Latest Odisha News

BREAKING NEWS

ପୁରୀ ଓ ଶାଲିମାର ମଧ୍ୟରେ ଚାରି ଯୋଡ଼ା ସ୍ବତନ୍ତ୍ର ଟ୍ରେନ୍

ଭୁବନେଶ୍ବର : ପୁରୀ ଏବଂ ଶାଲିମାର ମଧ୍ୟରେ ଚଳାଚଳ କରିବ ଚାରି ଯୋଡି ସ୍ବତନ୍ତ୍ର ଟ୍ରେନ୍ । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ଚାରି ଯୋଡା ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛି ରେଳ ମନ୍ତ୍ରଣାଳୟ । ଏହି ଚାରି ଯୋଡ଼ା ମଧ୍ୟରୁ ଗୋଟିଏ ଦ୍ୱି-ସାପ୍ତାହିକ ଗରିବ ରଥ…

ଅସୁସ୍ଥ ହାତୀ ଉଦ୍ଧାର

କେନ୍ଦୁଝର: ଭୂୟାଁ ଓ ଜୁଆଙ୍ଗ ପିଢ଼ ରେଞ୍ଜ ତଳ ଚଂପେଇ ପଂଚାୟତର ସିନ୍ଦୁରିଆ ଜଙ୍ଗଲରେ ଏକ ମାଈ ହାତୀକୁ ଆହତ ଅବସ୍ଥାରେ ବନ ବିଭାଗ ଉଦ୍ଧାର କରିଛି। ହାତୀର ବୟସ ପ୍ରାୟ ୫୦ ହେବ । ଜଙ୍ଗଲରେ ଛଅଟି ହାତୀ ଗତ କାଲି ଘୁରିବୁଲୁଥିବା ସ୍ଥାନୀୟ ଲୋକ ଦେଖିଥିଲେ। ତେବେ ସେମାନଙ୍କ ମଧ୍ୟରେ ଲଢେ଼ଇ ହେବାରୁ…

ଗୋଗ୍ରା ଶିଖରରୁ ସୈନ୍ୟ ପ୍ରତ୍ୟାହାର କଲେ ଭାରତ, ଚୀନ

ଲଦାଖ: ଲଦାଖର ଗୋଗ୍ରା ଶିଖରରୁ ଆଜି ଭାରତ ଏବଂ ଚୀନ ସେମାନଙ୍କ ସୈନ୍ୟ ପ୍ରତ୍ୟାହାର କରିଛନ୍ତି । ଶନିବାର ୧୨ତମ କୋର କମାଣ୍ଡରସ୍ତରୀୟ ବୈଠକରେ ଏ ନେଇ ନିଷ୍ପତି ନିଆ ଯାଇଥିଲା । ୪ ତାରିଖରୁ ସୈନ୍ୟ ପ୍ରତ୍ୟାହାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହା ଉଭୟ ଦେଶ ମଧ୍ୟରେ ତୃତୀୟ ପର୍ଯ୍ୟାୟ ସୈନ୍ୟ…

ରେଫରୀଙ୍କୁ ଆକ୍ରମଣ କରି ବରଖାସ୍ତ ହେଲେ ଦୀପକ ପୁନିଆଙ୍କ କୋଚ ଗେଡ୍ରୋଭ

ଟୋକିଓ: ଅଶୋଭନୀୟ ବ୍ୟବହାର ନେଇ ଭାରତୀୟ ରେସଲର ଦୀପକ ପୁନିଆଙ୍କ କୋଚ ମୋରାଡ ଗେଡ୍ରୋଭଙ୍କୁ ଅଲିମ୍ପିକ ଭିଲେଜରୁ ବାହାର କରାଯିବା ସହ ବରଖାସ୍ତ କରାଯାଇଛି । ୮୬ କେଜି ବିଭାଗର ବ୍ରୋଞ୍ଜ ପଦକ ମୁକାବିଲାରେ ପୁନିଆ ହାରି ଯାଇଥିଲେ । ଏହା ପରେ କୋଚ ଗେଡ୍ରୋଭ ରେଫରୀ ରୁମକୁ ଯାଇ ନିଷ୍ପତି…

ଶ୍ରୀଜିଉଙ୍କ ଦର୍ଶନ ଲାଗି ନୂଆ ଗାଇଡ଼୍‌ଲାଇନ୍‌ ଜାରି

ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ଲାଗି ଜାରି ହେଲା ନୂଆ ଏସ୍‌ଓପି । ତେବେ ଏହି ଏସ୍‌ଓପି କେବଳ ପୁରୀବାସୀଙ୍କ ଲାଗି ହୋଇଛି। ପୁରୀ ପୌରଞ୍ଚଳର ୩୨ ୱାର୍ଡ଼ରେ ବଂଟନ ହେବ ଟୋକନ୍‌। ଟୋକନ୍ ସହ ଆଧାର କାର୍ଡ ଦେଖାଇ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରିପାରିବେ ଶ୍ରଦ୍ଧାଳୁ। ପୂର୍ବଭଳି କିଓସ୍କ…

ଆଫଗାନିସ୍ତାନ ସରକାରଙ୍କ ମିଡିଆ ମୁଖ୍ୟଙ୍କୁ ହତ୍ୟା କଲେ ତାଲିବାନ

କାବୁଲ: ଆଫଗାନିସ୍ତାନ ସରକାରଙ୍କ ମିଡିଆ ଆଣ୍ଡ ଇନଫରମେଶନ ସେଂଟରର ମୁଖ୍ୟ ଦାବା ଖାଁ ମିନାପାଲଙ୍କୁ ତାଲିବାନମାନେ ହତ୍ୟା କରିଛନ୍ତି । କାବୁଲରେ ବନ୍ଧୁକଧାରୀମାନେ ଦାବା ଖାଁଙ୍କ ଉପରେ ଆକ୍ରମଣ କରିବା ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହା ପୂର୍ବରୁ ସେ ଉପରାଷ୍ଟ୍ରପତିଙ୍କ ପ୍ରବକ୍ତା ଦାୟିତ୍ୱ…

ସେମିଫାଇନାଲରେ ହାରିଲେ ବଜରଙ୍ଗ, ବ୍ରୋଞ୍ଜ ପାଇଁ ଲଢ଼ିବେ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଶୁକ୍ରବାର ଭାରତର ରେସଲର ବଜରଙ୍ଗ ପୁନିଆ ସେମିଫାଇନାଲରେ ହାରି ଯାଇଛନ୍ତି । ୫୭ କିଗ୍ରା ବିଭାଗରେ ଆଜରବୈଜାନର ହାଜି ଅଲିୟେଭ ତାଙ୍କୁ ୧୨-୫ରେ ପରାସ୍ତ କରିଥିଲେ । ଆଲିୟେଭ ରିଓ ଗେମ୍ସରେ ବ୍ରୋଞ୍ଜ ଏବଂ ୩ଥର ବିଶ୍ୱ ଚାମ୍ପିୟନ ହୋଇ ସାରିଛନ୍ତି । ଶନିବାର ବଜରଙ୍ଗ…

ଅପେକ୍ଷାର ଅନ୍ତ ଘଟାଇ ରିଲିଜ ହେବାକୁ ଯାଉଛି “ସହିଦ ରଘୁ ସର୍ଦ୍ଦାର”

ଭୁବନେଶ୍ୱର: କରୋନା ମହାମାରୀର ତାଣ୍ଡବ ପରେ ସମସ୍ତ ଅପେକ୍ଷାର ଅନ୍ତ ଘଟାଇ ରିଲିଜ୍ ହେବାକୁ ଯାଉଛି ବହୁ ପ୍ରତିକ୍ଷୀତ ଫିଲ୍ମ “ସହିଦ ରଘୁ ସର୍ଦ୍ଦାର” । ଏହି ଫିଲ୍ମର ରିଲିଜକୁ ନେଇ ଓଡିଶା ଫିଲ୍ମ ଜଗତ ତଥା ଦର୍ଶକଙ୍କ ମନରେ ବେଶ କିଛି ମାସ ହେଲା କଳ୍ପନାଜଳ୍ପନା ଜାରି ରହିଥିଲା । ହେଲେ ଶେଷରେ…

ଋଣ ସୁଝିନପାରି ଚାଷୀ ଆତ୍ମହତ୍ୟା ଅଭିଯୋଗ

ସମ୍ବଲୁପର: ସମ୍ବଲପୁର ବୁର୍ଲା ଥାନା କୁଦ-ଗୁଣ୍ଡେରପୁରରେ ଚାଷୀ ଆତ୍ମହତ୍ୟା ଅଭିଯୋଗ । ଚାଷୀ ଜଣଙ୍କ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ଚାଷୀ କୁଦ ଗୁଣ୍ଡେରପୁର କୈବଲ୍ୟ ରୋହିଦାସ ବୋଲି ଜଣାପଡିଛି । ଧାନ ବିକ୍ରି ସମସ୍ୟା ଓ ଚାଷ କ୍ଷତିକୁ ନେଇ ସେ ମାନସିକ ଚାପରେ ଥିଲେ।…

ଖୁବଶୀଘ୍ର ଆସୁଛି ଓଡିଆ ଫିଲ୍ମ “ସାଥୀ ତୁ ମୋର ଜନ୍ମ ଜନ୍ମର”

ଭୁବନେଶ୍ୱର: କରୋନା ମହାମାରୀର ଲଗାତାର ଦ୍ୱିତୀୟ ଲହର ପରେ ବି ଭାଙ୍ଗିପଡିନି ଓଲିଉଡ ଜଗତ । ଏ କଥା ସତ ଯେ କଳାକାରଙ୍କ ଦୁରାବସ୍ଥା ସହ ଜଡିତ ଅନେକ ଘଟଣା ସାମ୍ନାକୁ ଆସିଥିଲା । ହେଲେ ଏବେ ପୁଣିଥରେ କଳାକାରମାନେ ଅଣ୍ଟା ସଳଖି ସାମ୍ନାକୁ ଆସିବାକୁ ପ୍ରସ୍ତୁତ ହେଉଛନ୍ତି । ଖୁବଶୀଘ୍ର ନିର୍ମାଣ…