Latest Odisha News

BREAKING NEWS

କବିତା : ସମ୍ପର୍କ

ଚର୍ଚ୍ଚିଲ ମହାକୁଳ ସମ୍ପର୍କ ଯେ ତ୍ରିଅକ୍ଷର କେତେ ଯେ ମହତ୍ତ୍ୱ ମୁଲ୍ୟ ତାର ବୁଝେ ନାହିଁ ଧନ୍ୟ ଏ ଜଗତ । ଭିଡ ବଢୁଥାଏ ସିନା ଦୁନିଆ ବୁକୁରେ ତଥାପି ବି ନିଛାଟିଆ ଲାଗେ ଏ ସଂସାରେ । ଗର୍ବ ଅହଙ୍କାର ଏଠି ରୁହେ ଯେ ସର୍ବାଗ୍ରେ ସମ୍ପର୍କ ଯେ ବଳି ପଡେ କ୍ରୋଧ ଦ୍ୱେଷ ଆଗେ ।…

ପୁସ୍ତକ ପରିଚୟ : ହୄଦୟକୁ ରାସ୍ତା

ହୄଦୟକୁ ରାସ୍ତା ଗାଳ୍ପିକା : ଡ.ସୁଚିତ୍ରା ରଥ ପ୍ରକାଶନ: ସାଇ ଯମୁନା ପବ୍ଲିକେଶନ୍ସ ଝାଞ୍ଜିରୀମଙ୍ଗଳା, କଟକ ମୂଲ୍ୟ : ୧୫୦ଟଙ୍କା ପୄଷ୍ଠା: ୧୩୬ ଗାଳ୍ପିକା ଡକ୍ଟର ସୁଚିତ୍ରା ରଥଙ୍କ ଗଳ୍ପ ସଙ୍କଳନ 'ହୄଦୟକୁ ରାସ୍ତା' ବାଇଶିଟି ଗଳ୍ପକୁ ନେଇ ବେଶ୍ ପରିପୂର୍ଣ୍ଣ ତା' ନିଜସ୍ବପଣରେ ।…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୧୦-୮-୨୦୨୧ ମଙ୍ଗଳବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଅଗଷ୍ଟ ତା ୧୦ ରିଖ ମଙ୍ଗଳବାର କର୍କଟ ୨୬ ଦିନ ଶ୍ରାବଣ ମାସ ଶୁକ୍ଳପକ୍ଷ ଦ୍ଵିତୀୟା ତିଥି ମଘା ନକ୍ଷତ୍ର ସିଂହ ଚନ୍ଦ୍ର ଘାତ ବାର-: ମକର ରାଶିର ଘାତ ଚନ୍ଦ୍ର-: କର୍କଟ ଓ ମକର ରାଶି ପୁରୁଷଙ୍କର ଆଜିର…

ମୟୁରଭଂଜ ପୋଲିସ ହାତରେ ଧରାପଡିଲା ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ

ବାରିପଦା: ଏକ ବଡ ଧରଣର ଗିରଫଦାରୀ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ମୟୁରଭଂଜ ଜିଲ୍ଲା । ପୋଲିସ ଜାଲରେ ପଡିଛନ୍ତି ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ । ଏକ ନିଶ୍ଚିତ ବଡ ଧରଣର ଡକାୟତ ଯୋଜନାକୁ ପଣ୍ଡ କରିଛି ମୟୁରଭଂଜ ପୋଲିସ । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ଘାଗରବେଡାର ଜଣେ…

ବିଜେପି ନେତାଙ୍କୁ ହତ୍ୟା କଲେ ଆତଙ୍କବାଦୀ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ଅନନ୍ତନାଗରେ ଆଜି ଆତଙ୍କବାଦୀମାନେ ଜଣେ ବିଜେପି ନେତାଙ୍କୁ ହତ୍ୟା କରିଛନ୍ତି । କୁଲଗାମ କିଷାନ ମୋର୍ଚ୍ଚାର ଅଧ୍ୟକ୍ଷ ଗୁଲାମ ରସୁଲ ଡାର ଏବଂ ତାଙ୍କ ପତ୍ନୀ ଜବାହାର ବାନୋଙ୍କୁ ଆତଙ୍କବାଦୀମାନେ ଗୁଳିକରି ଅତି ନିର୍ମମ ଭାବେ ଗୁଳି କରିଥିଲେ । ସେମାନଙ୍କୁ ସଙ୍ଗେ…

ସୈଫିନାଙ୍କ ଘରେ ତୈମୁର ପରେ ଜାହାଙ୍ଗୀର….

ମୁମ୍ବାଇ: ବଲିଉଡ ଅଭିନେତା ସୈଫ ଅଲୀ ଖାଁ କରୀନା କାପୁରଙ୍କ ଦ୍ୱିତୀୟ ସନ୍ତାନଙ୍କ ନାମକୁ ନେଇ କଳ୍ପନା ଜଳ୍ପନା ଚାଲିଛି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ସୈଫିନା ସେମାନଙ୍କ ଦ୍ୱିତୀୟ ସନ୍ତାନର ନାମ ଜାହାଙ୍ଗୀର ରଖିଛନ୍ତି । ପ୍ରଥମ ସନ୍ତାନର ନାମ ତୈମୁର ରଖିବା ବେଳେ ଅନେକ…

ଇସ୍ରାଏଲ ଏନଏସଓ ଗ୍ରୁପ ସହିତ କୌଣସି କାରବାର ହୋଇନି: ପ୍ରତିରକ୍ଷା ମନ୍ତ୍ରାଳୟ

ନୂଆଦିଲ୍ଲୀ: ଇସ୍ରାଏଲର ଏନଏସଓ ଗ୍ରୁପ ସହିତ କୌଣସି କାରବାର ହୋଇନାହିଁ ବୋଲି ଆଜି ରାଜ୍ୟସଭାରେ ଲିଖିତ ଉତର ରଖିଛନ୍ତି । ପେଗାସସ ଗୋଇନ୍ଦାଗିରି ପ୍ରସଙ୍ଗରେ ବିରୋଧୀ ସରକାରଙ୍କୁ ଟାର୍ଗେଟ କରି ଆସୁଥିଲେ । ରାଜ୍ୟସଭା ସଦସ୍ୟ ଭି.ଶିବଦାସନଙ୍କ ଦ୍ୱାରା ପଚରାଯାଇଥିବା ପ୍ରଶ୍ନର ଉତରରେ ମନ୍ତ୍ରଣାଳୟ…

ସ୍ୱଦେଶ ଫେରିଲେ ପଦକବୀର

ନୂଆଦିଲ୍ଲୀ: କ୍ରୀଡା ମାନଚିତ୍ରରେ ଭାରତର ସ୍ଥିତି ମଜଭୁତ କରିବା ପରେ ସ୍ୱଦେଶ ଫେରିଛନ୍ତି ଭାରତୀୟ ଆଥଲେଟ । ଟୋକିଓ ଅଲିମ୍ପିକ୍ସରେ ଭାରତ ଚମତ୍କାର ପ୍ରଦର୍ଶନ କରି ୧ ସ୍ୱର୍ଣ୍ଣ ସହ ୭ ପଦକ ଜିତିଛି । ଅଲିମ୍ପିକ୍ସରେ ଭାରତର ଏହା ଶ୍ରେଷ୍ଠ ପ୍ରଦର୍ଶନ । ସ୍ମରଣୀୟ ପ୍ରଦର୍ଶନ ପରେ ଭାରତୀୟ ଆଥଲେଟ…

ଜୁନିୟର ଫେଡେରେଶନ କପରେ ଜୀଭା, ଏକ୍କାଙ୍କ ପ୍ରଭାବୀ ପ୍ରଦର୍ଶନ

ଭୁବନେଶ୍ୱର: ପଞ୍ଜାବର ସାଙ୍ଗରୁରୁରେ ଅନୁଷ୍ଠିତ ଜୁନିୟର ଫେଡେରେଶନ କପ ଆଥଲେଟିକ୍ସରେ ସମସ୍ତ ଦୃଷ୍ଟି ଆକର୍ଷଣ କରିଛନ୍ତି ଗ୍ରେସେସନ ଜୀଭା ଓ ଆର୍ଯ୍ୟନ ଏକ୍କା । ୧୧୦ ମିଟର ହର୍ଡଲର ଜୀଭା ଏବଂ ଏକ୍କା ରିଲାଏନ୍ସ ଫାଉଣ୍ଡେସନ ଓଡିଶା ଆଥଲେଟିକ ହାଇ ପର୍ଫମାନ୍ସ ସେଂଟର (ଏଚପିସି)ରେ ପ୍ରଶିକ୍ଷଣ…

ରଣଦୀପ ନା ଅକ୍ଷୟ! କିଏ ହେବ ନୀରଜ ଚୋପ୍ରାଙ୍କ ବାୟୋପିକ୍‌ର ଅଂଶ?

ନୂଆଦିଲ୍ଲୀ: ଐତିହାସିକ ଅଲିମ୍ପିକ୍ ସ୍ୱର୍ଣ୍ଣ ଜିତି ଭାରତ ପାଇଁ ଗୌରବ ଆଣିଦେଇଛନ୍ତି ଆଥଲେଟ୍ ନୀରଜ ଚୋପ୍ରା।ଏକ ପୁରୁଣା ସାକ୍ଷାତକାରରେ ସେ କହିଥିଲେ ଯେ ଯଦି ତାଙ୍କ ବାୟୋପିକ୍‌ ନିର୍ମାଣ ହୁଏ ତେବେ ସେଥିରେ ଖିଲାଡି କୁମାର ଅର୍ଥାତ୍‌ ଅକ୍ଷୟ କୁମାର କିମ୍ବା ରଣଦୀପ ହୁଡା ତାଙ୍କ ଭୂମିକାରେ…