ରାଜଧାନୀବାସୀ ସାବଧାନ! ବଢୁଛି ପ୍ରଦୂଷଣ
ନୂଆଦିଲ୍ଲୀ: ମୌସୁମୀ ପ୍ରତ୍ୟାହାର ସହିତ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ପୁଣି ବୃଦ୍ଧି ପାଇବାରେ ଲାଗିଛି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଚେତାବନୀ ଦେଇଛନ୍ତି। ଜାତୀୟ ରାଜଧାନୀରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) 171 କୁ ବୃଦ୍ଧି ପାଇଛି ଦିଲ୍ଲୀ ସିଏମ୍ କହିଛନ୍ତି।…