେରବା ରାସ୍ତାରେ ଓଲଟି ପଡ଼ିଲା ବୋଲେରୋ । ଏଥିରେ ୧୨ ଜଣ ଆହତ ହୋଇଛନ୍ତି । କାକିରିଗୁମ୍ମା ଥାନା ଆମ୍ବିଳିଆମ୍ବଗୁଡ଼ା ଛକ ନିକଟରେ ଗତ ରାତିରେ ଏହି ଦୁର୍ଘଟଣା ଘଟିଛି । ଆହତଙ୍କ ଭିତରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।…

ଟୋକିଓ ପାରାଲିମ୍ପିକ୍ସ ଜାଭେଲିନ୍ ଥ୍ରୋରେ ଭାରତକୁ ଡବଲ୍ ମେଡାଲ୍

ଟୋକିଓ: ପାରାଲିମ୍ପିକ୍ସରେ ଆଜି ଭାରତୀୟ କ୍ରୀଡ଼ାବିତଙ୍କ ଦିନ । ସ୍ୱର୍ଣ୍ଣରୁ ଆରମ୍ଭ  । ପଛକୁ ପଛ ପଦକ ପରେ ପଦକ ଆସୁଛି । ଜାଭେଲିନରେ ଭାରତ ଜିତିଛି ଦୁଇଟି ପଦକ । ଦେବେନ୍ଦ୍ର ଝାଝାରିଆଙ୍କୁ ରୌପ୍ୟ ଓ ସୁନ୍ଦର ସିଂ ଗୁର୍ଜର ବ୍ରୋଞ୍ଜ ମେଡାଲ୍ ହାସଲ କରିଛନ୍ତି । ଜାଭେନିଲ୍ ଥ୍ରୋ କ୍ଲାସ F46…

କମୁଛି କରୋନା କାୟା: ଓଡ଼ିଶାରେ ୧% ତଳକୁ ଖସିଲା ପଜିଟିଭ୍ ହାର

ଭୁବନେଶ୍ୱର: ରାଜ୍ୟରେ ଖସୁଛି କରୋନାର ଦୈନିକ ସଂକ୍ରମଣ। ୨୪ ଘଣ୍ଟାରେ ୬୪ହଜାର ୯୯୧ ଟେଷ୍ଟ ହୋଇଥିବା ବେଳେ ଚିହ୍ନଟ ହୋଇଛନ୍ତି ୬୦୯ ଆକ୍ରାନ୍ତ । ଏମାନଙ୍କ ଭିତରେ ୯୭ଜଣ ୧୮ ବର୍ଷରୁ କମ୍ ସଂକ୍ରମିତ ଅଛନ୍ତି । ନୂଆ ଆକ୍ରାନ୍ତଙ୍କ ଭିତରୁ କ୍ୱାରେଣ୍ଟାଇନରୁ ୩୫୪ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି…

ରେଳ ଲାଇନ୍ ପାର ବେଳେ ଧକ୍କା ଦେଲା ଟ୍ରେନ୍, ୩ ମୃତ

ବ୍ରହ୍ମପୁର: ଧକ୍କା ଦେଲା ଟ୍ରେନ୍ । ଲେଭଲ୍ କ୍ରସିଂ ପାର ବେଳେ ଦୁର୍ଘଟଣା । ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ବ୍ରହ୍ମପୁରର ହଳଦିଆପଦର ଲେଭଲ୍ କ୍ରସିଂରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଅଳ୍ପକେ ବର୍ତ୍ତିଯାଇଛନ୍ତି ୫ ଜଣ । ବିଶାଖା-ଟାଟନଗର ଟ୍ରେନ୍ ଧକ୍କାରେ…

ପାରାଲିମ୍ପିକ୍ସ ଡିସକସ୍ ଥ୍ରୋରେ ରୌପ୍ୟ ଜିତିଲେ ଭାରତର ଯୋଗେଶ କଥୁନିଆ

ଟୋକିଓ: ପାରାଲିମ୍ପିକ୍ସରେ ଭାରତର ପଦକ ଅଭିଯାନ ଜାରି ରହିଛି । ଆଜି ମହିଳା ସୁଟିଂରେ ଅବନୀ ଲେଖରା ସ୍ୱର୍ଣ୍ଣ ଜିତିବା ପରେ ପରେ ରୌପ୍ୟ ଭେଟି ଦେଇଛନ୍ତି ଡିସକସ୍ ଥ୍ରୋ ଖେଳାଳି ଯୋଗେଶ କଥୁନିଆ । F56 କାଟାଗୋରୀରରେ ସେ ରୌପ୍ୟ ପଦକ ହାସଲ କରିଛନ୍ତି । ଯୋଗେଶ ମୋଟ୍ ୪୪.୩୮ମିଟର ଥ୍ରୋ କରିଥିଲେ ।…

ସୁନା ଝିଅ ଅବନୀ ଲେଖରା, ଟୋକିଓ ପାରାଲିମ୍ପିକ୍ସ ସୁଟିଂରେ ଜିତିଲେ ସ୍ୱର୍ଣ୍ଣ

ଟୋକିଓ: ଟୋକିଓ ପାରାଲିମ୍ପିକ୍ସରେ ଭାରତୀୟ ଆଥଲେଟଙ୍କ ଦବଦବା ଜାରି ରହିଛି । ଜନ୍ମାଷ୍ଟମୀରେ ସୁଟିଂରୁ ଆସିଛି ଖୁସି ଖବର । ୧୦ ମିଟର ଏୟାର ରାଇଫଲରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ମହିଳା ସୁଟର ଅବନୀ ଲେଖରା । ମୋଟ୍ ୨୪୯.୬ ପଏଣ୍ଟ ହାସଲ କରିଛନ୍ତି । ଯାହାକି ପାରାଲିମ୍ପିକ୍ସରେ ଏକ ରେକର୍ଡ ।…

ଆଜି ଜନ୍ମାଷ୍ଟମୀ, ଭକ୍ତିମୟ ମନ୍ଦିର ପରିବେଶ

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ । ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ତିଥି  । ଏଥିପାଇଁ ପୁରପଲ୍ଲୀ ଉତ୍ସବ ମୁଖର । ବିଭିନ୍ନ ମନ୍ଦିରରେ ଭକ୍ତିମୟ ପରିବେଶ । ହରେ କୃଷ୍ଣ ... ହରେ କୃଷ୍ଣ ଧ୍ୱନିରେ ଗଗନପବନ ପ୍ରକମ୍ପିତ ହେଉଛି  । କିନ୍ତୁ ଏବର୍ଷ କୋଭିଡ୍ କଟକଣାରେ ପାଳନ ହେଉଛି…

ରାଜଧାନୀରେ ରକ୍ତପାତ: ସାମାନ୍ୟ ବଚସାରୁ ବୀଭତ୍ସ ହତ୍ୟା

ଭୁବନେଶ୍ୱର: ରାଜଧାନୀରେ ରକ୍ତପାତ । ସାମାନ୍ୟ ବଚସାରୁ ବୀଭତ୍ସ ହତ୍ୟାକାଣ୍ଡ । ଜଣେ ମୋବାଇଲ୍ ଦୋକାନୀଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଖଣ୍ଡଗିରି ଥାନା ରଘୁନାଥପୁର ମନ୍ଦିର ନିକଟରେ ଏହି ହତ୍ୟାକାଣ୍ଡ ହୋଇଛି । ମୃତକ ହେଲେ ସନାତନ ରାଉତ । ଗତକାଲି ରାତି ୧୨ଟା ବେଳେ…

କବିତା : କେହି ଜଣେ ତୁମ ଭଳି

ଶ୍ୟାମା କିଙ୍କର ମହାନ୍ତି ତୁମେ ନ ହେଲ ନାଇଁ ତୁମ ଭଳି କେହିଜଣେ ଜନ୍ମ ନିଅନ୍ତା କି ଠିକ ଏଇ ଅଷ୍ଟମୀ ତିଥିରେ ! କେହି ଜଣେ ବସୁଦେବଙ୍କ ଟୋକେଇରେ ସେ ଚାଲି ଆସନ୍ତା ଆମ ନଗରକୁ ହସନ୍ତା ଖେଳନ୍ତା ବଢନ୍ତା ଶଶିକଳା ପରି ଆମରି ସାଥିରେ ! ଟିକେ ବଡ ହେଲାପରେ ସେ ଦଳନ କରନ୍ତା ଏ…