ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୧୧ )
ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୧
ଏ ବାବା ରେ, ଡେରି ହୋଇଗଲାକି ଆଉ? ରନ୍ଧାରନ୍ଧିର ସମୟ ପରା ! ଆଣ୍ଟି ଓ ନିଜ ପାଇଁ ରାନ୍ଧିବା ସହ ନହନହକା ସୁନ୍ଦରୀ ଅମୃତାଲାଗି କରିବାକୁ ହବ। ଟିକିଏ ଗଡବଡ ହେଲେ ସେ କମେଣ୍ଟ କରିବ। କମ୍ପଲେନ କରିବ। ସବୁ ସେ କରିପାରେ…