Latest Odisha News

BREAKING NEWS

ଦଶହରାରେ ପରଦାକୁ ଆସୁଛି ଓଡିଆ ଫିଲ୍ମ ‘ଦିସ୍ ଇଜ୍ ମାୟାରେ ବାୟା’

ଶାରଦୀୟ ଦୁର୍ଗାପୂଜା ଅବସରରେ ସିଦ୍ଧାର୍ଥ ମ୍ୟୁଜିକର ୨୭ତମ ଚଳଚ୍ଚିତ୍ର ‘ଦିସ୍ ଇଜ୍ ମାୟାରେ ବାୟା’ ବଡ ପରଦାରେ ରିଲିଜ ହେବାକୁ ଯାଉଛି । କମେଡି ଓ ରୋମାନ୍ସରେ ଭରପୁର ଏହି ସିନେମାରେ ଅଭିନେତା ସିଦ୍ଧାର୍ଥ ମହାପାତ୍ର ଓ ଝିଲିକ୍, ସ୍ୱରାଜ ଓ ଏଲିନା ନଜର ଆସୁଛନ୍ତି । ଦର୍ଶକମାନେ…

ଗାନ୍ଧୀ ଓ ସର୍ବୋଦୟର ବିଚାର

ଗାନ୍ଧୀ ଓ ସର୍ବୋଦୟର ବିଚାର କେଦାର ମିଶ୍ର ଆମେ ଯେଉଁ ସମୟରେ ବଞ୍ଚୁଛୁ, ସେ ସମୟ ହୁଏତ ଆସନ୍ତାକାଲି ନଥିବ। ଆସନ୍ତାକାଲି ଏକ ନୂଆ ସମୟର ପାହାଚ। ସେ ପାହାଚକୁ ଆମେ ସ୍ଵାଗତ କରୁଛୁ। ପୃଥିବୀର ମଣିଷ, ଭାରତର ନାଗରିକ ଓ ଓଡିଶାର ବାସିନ୍ଦା ଭାବରେ ଆମେ ଆମ ସମୟକୁ ଓ ଆମର ସମାଜକୁ କେମିତି…

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୧୩ ଆହତ

ବାଲେଶ୍ୱର/କେନ୍ଦୁଝର: ବାଲେଶ୍ୱର ଓ କେନ୍ଦୁଝର ଜିଲ୍ଲାରେ ଗୁରୁବାର ବିଳମ୍ବିତ ରାତିରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୧୩ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ମିଳିଥିବା ସୂଚନାନୁଯାୟୀ କେନ୍ଦୁଝର ଜିଲ୍ଲାର ଟାଉନ ଥାନା ଅନ୍ତର୍ଗତ ନେଙ୍କଡାଘର ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ…

ଆଜି ଷଷ୍ଠୀ ପୂଜା, ଧରାବତରଣ କରିବେ ମହାମାୟା

ଭୁବନେଶ୍ୱର: ଶାରଦୀୟ ଦୁର୍ଗାପୂଜାର ଆଜି ହେଉଛି ଆଦ୍ୟଲଗ୍ନ ବିଲ୍ୱାଧିବାସ । ଗାଁରୁ ସହର ଯାଏଁ ସବୁଠି ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କୁ ବୈଦିକ ମନ୍ତ୍ରପାଠ ଓ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା ସହ ଆବାହନ କରାଯାଇଥାଏ । ଏହି ବିଲ୍ୱବରଣ ପରେ ଦୁର୍ଗତିନାଶିନୀ ଜଗତଜନନୀ ମା’ ଦୁର୍ଗା ଧରାବତରଣ…

କବିତା ମୋତେ ସର୍ଜନଶୀଳତାର ଶୁଦ୍ଧ ଆତ୍ମିକ ଆନନ୍ଦ ଦେଇଛି: ମମତା ଦାଶ

ମମତା ଦାଶ ଓଡ଼ିଆ କବିତା ଓ କଥାସାହିତ୍ୟର ଜଣେ ସମ୍ବେଦନଶୀଳ ଶିଳ୍ପୀ । ‘ନୈମିଷାରଣ୍ୟ’, ‘ଏକତ୍ର ଚଂଦ୍ର ସୂର୍ଯ୍ୟ’, ‘ଅବାକ୍‍ ସ୍ୱର୍ଗ’, ‘ଉଜ୍ଜ୍ୱଳ ଉପବନ’, ‘ନୀଳ ନିର୍ବାପନ’, ‘ହିରଣ୍ୟବର୍ଣ୍ଣ’, ‘ଶୁଭ୍ରଧାରା’, ‘ମାୟାନ୍ଧକାର’, ‘ରାଗ ଲଳିତା’ ଆଦି କବିତା ସଂକଳନର ସ୍ରଷ୍ଟା ଭାବେ ସେ…

ବିଜେପୁର ଉପ-ନିର୍ବାଚନ: ବିଜେପି ଓ କଂଗ୍ରେସ ପକ୍ଷରୁ ଘୋଷିତ ହେଲା ଷ୍ଟାର୍ କ୍ୟାମ୍ପେନର୍ ତାଲିକା

ଭୁବନେଶ୍ୱର: ଆଗାମୀ ଅକ୍ଟୋବର ୨୧ ତାରିଖରେ ବିଜେପୁର ଉପ-ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ଗୁରୁବାର ଦିନ ବିଜେପି ଓ କଂଗ୍ରେସ ଦଳ ପକ୍ଷରୁ ପ୍ରଚାର ଲାଗି ଷ୍ଟାର୍ କ୍ୟାମ୍ପେନର୍ ତାଲିକା ଘୋଷିତ ହୋଇଛି । ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ନିର୍ବାଚନ ପ୍ରଚାର ଲାଗି ତାଲିକାରେ ୨୪…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୦୪-୧୦-୨୦୧୯ ଶୁକ୍ରବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ୨୦୧୯ ମସିହା ଅକ୍ଟୋବର ତା୦୪ରିଖ ଶୁକ୍ରବାର କନ୍ୟା ୧୮ଦିନ ଆଶ୍ବିନ ମାସ ଶୁକ୍ଳ ପକ୍ଷ ଷଷ୍ଠୀ ଭୁକ୍ତ ସପ୍ତମୀ ତିଥି ଜ୍ୟେଷ୍ଠା ନକ୍ଷତ୍ର ବିଛା ଚନ୍ଦ୍ର ଘାତ…

କ୍ରିକେଟର ବିକାଶ ଲାଗି କ୍ରୀଡ଼ା ସାମ୍ବାଦିକଙ୍କ ସହଯୋଗ ନିତାନ୍ତ ଆବଶ୍ୟକ: ଓସିଏ ସମ୍ପାଦକ

ଭୁବନେଶ୍ୱର: ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ)ର ନବ ନିର୍ବାଚିତ କର୍ମକର୍ତ୍ତା ଏବଂ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସଜା) ପକ୍ଷରୁ ଗୁରୁବାର ଦିନ ଏକ ସାକ୍ଷାତ ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ କ୍ରିକେଟର ବିକାଶ ପାଇଁ ଆମ ନୂଆ ଟିମ୍‍ ଖୁବ୍‍ ନିଷ୍ଠାର ସହ କାମ କରିବାକୁ…

ରାଜଧାନୀରେ ପୂଜା ପ୍ରସ୍ତୁତି: ୮୦ ଫୁଟ ଉଚ୍ଚତାର ତୋରଣରେ ଶୋଭାପାଇବ ଭୌମନଗର ପୂଜାମଣ୍ଡପ

ଭୁବନେଶ୍ୱର: ରାଜଧାନୀର ଭୌମନଗର ଉନ୍ନୟନ ପରିଷଦ ୂଜା ମଣ୍ଡପକୁ ୩୩ବର୍ଷରେ ପଦାର୍ପଣ କଲାଣି । କିଛି ଟଙ୍କାରେ ଆରମ୍ଭ ହୋଇଥିବା ମାଙ୍କ ପୂଜା ପ୍ରତିବର୍ଷ ବଡ଼ ଆକାରରେ ହୋଇ ଚାଲିିଛି । ଏଥର ମା’ଙ୍କ ମେଢ଼ ଚୌଦ୍ୱାରର କାରିଗରଙ୍କ ଦ୍ୱାରା ତିଆରି ହୋଇଛି । କାଳ୍ପନିକ ତୋରଣର ଉଚ୍ଚତା ରହିବ ୮୦ ଫୁଟ୍ ଓ…

ବିଭେଦ

ବିଭେଦ ସସ୍ମିତା ରାଉତ ଧର୍ଷଣକୁ ନେଇ ମୋର ବିରୋଧ କେତେ ପ୍ରକାରର ? ତୁମେ କେବଳ "କ" ସ୍ତମ୍ଭ ସହ "ଖ" ସ୍ତମ୍ଭର ସମ୍ପର୍କକୁ ଦେଖ ଆଉ ମଜା ନିଅ । "କ" ସ୍ତମ୍ଭରେ କେଣ୍ଡେଲ ମାର୍ଚ୍ଚ, ଟାୟାର ଗନ୍ଧ, କାଚ ଗୁଣ୍ଡ , ବଳତ୍କାରୀ ସାଧାରଣ ବସଚାଳକ ? କୁହୁଳି ଉଠିବ ଧୂଆଁ, ସୁନିଶ୍ଚିତ…