ସଙ୍ଗୀତରେ ଏକ ମଧୁର ପୃଥିବୀର କଳ୍ପନା, ରାଜାରାଣୀ ମନ୍ଦିର ବେଢାରୁ କିଛି କଥା
(କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ ମିଶ୍ରରାଗ)
ପ୍ରତିବର୍ଷ ରାଜାରାଣୀ ସଙ୍ଗୀତ ଉତ୍ସବକୁ ମୁଁ ଯାଏ। ଏକାଦଶ ଶତାବ୍ଦୀର ଏହି ଚମତ୍କାର ମନ୍ଦିର ସ୍ଥାପତ୍ୟ ସବୁବେଳେ ଏକ ଆକର୍ଷଣ। ଏହାର ପ୍ରତି ପଥରରେ ରହିଛି ଓଡିଆ ଶିଳ୍ପୀର କଳ୍ପନାପ୍ରବଣ ସୃଜନଶୀଳତା। ସବୁ ମୂର୍ତ୍ତି ଏ ମନ୍ଦିରରେ ଜୀବନ୍ତ…