Latest Odisha News

BREAKING NEWS

ଆକାଂକ୍ଷୀ ଜିଲ୍ଲାର ଶିକ୍ଷା ଆକାଂକ୍ଷାକୁ ପୂରଣ କରୁଛି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ

ଭୁବନେଶ୍ବର : ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ୧୩ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡିଓ କନଫରେନ୍ସ ଜରିଆରେ ଯୋଗଦେଇ ଆକାଂକ୍ଷୀ ଜିଲ୍ଲାର ଶିକ୍ଷା ଆକାଂକ୍ଷାକୁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପୂରଣ କରୁଛି ବୋଲି କହିଛନ୍ତି ।…

ଆଉ ୩ଟି ରୁଟରେ ଚଳାଚଳ କରିବ ‘ମୋ ବସ୍’

ଭୁବନେଶ୍ବର : ଆଉ ୩ଟି ରୁଟରେ ଚଳାଚଳ କରିବ ‘ମୋ ବସ୍’ । ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି କ୍ରୁଟ୍ । ନିଷ୍ପତ୍ତି ଅନୁସାରେ ଏଣିକି ୭୧ ନମ୍ବର ରୁଟରେ ଚଳାଚଳ କରିବ ‘ମୋ ବସ୍’ । ଏହା ରସୁଲଗଡ଼ରୁ ବରମୁଣ୍ଡା ଦେଇ କୋଣାର୍କ ପର୍ଯ୍ୟନ୍ତ ଚଳାଚଳ କରିବ । ସେହିପରି…

ଉଲ୍ଲେଖନୀୟ ସେବା ପାଇଁ ୪୦ ଜଣଙ୍କୁ ସମ୍ମାନିତ କଲେ ପୋଲିସ ଡିଜି

ରାଉରକେଲା : ରାଉରକେଲା ଗସ୍ତ କରି ୪୦ ଜଣ ପୋଲିସ ଅଫିସର, ପୋଲିସ କର୍ମଚାରୀ ଓ ପରିବାର ସଦସ୍ୟଙ୍କୁ ସମ୍ମାନିତ କରିଛନ୍ତି ପୋଲିସ ଡିଜି । ସମ୍ବଲପୁର, ବରଗଡ, ଝାରସୁଗୁଡ଼ା, କେନ୍ଦୁଝର, ସୁନ୍ଦରଗଡ଼ ଓ ରାଉରକେଲା ପୋଲିସ ଜିଲ୍ଲାରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ପୋଲିସ ଅଫିସର ଓ ପୋଲିସ…

ପାରା ଅଲିମ୍ପିକ୍ସ: ନିଶାଦଙ୍କୁ ରୌପ୍ୟ, ବିନୋଦଙ୍କୁ ବ୍ରୋଞ୍ଜ

ଟୋକିଓ: ଚଳିତ ପାରା ଅଲିମ୍ପିକ୍ସରେ ରବିବାର ଭାରତୀୟ ପାରା ଆଥଲେଟମାନେ ଚମତ୍କାର ପ୍ରଦର୍ଶନ ଜାରୀ ରଖି ଏ ପର୍ଯ୍ୟନ୍ତ ୩ଟି ପଦକ ଜିତି ସାରିଛନ୍ତି । ଭାବିନା ପଟେଲ(ରୌପ୍ୟ), ନିଶାଦ କୁମାର (ରୌପ୍ୟ) ଏବଂ ବିନୋଦ କୁମାର (ବ୍ରୋଞ୍ଜ)ଭାରତ ପାଇଁ ପଦକ ଜିତି ସାରିଛନ୍ତି । ହାଇଜମ୍ପ ଟି୪୭ ଇଭେଂଟରେ…

ଗୋଡ ଥିବା ତିମି ମାଛର ମିଳିଲା ଜୀବାଶ୍ମ

କାଇରୋ: ଇଜିପ୍ଟର ଫାୟୋମ ଅଂଚଳର ଏକ ମରୁଭୂମିରେ ଗୋଡ ଥିବା ତିମି ମାଛର ଜୀବଶ୍ମ ମିଳିଛି । ୪କୋଟି ୩୦ ଲକ୍ଷ ବର୍ଷ ତଳର ଏହି ତିମି ମାଛର ୪ଟି ଗୋଡ ଥିଲା । ଏହା ପାଣିରେ ପହଁରିବା ସହ ଭୂମିରେ ଚାଲୁଥିଲା । ବୈଜ୍ଞାନିକମାନେ ଏହାର ନାମ ଫିଓମିସେଟସ ଅନୁବିସ ନାମରେ ନାମିତ କରିଛନ୍ତି ।…

୩ ମାସ ମଧ୍ୟରେ ପିସିଟିଏନ୍‌ ଗଠନ ପାଇଁ ତାମିଲନାଡୁ ସରକାରଙ୍କୁ ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଚେନ୍ନାଇ: ନକଲି ସାମ୍ବାଦିକମାନଙ୍କୁ ତୃଣମୂଳ ସ୍ତରରେ ହଟାଇବା ପାଇଁ ତମିଲନାଡୁ ସରକାର ତିନି ମାସ ମଧ୍ୟରେ ସ୍ବତନ୍ତ୍ର ପ୍ରେସ୍‌ କାଉନ୍‌ସିଲ୍‌ ଅଫ୍‌ ତାମିଲନାଡୁ ଗଠନ କରିବା ଉଚିତ୍ ବୋଲି ମାଡ୍ରାସ ହାଇକୋର୍ଟ କହିଛନ୍ତି। ପ୍ରକୃତ ସାମ୍ବାଦିକମାନଙ୍କୁ ଚିହ୍ନଟ କରିବା ଏବଂ ନକଲି…

ଧାକଡରେ କଙ୍ଗନା ୧୦ ଭିନ୍ନ ଭିନ୍ନ ଲୁକରେ ନଜର ଆସିବେ

ମୁମ୍ବାଇ: କୁଇନ କଙ୍ଗନା ରାନାୱତ ତାଙ୍କ ଆଗାମୀ ଫିଲ୍ମ ଧାକଡ ନେଇ ବେଶ ଉତ୍ସାହିତ ଅଛନ୍ତି । ଫିଲ୍ମର ପୋଷ୍ଟ ପ୍ରଡକ୍ସନ କାର୍ଯ୍ୟ ଚାଲିଛି ଏବଂ ଏହା ଖୁବ୍ ଶୀଘ୍ର ଥିଏଟରକୁ ଆସିବ ବୋଲି ଜଣାପଡିଛି । ଏହି ଆକ୍ସନ ଡ୍ରାମାରେ କଙ୍ଗନା ୧୦ ଭିନ୍ନ ଭିନ୍ନ ଲୁକରେ ନଜର ଆସିବେ । ମାନବ ତସ୍କର ଉପରେ…

ଇଣ୍ଟରନେଟ୍ ସେବା ବନ୍ଦ କଲା ତାଲିବାନ

ପଞ୍ଜଶୀର: ପଞ୍ଜଶୀର ଉପତ୍ୟକାରେ ଇଣ୍ଟରନେଟ୍ ସେବା ବନ୍ଦ କରିଦେଇଛି ତାଲିବାନ। ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କୁ ଟ୍ୱିଟରରେ ବାର୍ତ୍ତା ବାଣ୍ଟିବାକୁ ରୋକିବା ପାଇଁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜଣାପଡ଼ିଛି। ପଞ୍ଜଶୀର ହେଉଛି ଏକମାତ୍ର ଆଫଗାନିସ୍ତାନ ପ୍ରଦେଶ ଯାହା…

ଆଉ ଟିଭି ଓ ରେଡିଓରେ ଶୁଭିବନି ମହିଳାଙ୍କ ସ୍ୱର!

କନ୍ଦାହାର: ଆଉ ଟିଭି କି ରେଡିଓରେ ଶୁଭିବନି ମହିଳାଙ୍କ ସ୍ବର। ମ୍ୟୁଜିକ୍‌, ଟିଭିରେ ମହିଳାଙ୍କ ସ୍ବର ଏବଂ ରେଡିଓ ଚ୍ୟାନେଲ ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଲା ତାଲିବାନ। ତାଲିବାନ ଆଫଗାନିସ୍ତାନର କାନ୍ଦାହାରରେ ସଙ୍ଗୀତ, ଟେଲିଭିଜନ ଏବଂ ରେଡିଓ ଚ୍ୟାନେଲରେ ମହିଳାଙ୍କ ସ୍ୱରକୁ ବାରଣ କରିଛି।…

ମୋ କ୍ୟାରିୟରର ଏକ ବଡ଼ ଅଂଶ ଅକ୍ଷୟ କୁମାର; ଭୁମି

ମୁମ୍ବାଇ: ଆଗାମୀ ଚଳଚ୍ଚିତ୍ର 'ରକ୍ଷା ବନ୍ଧନ'ରେ ଅକ୍ଷୟ କୁମାରଙ୍କ ସହ ପ୍ରମୁଖ ଭୂମିକାରେ ନଜର ଆସିବେ ଅଭିନେତ୍ରୀ ଅଭିନେତ୍ରୀ ଭୁମି ପେଡନେକର। ଏହା ସହିତ ଅକ୍ଷୟଙ୍କ ସହିତ ତାଙ୍କ ବନ୍ଧୁତା ଆହୁରି ଗଭୀର ହେବା ମଜଭୁତ ମଧ୍ୟ ହୋଇଛି ବୋଲି କହିଛନ୍ତି ଭୂମି। ସେ ଆହୁରି ମଧ୍ୟ କହିଛନ୍ତି ଯେ…