ବିଜେପୁର ନିର୍ବାଚନରେ କଂଗ୍ରେସ ପରାଜିତ ହେବ; ସ୍ୱୀକାର କଲେ ସୁର ରାଉତରାୟ
ବରଗଡ଼: ଅକ୍ଟୋବର ୨୧ ତାରିଖରେ ବିଜେପୁର ଉପ-ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଏବେ ବିଜେପୁରରେ ପ୍ରଚାର ସରଗରମ ହେବା ସହିତ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି । ଶାସକ ବିଜେଡ଼ି ଓ ବିଜେପିର ଜୋରସର୍ ପ୍ରଚାରକୁ ଲକ୍ଷ୍ୟ କରି କଂଗ୍ରେସ ଏହି ନିର୍ବାଚନରେ ପରାଜିତ ହେବା ନିଶ୍ଚିତ…