Latest Odisha News

BREAKING NEWS

କବିତା : ଲୋହିତ ନିଦ୍ରା

ଇଂରାଜୀ : ଲୁଇସ୍ ଗ୍ଲୁକ୍ ଅନୁବାଦ  :  ବିଦ୍ୟୁତ୍ ପ୍ରଭା ଗନ୍ତାୟତ ଚିନ୍ତା ନ କରିବା , ଭାବ ନ ରହିବା ସବୁଠାରୁ ଭଲ ଓଃ ଏ ଭାବନା ! ଏ ସମ୍ବେଦନା ! ମୋର ସମ୍ୱେଦନା ଅଛି ବୋଲି ସେମାନେ ମୋ ଉପରେ ଜୁଲୁମ୍ କରନ୍ତି , ହୁକୁମ ଚଲାନ୍ତି କିନ୍ତୁ ମୋର ଜଣେ ଭଗବାନ ଅଛନ୍ତି ସେ ସୂର୍ଯ…

ମାନବିକ ଅଧିକାରର ଉଲ୍ଲଂଘନକୁ ନେଇ ଚୀନ୍‌କୁ ବାଇଡେନଙ୍କ କଡା ଚେତାବନୀ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମଙ୍ଗଳବାର ଦିନ ହଂକଂରେ ମାନବ ଅଧିକାର ଉଲ୍ଲଂଘନ ତଥା ଜିନଜିଆଙ୍ଗରେ ଉଇଗୁରୁଙ୍କ ବିରୋଧରେ ଚୀନ୍‌କୁ ଚେତାବନୀ ଦେଇଛନ୍ତି। ଆମେ ମାନବିକ ଅଧିକାର ପାଇଁ ଛିଡା ହେବା ଆବଶ୍ୟକ ବୋଲି ବାଇଡେନ କାର୍ଯ୍ୟଭାର ଗ୍ରହଣ କରିବା ପରେ ତାଙ୍କର ପ୍ରଥମ ଟାଉନ…

ପ୍ରଥମଥର ଫାଶୀ ପାଇବେ କୌଣସି ମହିଳା, ସାତ ଜଣ ସମ୍ପର୍କୀୟଙ୍କୁ କୁରାଢୀରେ ହାଣି କରିଥିଲେ ନିର୍ମମ ହତ୍ୟା

ମଥୁରା: ସ୍ୱାଧୀନ ଭାରତରେ ପ୍ରଥମ ଥର କୌଣସି ମହିଳା କଏଦୀ ଫାଶୀ ପାଇବାକୁ ଯାଉଛନ୍ତି । ଆଜି ପର୍ଯ୍ୟନ୍ତ କୌଣସି ମହିଳାଙ୍କୁ ଫାଶୀ ଦିଆଯାଇନାହିଁ । ଏବେ କିନ୍ତୁ ଏହି କଥାରେ ପୂର୍ଣ୍ଣଛେଦ ପଡ଼ିବାକୁ ଯାଉଛି ।  ଉତ୍ତରପ୍ରଦେଶର ମଥୁରା ସ୍ଥିତ ଅମରୋହ ଅଞ୍ଚଳର ଘଟଣା । ସେଠାକାର ସବନମ ନାମକ…

ସ୍ନେହପ୍ରଭା ସାମନ୍ତରାୟଙ୍କୁ ଦଶମ ଓଡ଼ିଶୀ ନୃତ୍ୟ ସଂଗୀତ ସମ୍ମାନ

ଭୁବନେଶ୍ୱର : ସାଂସ୍କୃତିକ ଅନୁଷ୍ଠାନ ନୃତ୍ୟାଙ୍ଗନା ପକ୍ଷରୁ ଭଞ୍ଜ କଲା ମଣ୍ଡପରେ ଦୁଇଦିନ ଧରି ଚାଲିଥିବା ଦଶମ ଓଡ଼ିଶୀ ନୃତ୍ୟ ସଂଗୀତ ସମ୍ମାନ ସମାରୋହ ଉଦଯାପିତ ହୋଇଯାଇଛି ।  ଏହି ଅବସରରେ ବିଶିଷ୍ଟ ନୃତ୍ୟଗୁରୁ ସ୍ନେହପ୍ରଭା ସାମନ୍ତରାୟଙ୍କୁ ଦଶମ ଓଡ଼ିଶୀ ନୃତ୍ୟ ସଂଗୀତ ସମ୍ମାନରେ ସମ୍ମାନିତ…

ଭାରତରେ କରୋନାର ନୂଆ ଷ୍ଟ୍ରେନ୍, ଜାଣନ୍ତୁ କେତେ ମାରାତ୍ମକ…

ନୂଆଦିଲ୍ଲୀ: କରୋନା ଭାଇରସ୍ ସଂକ୍ରମଣ ହ୍ରାସ ପାଉଥିବା ବେଳେ ଭୂତାଣୁର ନୂଆ ରୂପ ସାମ୍ନାକୁ ଆସିଛି । କରୋନାର ନୂଆ ଷ୍ଟ୍ରେନ୍ ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲରୁ ଫେରିଥିବା ଲୋକଙ୍କ ଠାରେ ଚିହ୍ନଟ ହୋଇଛି । ୪ ଜଣଙ୍କ ଠାରେ ଦକ୍ଷିଣ ଆଫ୍ରିକା ଓ ଜଣଙ୍କ ଠାରେ ବ୍ରାଜିଲ୍ ଭାରିଆଣ୍ଟ ମିଳିଛି ।…

ଡାକ୍ତରଖାନାରେ ଭର୍ତ୍ତି ହେଲେ ଆତ୍ମଘୋଷିତ ଗଡ୍‌ମ୍ୟାନ ଅସାରାମ ବାପୁ

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଛାତି ଯନ୍ତ୍ରଣା, ଅସ୍ଥିରତା, ଆଣ୍ଠୁରେ ଅସ୍ୱାଭାବିକତା ଏବଂ ଅନ୍ୟାନ୍ୟ ଅସୁସ୍ଥତା ଅନୁଭବ କରିବା ପରେ ଆତ୍ମଘୋଷିତ ଗଡମ୍ୟାନ ଅସାରାମ ବାପୁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବଳାତ୍କାର ମାମଲାରେ ସେ ଯୋଧପୁର କେନ୍ଦ୍ରୀୟ ଜେଲରେ ଆଜୀବନ କାରାଦଣ୍ଡ…

ମହାରାଷ୍ଟ୍ର ସରକାରଙ୍କ ଚେତାବନୀ; ରାଜ୍ୟରେ ପୁଣି ହୋଇପାରେ ଲକ୍‌ଡାଉନ୍‌

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ କରୋନାଭାଇରସ୍ ସଂଖ୍ୟା ଗତ ଦୁଇ ସପ୍ତାହ ମଧ୍ୟରେ ବୃଦ୍ଧି ପାଇଥିବାରୁ ରାଜ୍ୟ ସଭା ତଥା ଲୋକଙ୍କ ଗତିବିଧି ଉପରେ କିଛି ପ୍ରତିବନ୍ଧକ ସୃଷ୍ଟି କରିଛି। ଯଦି ଆବଶ୍ୟକ ଅନୁଭବ ହୁଏ ତେବେ ପୁଣି ଥରେ ଲକ୍‌ଡାଉନ୍‌ ଭଳି ପରିସ୍ଥିିତି ଉପୁଜିବ ବୋଲି ରାଜ୍ୟ ସରକାର ଚେତାବନୀ…

ରାଜ୍ୟରେ ଆଉ ୭୫ କରୋନା ସଂକ୍ରମିତ ଚିହ୍ନଟ, ୧୩ ଜିଲ୍ଲାରେ ନୂଆ ଆକ୍ରାନ୍ତ ଶୂନ୍

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ମାମଲା କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଆଉ ୭୫ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲା ବେଳେ ୧୩ ଜିଲ୍ଲାରେ ନୂଆ ଆକ୍ରାନ୍ତ ସଂଖ୍ୟା ଶୂନ୍ ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟର ୧୭ ଜିଲ୍ଲାରୁ ଏହି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।…

ବିଶ୍ୱବ୍ୟାପୀ ୨୪ ଘଣ୍ଟାରେ ୩.୩୯ ଲକ୍ଷ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: କରୋନାର ପ୍ରକୋପର ବିସ୍ତାର ସାରା ବିଶ୍ୱରେ ବ୍ୟାପିଛି। ବିଶ୍ବର ଅନେକ ଦେଶରେ କରୋନା ସଂକ୍ରମଣ କ୍ଷେତ୍ରରେ କ୍ରମାଗତ ହ୍ରାସ ଘଟୁଛି। ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱରେ ୩ ଲକ୍ଷ ୩୯ ହଜାର ୫୪୦ ଟି ନୂଆ କରୋନା ରୋଗ ହୋଇଛି। ଏହା ପରେ, ମୋଟ ମାମଲା ସଂଖ୍ୟା ୧୧…

ପରଲୋକରେ ଡାକ୍ତର ସୌମିତ୍ରୀ ପାଣିଗ୍ରାହୀ

ଭୁବନେଶ୍ୱର : ବିଶିଷ୍ଟ ଭେଷଜ ଓ ଶିଶୁରୋଗ ବିଶେଷଣଜ୍ଞ ଡାକ୍ତର ସୌମିତ୍ରୀ ପାଣିଗ୍ରାହୀଙ୍କ ୮୮ ବର୍ଷ ବୟସରେ ପରଲୋକ ଘଟିଛି ।କିଛିଦିନ ହେଲା ସେ ନିମୋନିଆ ରୋଗରେ ପୀଡିତ ଥିଲେ । ସ୍ବର୍ଗତ ପାଣିଗ୍ରାହୀ ଜଣେ ସ୍ୱନାମଧନ୍ୟ ଚିକିତ୍ସକ ଥିଲେ । କଟକ ଏସସିବି ମେଡିକାଲ କଲେଜରେ ସ୍ନାତକ ପରେ ଲଣ୍ଡନ…