୩ ଲକ୍ଷ ୩୩ ହଜାର ଟପିଲା କରୋନା ଆରୋଗ୍ୟ ମାମଲା
ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ୮୩ ନୂଆ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଯାହାକୁ ମିଶାଇ ସୁସ୍ଥତା ସଂଖ୍ୟା ୩ ଲକ୍ଷ ୩୩ ହଜାର ୦୩୧ରେ ପହଞ୍ଚିଛି।
https://twitter.com/HFWOdisha/status/1358798650319638536?s=19
ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…