ଭୁବନେଶ୍ୱର : ଜୋତା ଭତରେ ଲୁଚିଥିଲା ନାଗ ସାପ । ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନୀରେ ଜୋତା ଭିତରୁ ୨ ଫୁଟ ଲମ୍ବର ନାଗ ସାପକୁ ଉଦ୍ଧାର କରାଯାଇଛି । ରବୀନ୍ଦ୍ର ସ୍ୱାଇଁ ନାମକ ଜଣେ ବ୍ୟକ୍ତିଙ୍କ ଜୋତା ଷ୍ଟାଣ୍ଡ ତଳେ ଏକ ସାପ ପଶିଥିଲା । ପରେ ସାପଟି ଯାଇ ଯୋତା ଭିତରେ ରହିଯାଇଥିଲା । ରବୀନ୍ଦ୍ର ସ୍ନେକ ହେଲପ ଲାଇନ ସଦସ୍ୟଙ୍କୁ ଫୋନ କରିବା ପରେ ସ୍ନେକ ହେଲପ ଲାଇନ ସଦସ୍ୟ ଘଟଣା ସ୍ଥଳରେ ପହଁଞ୍ଚି ସାପଟିକୁ ଉଦ୍ଧାର କରିଥିଲେ। ପରେ ସାମଟିକୁ ଏକ ଅପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦିଆଯାଇଛି।
BREAKING NEWS
- Balijatra 2026:ଉପର ବାଲିଯାତ୍ରା ପଡିଆରେ ଖୋଲିବ ୫୯୧ ଷ୍ଟଲ୍; ରହିବ ଦହିବରା ହାଟ
- UPI ପ୍ରସଙ୍ଗ, MDRରେ ଲାଗିବନି ରୋକ୍, କେନ୍ଦ୍ର ଦିଅ ସତ୍ୟପାଠ: ସୁପ୍ରିମକୋର୍ଟ
- ରାଜ୍ୟରେ ନିଖୋଜ ହୋଇଛନ୍ତି ୧୯ ହଜାର ମହିଳା ଓ ଶିଶୁ
- ଟ୍ରମ୍ପଙ୍କ ପ୍ରଚାରରେ ଖର୍ଚ୍ଚ ହେଉଛି କି ସରକାରୀ ପାଣ୍ଠି!
- ଗାନ୍ଧୀ ମାର୍ଗରେ ବିଜେଡିର ଗର୍ଜନ, MMDR ବିଲ୍ ପ୍ରତ୍ୟାହାର ଦାବିରେ ବିକ୍ଷୋଭ
- ଘରେ ଲଗାଇଛନ୍ତି କି ଏହି ୫ଟି ଗଛ? ହୋଇଯିବେ ଗରିବ, ସାବଧାନ ରୁହନ୍ତୁ
- ଭୁଶୁଡ଼ିଲା ୩ ମହଲା କୋଠା; ୬ ମୃତ
- ବିଧାନସଭାର ୫ମ ଦିନରେ ହଟ୍ଟଗୋଳ, ୪ଟା ଯାଏଁ ଗୃହ ମୁଲତବୀ
- ଶାହୀ ମସଜିଦ ଭାଙ୍ଗିବା ନେଇ ଉତ୍ତେଜନା, ପୋଲିସ ଉପରକୁ ପଥର ମାଡ଼
- ଶେୟାର ମାର୍କେଟରେ ହାହାକାର; ଆରମ୍ଭରୁ ୯୦୦ ପଏଣ୍ଟ ଖସିଲା ସେନସେକ୍ସ, ନିବେଶକ ୬ ଲକ୍ଷ କୋଟି…

Comments are closed.