ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଲାଡେନ ଫଣ୍ଡିଂ କରୁଥିଲେ !
କରାଚୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରୀଫଙ୍କୁ ଅଲକାଏଦା ଆତଙ୍କବାଦୀର ମୁଖ୍ୟ ଓସାମା ବିନ୍ ଲାଡେନଙ୍କୁ ପଣ୍ଡିଂ କରୁଥିଲେ । ଆମେରିକାରେ ରହୁଥିବା ପାକିସ୍ତାନର ପୂର୍ବତନ ରାଜଦୂତ ଅବିଦା ହୁସୈନ ଏହା କହିବା ପରେ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି । ଲାଡେନ ସେ ସମୟରେ…