Latest Odisha News

BREAKING NEWS

ଆଜି ରାଜ୍ୟରୁ ୬୩୮ କରୋନା ପଜିଟିଭ୍, ଆଉ ୧୧୦ ଛୁଆ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ଏବେ ପ୍ଲାଟ୍ୟୁ ସ୍ଥିତିରେ ଅଛି କରୋନାର ଦୈନିକ ସଂକ୍ରମଣ । ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୬ଶହରୁ ୮ଶହ ଭିତରେ ରହୁଛି । କିନ୍ତୁ ପିଲାଙ୍କୁ ସଂକ୍ରମଣ ବଢୁଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୬୩୮ କରୋନା ସଂକ୍ରମିତ । ଏମାନଙ୍କ ଭିତରେ ୧୮ ବର୍ଷ ଭିତରେ ଅଛନ୍ତି…

ହଲିଉଡ୍‌ ଫିଲ୍ମ ନିର୍ମାଣ କରିବେ ଦୀପିକା!

ମୁମ୍ବାଇ: ପୁଣି ହଲିଉଡ୍‌ ଫେରିବେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍। ସେ ତାଙ୍କ ଆଗାମୀ ରୋମାଣ୍ଟିକ୍ କମେଡିରେ ଅଭିନୟ ପାଇଁ ପ୍ରସ୍ତୁତ ହେଉଛନ୍ତି। ‌ଦୀପିକା ଏଥିରେ ଅଭିନୟ କରିବା ସହ ସହ ନିର୍ମାତା ମଧ୍ୟ ହୋଇଛନ୍ତି। ଏଥିପାଇଁ ସେ ଏସ୍‌ଟିଏକ୍ସ ଫିଲ୍ମସ୍‌ ଏବଂ ଟେମ୍ପଲ ହିଲ୍‌ ସହିତ…

ପୂରିଲା ଡେଡଲାଇନ୍: ଆଫଗାନିସ୍ତାନରୁ ଫେରିଗଲେ ଆମେରିକା ସୈନ୍ୟ

କାବୁଲ: ଆଫଗାନିସ୍ତାନରେ ୨୦ବର୍ଷର ସୈନ୍ୟ ଅଭିଯାନର ଅବସାନ କରିଛି ଆମେରିକା । ସୈନ୍ୟ ପ୍ରତ୍ୟାହାର ଡେଡଲାଇନ୍ ଆଜ ପୂରିଛି । କାବୁଲ ଛାଡ଼ି ଚାଲିଯାଇଛନ୍ତି ଆମେରିକା ସୈନ୍ୟ । ଏଥିସହ ଦୁଇ ଦଶନ୍ଧି ଧରି ଚାଲିଥିବା ଆମେରିକାର ଆଫଗାନ୍ ଯୁଦ୍ଧର ଅନ୍ତ ଘଟିଛି । ଗତକାଲି ରାତିରେ କାବୁଲ ଛାଡିଥିଲା…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୩୧-୮-୨୦୨୧ ମଙ୍ଗଳବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଅଗଷ୍ଟ ତା ୩୧ ରିଖ ମଙ୍ଗଳବାର ସିଂହ ୧୫ ଦିନ ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ମୃଗଶିରା ନକ୍ଷତ୍ର ବୃଷ ଚନ୍ଦ୍ର ଘାତ ବାର- ମକର ରାଶିର ଘାତ ଚନ୍ଦ୍ର- ବିଛା ରାଶି ପୁରୁଷଙ୍କର ନିଷେଧ ଖାଦ୍ୟ- ଲାଉ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୨୨ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୨୨ ମାଆ ଆଜି କି ସୁନ୍ଦର ଟେବୁଲ କ୍ଲଥ ବନେଇଚି। ସତରେ ସେ ମନହେଲେ ହାତ ଏମ୍ବ୍ରୟୋଡରି କରେ  ନିଖୁଣଭାବରେ।  ନହଲେ ପଡିଥିବ କନା,ଛୁଞ୍ଚିସୂତା  ସେମିତି ଧୂଳିସରସର ହୋଇ। ହାତକାମ ବହୁତ ବଢିଆ ତା'ର। ମେସିନ୍ କିଣିଦବାକୁ…

କବିତା : ତନ୍ଦ୍ରାଭଙ୍ଗ

ଆରତୀ ପଟ୍ଟଯୋଷୀ ସପନ ଦେଖିଲି ତୁମେ ଆସିଥିଲ ବସିଥିଲ ମୋର ପାଶେ, ଆକାଶରେ ଥିଲା ଉଜ୍ଜ୍ୱଳ ଶୀତାଂଶୁ ଜ୍ୟୋସ୍ନାଢାଳି ଚଉପାଶେ। କିଛି କହିଥିଲ କିଛି ଶୁଣିଥିଲ କିଛି ରହିଗଲା ବାକି, ତୁମ କଞ୍ଜନେତ୍ର ପାଗଳ କରିଲା ଚନ୍ଦନ କସ୍ତୁରୀ ସାକ୍ଷୀ। ଝରି ପଡୁଥିଲା ବୃକ୍ଷରୁ ବଉଳ ରାତି…

ପ୍ରତିଭା ରାୟ ପାଇବେ ‘ଉତ୍କଳ ରତ୍ନ’

କଟକ : ବିଶିଷ୍ଟ ସାରସ୍ୱତ ଅନୁଷ୍ଠାନ "ଉତ୍କଳ ସାହିତ୍ୟ ସମାଜ " ପକ୍ଷରୁ ସାହିତ୍ୟିକା ପ୍ରତିଭା ରାୟଙ୍କୁ ଚଳିତ ବର୍ଷ ପାଇଁ ସର୍ବୋଚ୍ଚ ସମ୍ମାନ "ଉତ୍କଳ ରତ୍ନ" ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି। ସେଇ ଭଳି ଭୀମ ପୃଷ୍ଟି , "ଶୁକଦେବ ସାହୁ ଉପନ୍ୟାସ ସମ୍ମାନ ," ଆର୍ଯ୍ୟ ଯଜ୍ଞଦତ୍ତ,…

ନିରଞ୍ଜନ ସେଠୀଙ୍କ ‘ସୁନା ଠାକୁର’ ସହ ପାଞ୍ଚୋଟି ‘ଆଧୁନିକ ସଙ୍ଗୀତ’ ଲୋକାର୍ପିତ

ଭୁବନେଶ୍ୱର : ଭାରତୀୟ ବିଦ୍ୟା ଭବନ ପ୍ରେକ୍ଷାଳୟର , ଭୁବନେଶ୍ୱର ପରିସରରେ କବି ନିରଞ୍ଜନ ସେଠୀଙ୍କ ରଚିତ, ପୁଣ୍ୟବ୍ରହ୍ମ ଶୀର୍ଷକରେ , କଣ୍ଠଶିଳ୍ପୀ ଶ୍ରୀଚରଣଙ୍କ କଣ୍ଠରେ ଗୋଟିଏ ଗୀତ 'କଳା ଠାକୁର' ଏବଂ ସ୍ମୃତିନୀଡ଼ ଶୀର୍ଷକରେ ପାଞ୍ଚୋଟି 'ଆଧୁନିଜ ଗୀତ' ଲୋକାର୍ପିତ ହୋଇଯାଇଛି। ଏହି…

କାଲି ଆସିବ ସେପ୍ଟେମ୍ବର ଗାଇଡଲାଇନ୍

ଭୁବନେଶ୍ବର : ରାଜ୍ୟରେ କମୁଛି କରୋନା ସଂକ୍ରମଣ । ମାମଲା ହ୍ରାସ ପାଇବା ସହ ସ୍ଥିତିରେ ବି ସୁଧାର ଆସୁଛି । ଧିରେ ଧିରେ ସଂକ୍ରମଣ ହ୍ରାସ ପାଉଥିବା ବେଳେ, ଆସନ୍ତାକାଲି ଆସିବ ନୂଆ ଗାଇଡଲାଇନ୍ । ସେପ୍ଟେମ୍ବରରେ କଣ ହେବ କୋହଳ, କଣ ରହିବ କଟକଣା, ସେନେଇ ଘୋଷଣା କରିବେ ରାଜ୍ୟ ସରକାର । ଆଗକୁ…

ବିନୋଦ କୁମାର ଅଯୋଗ୍ୟ ଘୋଷିତ,ବ୍ରୋଞ୍ଜ ପଦକ ମିଳିବନି

ଟୋକିଓ: ଟୋକିଓ ପାରା ଅଲିମ୍ପିକ୍ସରେ ଭାରତ ପାଇଁ ଏକ ନୈରାଶ୍ୟଜନକ ଖବର ଆସିଛି । ଡିସକସ ଥ୍ରୋରେ ପଦକ ଜିତିଥିବା ବିନୋଦ କୁମାର ଅଯୋଗ୍ୟ ଘୋଷିତ ହୋଇଛନ୍ତି । ଟେକ୍ନିକାଲ କମିଟିର ନିଷ୍ପତି ପରେ ତାଙ୍କୁ ଏବେ ଆଉ ଏହି ପଦକ ମିଳିବନି । ଏଫ-୫୨ କ୍ଲାସ ପାଇଁ ସେ ଫିଟ ନୁହନ୍ତି ବୋଲି ଅଭିଯୋଗ…