ଭାରତୀୟ ପାଣିପାଗ ବିଭାଗର ସୂଚନା, ବାତ୍ୟା ନୁହେଁ କେବଳ ବର୍ଷା ହେବ
ଭୁବନେଶ୍ବର : ବାତ୍ୟା ନୁହେଁ, କେବଳ ବର୍ଷା ହେବ । ଏଭଳି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଏହା ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ଆସନ୍ତାକାଲି ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ…