Latest Odisha News

BREAKING NEWS

ଆଠଗଡ଼ ତିଗିରିଆ ଶୁଣ୍ଠିପାଳ ଗାଁରେ ବାରହା ଆତଙ୍କ

ଆଠଗଡ଼ : ଆଠଗଡ଼ ତିଗିରିଆ ଶୁଣ୍ଠିପାଳ ଗାଁରେ ବାରହା ଆତଙ୍କ । ବାରହା ଆକ୍ରମଣରେ ୪ ଚାଷୀ ଆହତ ହୋଇଛନ୍ତି । ଆହତ ମାନେ ହେଲେ ୩୫ ବର୍ଷୀୟ ପ୍ରସନ୍ନ କୁମାର ପଣ୍ଡା, ୪୮ ବର୍ଷୀୟ ବାଙ୍କନିଧି ସାହୁ, ପ୍ରସନ୍ନ କୁମାର ନାୟକ, ଦୁଃଶାସନ ରାଉତ । ଆହତ ହୋଇଥିବା ୪ ଜଣ ବ୍ୟକ୍ତି ବିଲକୁ ଚାଷ କାମ…

କ୍ରୀଡା ମହାକୁମ୍ଭରେ ମହା ରାଜନୀତି, ଇସ୍ରାଏଲ ଖେଳାଳିଙ୍କ ବିପକ୍ଷରେ ଖେଳିବାକୁ ମନା କଲେ ସୁଡାନର ଜୁଡାକୋ

ଟୋକିଓ: କ୍ରୀଡା ମହାକୁମ୍ଭ ଅଲିମ୍ପିକ୍ସରେ ବି ରାଜନୀତି ପସିଛି । ଇସ୍ରାଏଲ-ପାଲେଷ୍ଟାଇନ ବିବାଦ ନିରପେକ୍ଷ ସ୍ଥାନରେ ବି ତାର କଳଙ୍କ ରୂପ ଦେଖାଇଛି । ଜୁଡୋ ୭୩ କିଗ୍ରା କାଟାଗୋରୀରେ ଇସ୍ରାଏଲର ତୋହରା ବୁଟବୁଲ ବିପକ୍ଷରେ ସୁଡାନର ମହମ୍ମଦ ଅବଦୁଲ ରସେଲ ଖେଳିବା ପାଇଁ ମନା କରି ଦେଇଥିଲେ । ଏହା…

ହରପ୍ପାନ ଯୁଗର ଏହି ପ୍ରାଚୀନ ସହରକୁ ମିଳିଲା ବିଶ୍ୱ ଐତିହ୍ୟସ୍ଥଳର ମାନ୍ୟତା

ନୂଆଦିଲ୍ଲୀ: ଗୁଜୁରାଟରେ ଅବସ୍ଥିତ ହରପ୍ପାନ ଯୁଗର ପ୍ରାଚୀନ ସହର ଧୋଲାବିରାକୁ ମିଳିଲା ବିଶ୍ବ ଐତିହ୍ୟସ୍ଥଳର ମାନ୍ୟତା। ମଙ୍ଗଳବାର ୟୁନେସ୍କୋ ତରଫରୁ ଏହି ପ୍ରଚୀନ ସହରକୁ ବିଶ୍ବ ଐତିହ୍ୟର ଟାଗ୍‌ ଦିଆଯାଇଛି। ଏହା ପୂର୍ବରୁ ତେଲେଙ୍ଗାନାରେ ଅବସ୍ଥିତ ରୁଦ୍ରେଶ୍ବର ତଥା ରାମାପ୍ପା ମନ୍ଦରକୁ…

ଫରେନ୍‌ସିକ୍‌ରେ ଏକାଠି ନଜର ଆସିବେ ବିକ୍ରାନ୍ତ ଓ ରାଧିକା 

ନୂଆଦିଲ୍ଲୀ: ଫିଲ୍ମ ଫରେନସିକ୍‌ର ନିର୍ମାତା ଆଜି ସେମାନଙ୍କର ଚଳଚ୍ଚିତ୍ରର ପ୍ରଥମ ପୋଷ୍ଟର ସେୟାର କରିଛନ୍ତି। ବିଶାଲ ଫୁରିଆଙ୍କ ନିର୍ଦ୍ଦେଶିତ ତଥା ମାନସୀ ବାଗଲାଙ୍କ ଦ୍ୱାରା ନିର୍ମିତ ଫରେନ୍‌ସିକ୍‌ର ମାଲାୟାଲମ୍‌ର ହିନ୍ଦୀ ରିମେକ୍‌ରେ ଏକାଠି ନଜର ଆସିବେ ବଲିଉଡ୍‌ କଳାକାର ବିକ୍ରାନ୍ତ ମାସେ…

ୟୁପି ନିର୍ବାଚନ: ସମାଜବାଦୀ ପାର୍ଟି ସହ ମେଂଟ କରିବ ଏନସିପି

ଲକ୍ଷ୍ନୌ: ଉତରପ୍ରଦେଶ ୨୦୨୨ ବିଧାନସଭା ନିର୍ବାଚ ପାଇଁ ସମସ୍ତ ଦଳ ଅଂଟା ଭିଡିବା ଆରମ୍ଭ କରିଛନ୍ତି । ମଙ୍ଗଳବାର ଏନସିପି ଓ ସମାଜବାଦୀ ପାର୍ଟି ମଧ୍ୟରେ ଗଠବନ୍ଧନ ହୋଇଛି । ସେମାନେ ଏକତ୍ର ନିର୍ବାଚନ ଲଢ଼ିବେ ବୋଲି ସ୍ପଷ୍ଟ କରିଛନ୍ତି । ଏନସିପି ମହାସଚିବ କେକେ ଶର୍ମା ଓ ପ୍ରଦେଶ ଅଧ୍ୟକ୍ଷ…

ଗେମଚେଞ୍ଜର ସାଜିବ କି ନାଜାଲ୍‌ କୋଭିଡ୍ ଟିକା?

ନୂଆଦିଲ୍ଲୀ: ନାଜାଲ୍‌ ଟିକା କରୋନା ମହାମାରୀ ପାଇଁ ଏକ ଗେମଚେଞ୍ଜର ସାଜିବ କି? ଜାଣନ୍ତୁ ଏହା ଉପରେ ବିଶେଷଜ୍ଞମାନେ କଣ ମତ ରଖିଛନ୍ତି। ସେମାନଙ୍କ ଅନୁଯାୟୀ, ଇଣ୍ଟ୍ରାନାଜାଲ୍‌ ଟିକା ସଂକ୍ରମଣ ସ୍ଥାନରେ ପ୍ରତିରକ୍ଷା ପ୍ରତିକ୍ରିୟାକୁ ସୁରକ୍ଷିତ କରିପାରିବ। ମହାମାରୀ କ୍ଷେତ୍ରରେ ସଂକ୍ରମଣ…

କୃଣାଳଙ୍କୁ କରୋନା, ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟି୨୦ ଦିନକ ପାଇଁ ଘୁଂଚିଲା

କଲମ୍ବୋ: ଭାରତ-ଶ୍ରୀଲଙ୍କା ଟି୨୦ ସିରିଜ ଅବସରରେ କୃଣାଳ ପାଣ୍ଡ୍ୟା କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଫଳରେ ଆଜି ହେବାକୁ ଥିବା ୨ୟ ଟି୨୦ ମ୍ୟାଚକୁ ଆସନ୍ତାକାଲିକୁ ଘୁଂଚାଇ ଦିଆଯାଇଛି । ଉଭୟ ଟିମର ଖେଳାଳିମାନଙ୍କୁ ଆଇସୋଲେଶନରେ ପଠାଇ ଦିଆଯାଇଛି । କୃଣାଳଙ୍କ ସଂସ୍ପର୍ଶରେ ଆସିଥିବା…

କ୍ରୀଡା ମହାକୁମ୍ଭରେ ପ୍ରେମ ନିବେଦନ

ଟୋକିଓ: କ୍ରୀଡା ମହାକୁମ୍ଭ ଅଲିମ୍ପିକ୍ସରେ ଆର୍ଜେଂଟିନାର ଅସୀଚାଳକ ମାରିୟା ବେଲେନଙ୍କୁ ବିବାହ ପ୍ରସ୍ତାବ ଦେଇଛନ୍ତି ତାଙ୍କ କୋଚ ଲୁକାସ ସୋସେଡୋ । ପ୍ରଥମ ରାଉଣ୍ଡରେ ହାରିବା ପରେ ମାରିୟା ମନଦୁଃଖରେ ଛିଡା ହୋଇଥିବା ବେଳେ କୋଚ ଏକ କାଗଜ ଧରି ତାଙ୍କ ପାଖରେ ଅଣ୍ଠେଇ ବସିଥିଲେ । ସେଥିରେ ଲେଖା…

ଆସନ୍ତା ମାସରୁ ପିଲାଙ୍କ ପାଇଁ ଉପଲବ୍ଧ ହେବ କରୋନା ଟିକା!

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାନ୍ଦଭିଆ ମଙ୍ଗଳବାର କହିଛନ୍ତି ଯେ ପିଲାମାନଙ୍କ ପାଇଁ କୋଭିଡ-୧୯ ଟିକା ଆସନ୍ତା ମାସ ଅର୍ଥାତ୍‌ ଅଗଷ୍ଟରୁ ଆରମ୍ଭ ହୋଇପାରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିବା ବିଜେପି ସଂସଦୀୟ ଦଳ ବୈଠକରେ ମନ୍ତ୍ରୀ ଏହି ସୂଚନା…

ବଢିଲା ଅଡୁଆ; ଆଉ ୧୪ ଦିନ ଜେଲ୍‌ରେ ରହିବେ ରାଜ୍‌

ନୂଆଦିଲ୍ଲୀ: ବଢୁଛି ରାଜଙ୍କ ଅଡୁଆ। ଆଜି ଶେଷ ହେବାକୁ ଥିବା ନ୍ୟାୟିକ ହେପାଜତକୁ ମୁମ୍ବାଇ କୋର୍ଟ ଆହୁରି ୧୪ ଦିନ ଯାଏ ବଢାଇ ଦେଇଛନ୍ତି। ମଙ୍ଗଳବାର ଦିନ ଅଶ୍ଳୀଳ ଭିଡିଓ ଓ ଚଳଚ୍ଚିତ୍ର ନିର୍ମାଣ ମାମଲାରେ କୋର୍ଟ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ୧୪ ଦିନ ପାଇଁ ପୋଲିସ ହାଜତରେ ରହିବାକୁ…