Latest Odisha News

BREAKING NEWS

ଶିଳ୍ପୀଙ୍କ ନିଆରା ପ୍ରୟାସ, ବୋତଲରେ ଦେବୀ ଦୁର୍ଗାଙ୍କ କ୍ଷୁଦ୍ର ପ୍ରତିମା

ଭୁବନେଶ୍ୱର: ବୋତଲରେ ଦେବୀ ଦୁର୍ଗାଙ୍କ କ୍ଷୁଦ୍ର ପ୍ରତିମା। ଏହିପରି ନିଆରା କଳାକୃତି କରିଛନ୍ତି ଜଣେ ଓଡ଼ିଆ କଳାକାର ଏଲ୍ ଇଶ୍ୱର ରାଓ। ଖୋର୍ଦ୍ଧା ଜଟଣୀ ଗ୍ରାମରେ ତାଙ୍କର ଘର। ଏବେ ଏହି କଳାକୃତି ନେଇ ଚର୍ଚ୍ଚାର ବିଷୟ ପାଲଟିଛି। କୋଭିଡ଼-୧୯ ପାଇଁ ମା’ଙ୍କ ପ୍ରତିମା ତିଆରି ଆର୍ଶୀବାଦ ଲୋଡ଼ିବା ସହ…

ଗୋର୍ଖା ଅବତାରେ ଆସୁଛନ୍ତି ବଲିଉଡ୍ ଷ୍ଟାର ଅକ୍ଷୟ କୁମାର

ମୁମ୍ବାଇ: ନନଷ୍ଟପ୍ ଫିଲ୍ମ କରିବାରେ ବେଶ ମାହିର ବଲିଉଡ ଖିଲାଡୀ ଅକ୍ଷୟ କୁମାର । ଏ କଥା ସେ ଥରେ କି ଦୁଇଥର ନୁହେଁ ବରଂ ବାରମ୍ବାର ପ୍ରମାଣିତ କରିଆସିଛନ୍ତି । ନିକଟରେ ଫିଲ୍ମ ବେଲ୍ ବେଟମ ରିଲିଜ୍ ହୋଇଥିଲାବେଳେ ଆଗାମୀ ଦିନରେ ଅକ୍ଷୟଙ୍କୁ ଜଣେ ଗୋର୍ଖା ମେଜର୍ ଜେନେରାଲ୍ ଭୂମିକାରେ ଦେଖିବାକୁ…

ଜଗତ ଜନନୀଙ୍କ ବିଜୟା ଦଶମୀ

ବାଲେଶ୍ବର : ଆଜି ହେଉଛି ମା' ଜଗତ ଜନନୀ ଙ୍କ ବିଜୟା ଦଶମୀ। ଆଜିର ଦିନରେ ଅସତ୍ୟ ଉପରେ ସତ୍ୟର ବିଜୟ ହୋଇ ଧର୍ମ ସ୍ଥାପିତ ହୋଇଥିଲା । ମା' ଙ୍କ ବିଦାୟ ଉତ୍ସବକୁ ନେଇ ଖୁବ ଭାବବିହ୍ଵଳ ହୋଇପଡିଛନ୍ତି ଶ୍ରଦ୍ଧାଳୁ। ପରମ୍ପରା ଅନୁଯାୟୀ ମାଙ୍କୁ ନାଲି ସିନ୍ଦୂର, ଅଳତା ଓ ନାଲି ସଙ୍ଖା ପରିଧାନ କରାଇ…

ଆଫଗାନିସ୍ତାନର ସିଆ ମସଜିଦରେ ଭୟଙ୍କର ବିସ୍ପୋରଣ,ଏପର୍ଯ୍ୟନ୍ତ ୩୨ ମୃତ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦକ୍ଷୀଣ ଆଫଗାନିସ୍ତାନର କାନ୍ଦାହାର ଠାରେ ଥିବା ସିଆ ମସଜିଦରେ ଭୟଙ୍କର ବିସ୍ପୋରଣ । ଏଥିରେ ୩୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି । ଗୁରୁତର ଆହତଙ୍କୁ କେନ୍ଦ୍ରୀୟ ମିରୱାଇସ ଡାକ୍ତରଖାନାକୁ ସ୍ତାନାନ୍ତର କରାଯାଇଛି । ଆଜି ମସଜିଦରେ…

ଜ୍ୟାକଲିନଙ୍କୁ ପୁଣି ଇଡିର ସମନ

ମୁମ୍ବାଇ: ଟାଇମ୍ସ ନ୍ୟୁ ଅନୁଯାୟୀ ୨୦୦ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାରେ ବଲିଉଡ୍‌ ଅଭିନେତ୍ରୀ ନୋରା ଫତେହୀ ଏବଂ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌ଙ୍କୁ ଇଡି ସମନ କରିଥିଲା। ତେବେ ଅଜି ଜ୍ୟାକଲିନଙ୍କୁ ଇଡି ପଚରାଉଚରା ପାଇଁ ଡାକିଥିବା ବେଳେ ଜାକଲିନ୍‌ କିଛି ବ୍ୟକ୍ତିଗତ କାରଣ ଦର୍ଶାଇ ହାଜର…

ଛେଳି ପାଇଁ ମହାଭାରତ: ଜଣେ ମୃତ, ୨ଗୁରୁତର

ଅସ୍ତରଙ୍ଗ: ଛେଳି ପାଇଁ ଘଟିଛି ମହାଭାରତ । ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣଙ୍କ ଅବସ୍ଥା ଗୁରୁତର ହୋଇପଡିଛି । ଗୁରୁତର ମାନଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଅସ୍ତରଙ୍ଗ ଥାନା ଅଧିନ ପାଟସୁନ୍ଦରପୁର ଗାଁରେ ଘଟିଛି ବିଭତ୍ସ କାଣ୍ଡ । ଛେଳିକୁ ଗାଡି…

ମାନସିକ ରୋଗୀଙ୍କୁ ସାହାଯ୍ୟର ହାତ ବଢ଼ାଇଲା ଶ୍ରୀ ଜଗନ୍ନାଥ ସେବା ସଂସ୍ଥା

ମୟୁରଭଞ୍ଜ: ଶ୍ରୀ ଜଗନ୍ନାଥ ସେବା ସଂସ୍ଥାର ନିଆରା ଉଦ୍ୟମ। ଅବହେଳିତ ହୋଇ ପଡ଼ି ରହିଥିବା ମାନସିକ ରୋଗୀଙ୍କୁ ସାହାଯ୍ୟର ହାତ ବଢ଼ାଇଲା ଏହି ସଂସ୍ଥା। ବାରିପଦା ଷ୍ଟେସନ ବଜାର ରେଳଷ୍ଟେସନଠାରେ ଏକ ମାନସିକ ରୋଗୀ ବହୁ ଦିନରୁ ଅବହେଳିତ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଥିଲା। ମାତ୍ର…

JEE ଆଡଭାନ୍ସ ପରୀକ୍ଷା, ଓଡ଼ିଶା ଟପ୍ପର ଗୌତମ ଦାସ

ଭୁବନେଶ୍ୱର : ଜେଇଇ ଆଡଭାନ୍ସ ପରୀକ୍ଷାରେ ଓଡ଼ିଶା ପୁଅ ଆଗରେ । ଶୁକ୍ରବାର ୨୦୨୧ ଜେଇଇ ଆଡଭାନ୍ସ ପରୀକ୍ଷାର ରେଜଲ୍ଟ ବାହାରିଛି । ଏଥିରେ ଓଡ଼ିଶା ଟପ୍ପର ହୋଇଛନ୍ତି ଗୌତମ ଦାସ । ଗୌତମ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଛାତ୍ର । ଅଲ ଇଣ୍ଡିଆ ରାଙ୍କ ୧୫୦ ରେ ଗୌତମ ନିଜ ସ୍ଥାନ ବଜାୟ ରଖିଛନ୍ତି।…

ଦିନ ଦିପହରରେ ବିଚ୍ ରାସ୍ତା ଉପରେ ଗୁଳିକାଣ୍ଡ, ଜଣେ ଗୁରୁତର

ଖୋର୍ଦ୍ଧା : ଦିନ ଦିପହରରେ ବିଚ୍ ରାସ୍ତା ଉପରେ ଗୁଳିକାଣ୍ଡ । ଖୋର୍ଦ୍ଧା ବେଗୁନିଆ ଅଞ୍ଚଳରେ ଏହି ଗୁଳିକାଣ୍ଡ ଘଟିଛି । ଗୁଳିମାଡରେ ବିଭୂତି ଭୂଷଣ ଜେନା ନାମକ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କର ପେଟରେ…

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍‌ସରେ ଚିକିତ୍ସିତ ହେଉଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି ଏବଂ ସେ ସୁସ୍ଥ ଅଛନ୍ତି ବୋଲି ଶୁକ୍ରବାର ଦିନ ଡାକ୍ତରଖାନାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ୮୯ ବର୍ଷୀୟ ପୂର୍ବତନ ପ୍ରଧାନମନ୍ତ୍ରୀ ଦୁର୍ବଳତା, ଜ୍ୱର…