Latest Odisha News

BREAKING NEWS

ଶ୍ରାବଣ ତୃତୀୟ ସୋମବାରରେ ଗୁପ୍ତେଶ୍ୱରଙ୍କ ପୂଜା

କୋରାପୁଟ: ଆଜି ଶ୍ରାବଣ ମାସର ତୃତୀୟ ସୋମବାର l କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଗୁପ୍ତେଶ୍ୱର ପୀଠରେ ଶ୍ରାବଣ ସୋମବାର ଦିନ କାଉଡିଆଙ୍କ ଜମୁଥିବା ବେଳେ ଚଳିତ ବର୍ଷ କିନ୍ତୁ ଗୁପ୍ତେଶ୍ୱର ପୀଠ ଖାଁ ଖାଁ ରହିଛି l ପୀଠରେ କାଉଡିଆଙ୍କ ଭିଡ଼ ଓ ବୋଲବମ୍‌ ଧ୍ୱନି ଆଉ ଶୁଣିବାକୁ ମିଳିଲାନାହିଁ l କରୋନା…

୨୬ ଦିନିଆ କାଗଜ ମୁଖା ଡିଜାଇନ କର୍ମଶାଳା ଉଦଯାପିତ

କେନ୍ଦୁଝର : ଅହମଦାବାଦର ଇଣ୍ଟରପ୍ରୁନରସିପ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ( ଇଡିଆଇ) ଓ ଆସେନଚର ସଂସ୍ଥା ଏବଂ ଭୂବନେଶ୍ୱରର ସ୍ୱେଚ୍ଛାସେବୀ ସଂଗଠନ (ଏଫଡିଆଇ)ର ମିଳିତ ଉଦ୍ୟମରେ, ୨୬ ଦିନ ଧରି କେନ୍ଦୁଝର ଜିଲ୍ଲା ଫକିରପୁରଠାରେ ଚାଲିଥିବା 'କାଗଜମୁଖା ହସ୍ତକଳାର ଡିଜାଇନ କର୍ମଶାଳା'…

ଜୁଆ ଆଡ୍ଡାରେ ରେଡ୍: ୭ଲକ୍ଷ ୮୩ ହଜାର ଟଙ୍କା ଜବତ, ୨୦ ଜଣ ଅଟକ

କୋରାପୁଟ: ଜୁଆ ଆଡ୍ଡାରେ ପୋଲିସର ଅଚାନକ ରେଡ୍ । ବିଡ଼ା ବିଡ଼ା ନୋଟ୍ ଜବତ । ମୋଟ୍ ୭ଲକ୍ଷ ୮୩ହଜାର ୪୪୦ ଟଙ୍କା ଜବତ ହୋଇଛି । କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଖଟୁଲୁଗୁଡା ନିକଟ ନୀଳଗିରି ବଣରେ ଚାଲିଥିଲା ଜୁଆ ଆଡ୍ଡା । ଖବର ପାଇଁ ପହଞ୍ଚିଥିଲା ପୋଲିସ । ଘଟଣାସ୍ଥଳରୁ ସମସ୍ତେ ଛତ୍ରଭଙ୍ଗ…

ସମସ୍ୟା ଭିତରେ ନୂଆଗୁଡ଼ା ଗାଁ

ମାଲକାନଗିରି:  ଗାଁ ଠାରୁ ସହର ପର୍ଯ୍ୟନ୍ତ ଯୋଡିବା ଲାଗି ସରକାରୀ ସ୍ତରରେ ପ୍ରସ୍ତୁତ ହେଉଛି ଅନେକ ଯୋଜନା । ହେଲେ ଉପାନ୍ତ ମାଲକାନଗିରି ଜିଲ୍ଲାରେ କିନ୍ତୁ ସରକାରଙ୍କ ଏହି ସବୁ ଯୋଜନା ଠିକ୍ ଭାବେ ପହଞ୍ଚି ପାରୁନାହି ।  ଜିଲ୍ଲାର କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ନୁଆଗୁଡା ଗାଁର ଏକାଧିକ ଲୋକେ…

ଭାରତରେ ଆଉ ଏକ ଟିକାକୁ ମିଳିପାରେ ମଞ୍ଜୁରୀ

ନୂଆଦିଲ୍ଲୀ: ଡ୍ରଗ୍ ଫାର୍ମ ଜିଡସ୍ କ୍ୟାଡିଲା କୋଭିଡ୍-୧୯ ଟିକାକୁ ଖୁବ୍‌ ଶୀଘ୍ର ଭାରତର ଅନୁମୋଦନ ମିଳିପାରେ। ରିପୋର୍ଟ ଅନୁଯାୟୀ ଚଳିତ ସପ୍ତାହରେ ଏହି ଟିକାର ବ୍ୟବହାରକୁ ଅନୁମତି ମିଳିପାରେ। ବର୍ତ୍ତମାନ, ଭାରତ ସରକାର କୋଭିଡ-୧୯ ପାଇଁ ପାଞ୍ଚଟି ଟିକା ଅନୁମତି ଦେଇଛନ୍ତି। ଏଥିରେ…

ତାତିଲେ ଆଦିବାସୀ: ଗୁଣପୁର ଉପଜିଲ୍ଲାପାଳଙ୍କ ଅଫିସରେ ଧସେଇ ପଶିଲେ

ରାୟଗଡା: ଜଳ, ଜମି, ଜଙ୍ଗଲ ସମସ୍ୟାର ସମାଧାନ ଓ ରାୟଗଡ଼ା ଜିଲ୍ଲା ଗୁଡାରିଠାରେ ପାଣିଡ଼ଙ୍ଗର ପ୍ରକଳ୍ପ ନିର୍ମାଣ ଭଳି ୧୪ ଦଫା ଦାବିରେ ତାତିଲେ ଆଦିବାସୀ । ପ୍ରତିବାଦରେ ଗୁଣପୁର ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ଧସେଇ ପଶିଲେ ଆନ୍ଦୋଳନକାରୀ । ଆଜି ଶତାଧିକ ଆଦିବାସୀ ଗୁଣପୁର ନୂତନ…

‘ବିଗ୍‌ ବସ୍‌ ଓଟିଟି’କୁ ଆସିବାର ରହସ୍ୟ ଖୋଲିଲେ ଶମିତା

ନୂଆଦିଲ୍ଲୀ: 'ବିଗ୍ ବସ୍ ଓଟିଟି' ଆରମ୍ଭ ହୋଇଛି। ଏହା ଭିତରେ ଶୋ’ରେ ଅଭିନେତ୍ରୀ ଶମିତା ଶେଟ୍ଟୀ ଏକ ଗ୍ରାଣ୍ଡ୍ ଏଣ୍ଟ୍ରି କରିଥିଲେ। ତେବେ ଶମିତାଙ୍କ ଭିଣୋଇ ରାଜ କୁନ୍ଦ୍ରାଙ୍କ ପର୍ଣ୍ଣ ରାକେଟ୍‌ ମାମଲାର ପର୍ଦ୍ଦାଫାସ୍‌ ହେବା ପରେ ଶମିତାଙ୍କ ବିଗ୍‌ ବସ୍‌ରେ ଏଣ୍ଟ୍ରିକୁ ନେଇ ଚର୍ଚ୍ଚା ଲାଗି…

କଟକରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ, ୬ ବେପାରୀ ଗିରଫ

କଟକ: କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ । କଟକରୁ ଜବତ ହୋଇଛି ୧ କେଜି ୧୫୯ ଗ୍ରାମ ଧଳାଜହର । ଲାଲବାଗ ଥାନା ଓ ସ୍ପେଶାଲ ସ୍କ୍ୱାଡ୍ ମିଳିତ ଚଢ଼ାଉତେ ଏତେ ପରିମାଣର ବ୍ରାଉନସୁଗାର ଜବତ କରିଛନ୍ତି । ଏହି ଘଟଣାରେ ୬ ଜଣ ବେପାରୀଙ୍କୁ ବାନ୍ଧିଛି ପୋଲିସ । ଏହି ସୂଚନା ଦେଇଛନ୍ତି ପୋଲିସ କମିଶନର…

କାନ୍ଦି କାନ୍ଦି ବାର୍ସିଲୋନା ଛାଡିଲେ ମେସି

ନୂଆଦିଲ୍ଲୀ: ବିଶ୍ୱର ଲୋକପ୍ରିୟ ଫୁଟବଲ ଖେଳାଳି ଲିଓନେଲ ମେସିଙ୍କ ଆଖିରେ ଲୁହ ଆଜି ତାଙ୍କ ପ୍ରଶଂସକଙ୍କୁ ବ୍ୟଥିତ କରିଛି । ଆର୍ଜେଂଟିନାର ଏହି ଷ୍ଟାର ଖେଳାଳି କାନ୍ଦି କାନ୍ଦି ତାଙ୍କ ପ୍ରିୟ କ୍ଲବ ବାର୍ସିଲୋନା ଛାଡିଛନ୍ତି । ୧୩ ବର୍ଷରୁ ଏହି କ୍ଲବ ସହିତ ସେ ଜଡିତ ଥିଲେ । ଏବେ ବାର୍ସିଲୋନା…

ଟାୟାର କବରରେ ନିଆଁ

କୁଏଟ: ସୁଲୟାବାୟା ସହରରେ ଥିବା ଏକ ଟାୟାର କବରରେ ଆଜି ନିଆଁ ଲାଗିଯାଇଛି । ଏହି ଡମ୍ପୟାର୍ଡରେ ୭୦ ଲକ୍ଷ ଟାୟାର ରଖା ଯାଇଥିଲା । ଧୂଧୂ ହୋଇ ଏଗୁଡିକ ଜଳିବା ପରେ ପରିବେଶ ସମ୍ପୂର୍ଣ୍ଣ ଭାବେ ପ୍ରଦୂଷିତ ହୋଇଯାଇଛି । ଏତେ ମାତ୍ରାରେ କଳା ଧୂଆଁ (କାର୍ବନ ମନୋଅକ୍ସାଇଡ ଓ ସଲଫର ଅକ୍ସାଇଡ) ଏଥିରୁ…