Latest Odisha News

BREAKING NEWS

ଅରୁଣାଚଳ ପ୍ରଦେଶରେ ଭାରତ-ଚୀନ୍ ସୈନିକ ମୁହାଁମୁହିଁ

ନୂଆଦିଲ୍ଲୀ: ବିସ୍ତାରବାଦୀ ଚୀନର ବଦମାସୀ କମୁନି । ଲଦାଖ ପରେ ଏବେ ଅରୁଣାଚଳ ପ୍ରଦେଶ ସୀମାରେ ଭାରତୀୟ ସେନା ସହ ମୁହାଁମୁହିଁ ହୋଇଛି । ଏଲଏସିରେ ଦୁଇ ଦେଶର ସୈନ୍ୟ ସାମନା ସାମନି ହୋଇଛନ୍ତି । ଅରୁଣାଚଳ ପ୍ରଦେଶର ୟାଙ୍ଗସ୍ତେ ଅନ୍ତର୍ଗତ ତାଓ୍ୱାଙ୍ଗ ସେକ୍ଟରରେ ଏହି ଘଟଣା ଘଟିଥିଲା । ଚୀନର…

ଆଜିଠୁ ନନ୍ଦନକାନନରେ ଗଡ଼ିବ ଟଏ ଟ୍ରେନ୍

ଭୁବନେଶ୍ୱର: ଆଜିଠୁ ପୁଣି ଥରେ ନନ୍ଦନକାନନରେ ଟଏ ଟ୍ରେନରେ ବସି ଚିଡିଆଖାନା ବୁଲିବାର ମଜା ନେଇପାରିବେ ପର୍ୟ୍ୟଟକ । ୭ ବର୍ଷ ପରେ ଟ୍ରାକରେ ଗଡ଼ିବ ଟଏ ଟ୍ରେନ୍ । ଆଜି ସାଢ଼େ ୧୧ଟାରେ ଏହାର ଲୋକାର୍ପଣ ହେବ । ଏଥିରେ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ସବୁ ବର୍ଗର ଲୋକ ବସିପାରିବେ । ନନ୍ଦନକାନନରେ…

ଦିଆସିଲି କାଠିରେ ଯୁଦ୍ଧ ବିମାନ ନିର୍ମାଣ

ପୁରୀ: ଆଜି ଦେଶ ପାଳୁଛି ନ୍ୟାସନାଲ୍ ଏୟାର ଫୋର୍ସ ଡେ । ଏହି ଅବସରରେ ପୁରୀର ଜଣେ ଯୁବ ଶିଳ୍ପୀ ଶାଶ୍ୱତ ରଞ୍ଜନ ସାହୁ ଦିଆସିଲି କାଠିରେ ନିର୍ମାଣ କରିଛନ୍ତି ବାୟୁସେନା ଯୁଦ୍ଧ ବିମାନ । ନିଆରା ଢଙ୍ଗରେ ବାୟୁସେନା ଦିବସ ପାଳନର ବାର୍ତ୍ତା ଦେଇଛନ୍ତି । ଶାଶ୍ୱତ ୧୩ଶହ ୬୦ଟି ଡିଆସିଲି କାଠିରେ…

ନିଷ୍ପତ୍ତି ବଦଳାଇଲା ବ୍ରିଟେନ୍: କୋଭିସିଲ୍ଟର ୨ଟି ଡୋଜ୍ ନେଇଥିବା ଭାରତୀୟଙ୍କୁ କ୍ୱାରେଣ୍ଟିନ୍ ମନା

ନୂଆଦିଲ୍ଲୀ: ଭାରତର କଠୋର ଆଭିମୁଖ୍ୟ ପରେ ନରମ ପଡ଼ିଲା ବ୍ରିଟେନ୍ । ଏଣିକି କୋଭିସିଲ୍ଡ ଟିକାର ଦୁଇଟି ଡୋଜ୍ କିମ୍ବା ବ୍ରିଟେନ ମଞ୍ଜୁର କରିଥିବା ଟିକା ନେଇଥିବା ଭାରତୀୟଙ୍କୁ ବ୍ରିଟେନରେ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବ ନାହିଁ । ଆସନ୍ତା ସୋମବାରରୁ ଏହି ନିୟମ ଲାଗୁ ହେବ । ଭାରତରେ…

ଆର୍ୟନଙ୍କୁ ଜେଲ୍ ନା ବେଲ୍ ? ଆଜି ଆସିବ ଫୈସଲା

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ କେସରେ ଗିରଫ ଜୁନିଅର କିଙ୍ଗ ଖାନଙ୍କର କଣ ହେବ ? ଜେଲ୍ ଯିବେ ନା ବେଲରେ ମନ୍ନତ ଫେରିବେ ? ଆର୍ୟନ ଖାନଙ୍କ ଜାମିନ ଆବେଦନର ଆଜି ଶୁଣାଣି ରହିଛି । ଦିନ ୧୧ଟାରେ ଉଭୟ ପକ୍ଷ ନିଜ ନିଜ ଦସ୍ତାବିତ ଉପସ୍ଥାପନ କରିବେ । ଏହାପରେ ଜାମିନ ଆବେଦନ ଉପରେ ରାୟ ପ୍ରକାଶ କରିବେ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଉତ୍ତେଜନା ସହ ରାସ୍ତାରେ ପୋଡାଜଳା

ପୁରୀ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପୁରୀ ଭୁବନେଶ୍ୱର ଜାତୀୟ ରାଜପଥ ପିପିଲି ଅନ୍ତର୍ଗତ ସିଫା କାର୍ଯ୍ୟଳୟ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇ କାର ଭିତରେ ଧକ୍କା ହୋଇ ୪ ଜଣ ଗୁରତର ହୋଇଛନ୍ତି । ସ୍ଥାନୀୟ ଅଞ୍ଚଳର ତିନିଜଣ କଲେଜ ପିଲା ମଧ୍ୟ ଗୁରୁତର ଭାବେ ଆହତ ହୋଇଥିବା ଯୋଗୁଁ…

ଭୁବନେଶ୍ବରରେ ବ୍ୟାଙ୍କ ଅଫ ମହାରାଷ୍ଟ୍ରର ନୂଆ ଜୋନାଲ ଅଫିସ୍ ଉଦଘାଟିତ

ଭୁବନେଶ୍ବର : ଉଦଘାଟିତ ହୋଇଛି ବ୍ୟାଙ୍କ୍ ଅଫ ମହାରାଷ୍ଟ୍ରର ଭୁବନେଶ୍ବର ଜୋନାଲ ଅଫିସ୍ । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶକ୍ତି, ଶିଳ୍ପ ଓ ଏମଏସଏମଇ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଯୋଗ ଦେଇ ବ୍ୟାଙ୍କ୍ ଅଫ ମହାରାଷ୍ଟ୍ର ଓଡ଼ିଶାବାସୀଙ୍କ ପାଇଁ ଉତ୍ତମ ବ୍ୟାଙ୍କିଙ୍ଗ ଓ…

ବାଣପୁରରେ ମା’ ଭଗବତୀ ଓ ମା’ ବୀରଜାଈଙ୍କ ଭେଟ ଉତ୍ସବ ଅନୁଷ୍ଠିତ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଅନୁଷ୍ଠିତ ହୋଇଛି ମା’ ଭଗବତୀ ଓ ମା' ବୀରଜାଈଙ୍କ ଭେଟ ଉତ୍ସବ । ଓଡ଼ିଶାର ଐତିହାସିକ ପୀଠ ତଥା ବାଣପୁରର ପ୍ରସିଦ୍ଧ ଶକ୍ତି ପୀଠ ମା' ଭଗବତୀଙ୍କ କାଠି ଠାକୁରାଣୀ ଏବଂ ମା' ବୀରଜାଈଙ୍କ କାଠି ଠାକୁରାଣୀଙ୍କର ବିଦ୍ଧି ମୁତାବକ ହୋଇଛି ମହା ଭେଟ…

ପ୍ରକାଶ ପାଇଲା ଗଂଜାମ ଜିଲ୍ଲା ଜିଆରଏସ ଯୋଗ୍ୟତା ତାଲିକା

ଗଞ୍ଜାମ : ପ୍ରକାଶ ପାଇଲା ଗଂଜାମ ଜିଲ୍ଲା ଜିଆରଏସ ଯୋଗ୍ୟତା ତାଲିକା । ମୋଟ ୧୩୭୬ ଜଣ ଆବେଦନକାରୀଙ୍କ ମଧ୍ୟରୁ ୨୪ ଜଣ ପାର୍ଥୀ ଯୋଗ୍ୟ ବିବେଚିତ ହୋଇଛନ୍ତି । ୧୩୫୨ ଜଣ ପାର୍ଥୀ ଅଯୋଗ୍ୟ ବିବେଚିତ ହୋଇଛନ୍ତି । ଗତ ମାର୍ଚ୍ଚ ମାସରେ ହୋଇଥିବା ଚୟନ ପ୍ରକ୍ରିୟାକୁ ଆଧାର କରି ଏହି ତାଲିକା ପ୍ରକାଶ…

ମହଙ୍ଗା ପଡିଲା ଲକ୍ଷ୍ମୀପୁର ଖିରି ହିଂସାକୁ ନିନ୍ଦା କରିବା: ବିଜେପି କାର୍ଯ୍ୟକାରିଣୀରୁ ମାନେକା, ବରୁଣ ବିଦା

ନୂଆଦିଲ୍ଲୀ:ଉତରପ୍ରଦେଶର ଲକ୍ଷ୍ମୀପୁର ଖିରି ହିଂସାକୁ ନିନ୍ଦା କରିବା ଏବଂ ଏହା ସମର୍ଥନରେ ଭିଡିଓ ଅପଲୋଡ କରିବା ମାନେକା ଗାନ୍ଧୀ ଏବଂ ବରୁଣ ଗାନ୍ଧୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଆଜି ଘୋଷଣା କରାଯାଇଥିବା ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରୁ ଏହି ଦୁଇ ଜଣଙ୍କୁ ବାହାର କରି…