Latest Odisha News

BREAKING NEWS

ପୋଲିସ୍-ମାଓବାଦୀ ମୁହାଁମୁହିଁ,୨ ସୁରକ୍ଷା କର୍ମୀ ସହିଦ

ମାଲକାନଗିରି: ମାଲକାନଗିରି ଛତିଶଗଡ଼ ସୀମାନ୍ତ ନାରାୟଣପୁର ଜିଲ୍ଲାରେ ପୋଲିସ ସହ ମାଓବାଦୀଙ୍କ ଗୁଳିବିନିମୟ । ମାଓବାଦୀଙ୍କ ଗୁଳିରେ ଦୁଇ ଜଣ ସୁରକ୍ଷା କର୍ମୀ ଶହୀଦ ହୋଇଛନ୍ତି । କଡେନାର ଥାନା ଅନ୍ତର୍ଗତ କରିଆମେଟା ଜଙ୍ଗଲକୁ ଆଇଟିବିପିର ଯବାନ ମାନେ କୁମ୍ବିଙ୍ଗ ଅପରେସନ ରେ ଯାଇଥିବା ବେଳେ…

ଗୁଣୁପୁରରେ ଜାତୀୟ ସଦଭାବନା ଦିବସ ପାଳିତ

ଗୁଣୁପୁର: ଆଜି ଗୁଣୁପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ, କେନ୍ଦ୍ର ସମାଜ କଲ୍ୟାଣ ବୋର୍ଡ ନୂଆଦିଲ୍ଲୀ ଓ ରାଜ୍ୟ ସମାଜ କଲ୍ୟାଣ ବୋର୍ଡ ଆନୁକୂଲ୍ୟରେ ଜାତୀୟ ସଦଭାବନା ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ…

ମାଲକାନଗିରିରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମାଲକାନଗିରିରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ମୁଁ ଚାହେଁ ସମସ୍ତେ ସୁସ୍ଥ ରୁହନ୍ତୁ । ଚିକିତ୍ସା ପାଇଁ ଟଙ୍କା କେବେ ବି ବାଧକ ନ ହେଉ। ଆଜି ମାଲକାନଗିରି ରେ smart health card ବଣ୍ଟନ ଆରମ୍ଭ କରି…

ଟ୍ୱିନ୍‌ସିଟିରେ ବଜ୍ରପାତ ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଶୁକ୍ରବାର ଅପରାହ୍ନ ୩.୩୦ ପର୍ଯ୍ୟନ୍ତ ଓଡିଶାର ୨୨ ଟି ଜିଲ୍ଲାର କେତେକ ଅଞ୍ଚଳରେ ହାଲୁକା ଏବଂ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିିଛି। ଏହାସହିତ ବଜ୍ରପାତ ହେବାର ଆଶଙ୍କା ମଧ୍ୟ ରହିଥିବା ଚେତାବନୀ ଦେଇଛି ଭାରତୀୟ ପାଣିପାଗ ବିଭାଗ। ଆଗାମୀ ୩ ଘଣ୍ଟା ପାଇଁ ସମ୍ବଲପୁର,…

ବଲିଉଡ୍‌ ନାୟିକାଙ୍କ ନ୍ୟାସନାଲ କ୍ରସ୍‌ ନୀରଜ!

ମୁମ୍ବାଇ: ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ସ୍ୱର୍ଣ୍ଣ ପଦକ ଜିତି ଦେଶକୁ ଗୌରବାନିତ୍ବ କରିଥିବା ଆଥ୍‌ଲେଟ୍‌ ନୀରଜ ଚୋପ୍ରାଙ୍କ ନାଁ ଏବେ ପ୍ରତ୍ୟେକ ଗଳି କନ୍ଦିରେ ଶୁଭୁଛି। ୨୦୦୮ ବେଜିଂ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ଅଭିନବ ବିନ୍ଦ୍ରାଙ୍କ ପରେ ନୀରଜ ଚୋପ୍ରା ହେଉଛନ୍ତି ଦ୍ୱିତୀୟ…

ଚମ୍ପଟ୍ ମାରିଲା ଚାଇନା କମ୍ପାନୀ, ଫସିଗଲେ ଆଇଓସିଏଲ୍ ଠିକାଦାର

ପାରାଦ୍ୱୀପ: ଏକ ଚାଇନା କମ୍ପାନୀ ପାଇଁ ଦ୍ୱନ୍ଦରେ ପଡିଛନ୍ତି ଆଇଓସିଏଲର ସବ୍‌-କଣ୍ଟ୍ରାକ୍ଟର । ବକୈୟା ୧୨ କୋଟିରୁ ଅଧିକ ଟଙ୍କା ଦାବିରେ ଆଇଓସିଏଲ ଗେଟ୍ ସାମ୍ନାରେ ଧାରଣା ଦେଇଛନ୍ତି । ତେବେ ଘଟଣା ପଛର ପ୍ରଛଦପଟ୍ଟ କାହାଣୀ ଯେତିକି ରହସ୍ୟମୟ ସେତିକି ସନ୍ଦେହଜନକ ମଧ୍ୟ । ଆଇଓସିଏଲର ପିପି…

ଭାରତରେ କିଶୋରମାନଙ୍କଠାରେ ସିଙ୍ଗଲ୍ ଡୋଜ୍‌ ଟିକା ପରୀକ୍ଷଣ ପାଇଁ ଅନୁମତି ଲୋଡିଛି ଜେ ଆଣ୍ଡ ଜେ

ନୂଆଦିଲ୍ଲୀ: ଆମେରିକାର ଫାର୍ମା କମ୍ପାନୀ ଦ୍ବାରା ବିକଶିତ ଟିକା ଜନସନ ଆଣ୍ଡ ଜନସନ (ଜେ ଆଣ୍ଡ ଜେ) ଭାରତରେ ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ୍ (CDSCO)କୁ ୧୨ ରୁ ୧୭ ବର୍ଷ ବୟସର କିଶୋରମାନଙ୍କଠାରେ କରୋନାର ସିଙ୍ଗଲ୍ ଡୋଜ୍‌ ଜନସନ୍ ଟିକା ଉପରେ ଅଧ୍ୟୟନ କରିବାକୁ…

ଏଣିକି ଦୋକାନରୁ ଖାଦ୍ୟ ସାମଗ୍ରୀ ମଧ୍ୟ ଆଣିପାରିବ ରୋବଟ୍‌!

ନୂଆଦିଲ୍ଲୀ: ଟେସଲାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏଲୋନ୍ ମସ୍କ କହିଛନ୍ତି ଯେ ଇଲେକ୍ଟ୍ରିକ୍ ଅଟୋମେକର୍ ବୋଧହୁଏ ଆସନ୍ତା ବର୍ଷ ଏକ "ଟେସଲା ବୋଟ୍" ହ୍ୟୁମାନୋଇଡ୍ ରୋବଟ୍ ଲଞ୍ଚ କରିବ। ଯାହା ଲୋକେ କରିବାକୁ ପସନ୍ଦ କରନ୍ତି ନାହିଁ ସେହି କାର୍ଯ୍ୟ କରିବାକୁ ଏହି ସ୍ବତନ୍ତ୍ର ରୋବଟ୍‌ର…

ମାଲକାନଗିରିରେ ପହଂଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମାଲକାନଗିରି: ମାଲାକନଗିରିରେ ପହଁଚିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ ହେବ । ୭ଟି ବ୍ଲକ ଓ ୨ଟି ପୌରାଂଚଳରେ ସ୍ମାର୍ଟ କାର୍ଡ ବଣ୍ଟନ ହେବାକୁ ଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । କୋଭିଡ…

ଭକ୍ତଙ୍କ ଲାଗି ଏହି ଦିନରୁ ଖୋଲିବ ପ୍ରସିଦ୍ଧ ଆଖଣ୍ଡଳମଣି ମନ୍ଦିର

ଭଦ୍ରକ: ପ୍ରାୟ ତିନିମାସ ବ୍ୟବଧାନ ପରେ ଅଗଷ୍ଟ ୨୩ ରେ ଭଦ୍ରକ ଜିଲ୍ଲାର ଆଖଣ୍ଡଳମଣି ମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ। ଏହାସହିତ ଜିଲ୍ଲାର ଅନ୍ୟାନ୍ୟ ମନ୍ଦିର ମଧ୍ୟ ଭକ୍ତଙ୍କ ନିମନ୍ତେ ଖୋଲାଯିବ। ଭକ୍ତମାନଙ୍କୁ ଆଖଣ୍ଡଳମଣି ମନ୍ଦିରକୁ ସ୍ପର୍ଶ ପାଇଁ ବାରଣ କରାଯିବ ବୋଲି ଭଦ୍ରକ ଜିଲ୍ଲା…