Latest Odisha News

BREAKING NEWS

ଅଗଷ୍ଟରୁ ଭକ୍ତଙ୍କ ପାଇଁ ଖୋଲିପାରେ ଶ୍ରୀମନ୍ଦିର ଦୁଆର, ଆସନ୍ତା ୪ରେ ହୋଇପାରେ ନିଷ୍ପତ୍ତି

ପୁରୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ବନ୍ଦ ରହିଛି ସର୍ବସାଧାରଣ ଦର୍ଶନ । କେବଳ ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ଚାଲିଛି । ଅପେକ୍ଷାରତ ଭକ୍ତଙ୍କୁ ବୋଧେ ଆଉ ବେଶୀ ଦିନ ଅପେକ୍ଷା କରିବାକୁ ପଡ଼ି ନପାରେ । ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ସମ୍ପର୍କରେ ଆଲୋଚନା ପାଇଁ…

ଓବାମାଙ୍କ ସଙ୍କଳ୍ପ ଭୂମିରେ ମହାତ୍ମା ଗାନ୍ଧୀ

ମୋହନଦାସ କରମଚାନ୍ଦ ଗାନ୍ଧୀ ସାଦାସିଧା ସରଳ ମଣିଷଟିଏ । ନିଜ ଆତ୍ମାର ବିକାଶ କରି ଅନ୍ୟ ଆତ୍ମାକୁ ଚିହ୍ନି ସେମାନଙ୍କୁ ସତ୍ୟ, ପ୍ରେମ, ଶାନ୍ତିର ବନ୍ଧନରେ ବାନ୍ଧୁଥିବା ଏହି ବିରଳ ମଣିଷଟିକୁ ଶ୍ରଦ୍ଧା ଓ ସମ୍ମାନର ସହ ଲୋକେ ଆପଣାଇ ନେଲେ ଏବଂ ଡାକିଲେ ମହାତ୍ମା ବୋଲି । ସେବେଠାରୁ ମୋହନ…

ପୁସ୍ତକ ପରିଚୟ : ହେନା ଫୁଲର ବାସ୍ନା

ହେନା ଫୁଲର ବାସ୍ନା ଗାଳ୍ପିକ : ରବି ପଣ୍ଡା ପ୍ରକାଶକ : ପକ୍ଷୀଘର ପ୍ରକାଶନୀ ମଧୁସୂଦନ ନଗର, ଭୁବନେଶ୍ୱର ପୃଷ୍ଠା : ୨୩୪ ମୂଲ୍ୟ : ୨୦୦ ଚଉଦଟି ଭିନ୍ନ ଭିନ୍ନ କାହାଣୀକୁ ନେଇ ଗାଳ୍ପିକ ରବି ପଣ୍ଡାଙ୍କର ପ୍ରେମ ଗଳ୍ପ ସଙ୍କଳନ 'ହେନା ଫୁଲର ବାସ୍ନା' ଏକ ସ୍ବତନ୍ତ୍ର ସୃଷ୍ଟି ।…

ଆଜି ପାଳନ ହେବ ସିକନ୍ଦର ଆଲମଙ୍କ ୮୨ତମ ଜୟନ୍ତୀ

ଭୁବନେଶ୍ୱର : ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଶିଷ୍ଟ ସଙ୍ଗୀତଜ୍ଞ ସିକନ୍ଦର ଆଲମଙ୍କ ୮୨ତମ ଜୟନ୍ତୀ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ ନିକଟସ୍ଥ ତାଙ୍କ ପ୍ରତିମୂର୍ତ୍ତି ସ୍ଥଳୀରେ ପାଳନ କରାଯିବ ବୋଲି ସୂଚନା ଦିଆଯାଇଛି । ରାଜ୍ୟ ସରକାରଙ୍କ କୋଭିଡ କଟକଣା ପାଳନ  ପୂର୍ବକ…

‘କାର୍ ଫେଷ୍ଟିଭାଲ୍ ଅଫ୍ ଲର୍ଡ ଜଗନ୍ନାଥ’ର ନୂତନ ସଂସ୍କରଣ ରାଜ୍ୟପାଳଙ୍କ ଦ୍ୱାରା ଲୋକାର୍ପିତ

ଭୁବନେଶ୍ୱର : ରାଜ ଭବନ ପରିସରରେ ସ୍ବର୍ଗତଃ ଚନ୍ଦ୍ର ମହାପାତ୍ରଙ୍କ ଦ୍ୱାରା ସମ୍ପାଦିତ ଲୋକପ୍ରିୟ ପୁସ୍ତକ 'କାର୍ ଫେଷ୍ଟିଭାଲ୍ ଅଫ୍ ଲର୍ଡ ଜଗନ୍ନାଥ'ର ନୂତନ ସଂସ୍କରଣ ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି । ଏହି ପୁସ୍ତକଟି…

କବିତା : ହିତୈଷୀ

ବିଷ୍ଣୁପ୍ରିୟା କରସୁଧା ପଟ୍ଟନାୟକ ପଥ ଦୁର୍ଗମ ହେଉ ଅବା ସୁଗମ ଚାଲିବାକୁ ହୁଏ.. ଚାଲୁ ଚାଲୁ ଭେଟି ହୁଏ, ସମୟ,ସମ୍ପର୍କର ଦୋଦୁଲ୍ୟମାନ ସ୍ତୁପକୁ । ଚିନ୍ହି ହୁଏ... ପର ଆପଣାର ଭାବକୁ , ପରଖି ହୁଏ... ସହଯୋଗ ,ଅସହଯୋଗର ହାତକୁ । କିଏ ହାତ ଆଗକୁ ବଢ଼ାଏ  ତ.. କିଏ ନେଇ ଯାଉଥାଏ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୨୭-୭-୨୦୨୧ ମଙ୍ଗଳବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଜୁଲାଇ ତା ୨୭ ରିଖ ମଙ୍ଗଳବାର କର୍କଟ ୧୨ ଦିନ ଶ୍ରାବଣ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥି ଶତଭିଷା ନକ୍ଷତ୍ର କୁମ୍ଭ ଚନ୍ଦ୍ର ଘାତ ବାର-: ମକର ରାଶିର ଘାତ ଚନ୍ଦ୍ର-: ମିଥୁନ ରାଶି ପୁରୁଷ, ମୀନ ରାଶିର ଆଜିର…

ଭାରତୀୟ ମହିଳା ହକି ଟିମର କ୍ରମାଗତ ଦ୍ୱିତୀୟ ପରାଜୟ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଆଜି ଦିନ ଭାରତ ପାଇଁ ସମ୍ପୂର୍ଣ୍ଣ ନୈରାଶ୍ୟଜନକ ରହିଥିଲା । ମହିଳା ହକିରେ ଭାରତର କ୍ରମାଗତ ଦ୍ୱିତୀୟ ପରାଜୟବରଣ କରିଛି । ଜର୍ମାନୀ ଶୃଙ୍ଖଳିତ ପ୍ରଦର୍ଶନ କରି ଭାରତକୁ ୨-୦ ଗୋଲରେ ପରାସ୍ତ କରିଛି । ଗୁରଜିତ କୌରଙ୍କ ପେନାଲ୍ଟି ମିସ୍ ଭାରତ ପାଇଁ ମହଙ୍ଗା…

୨୦ଲକ୍ଷ ୫୦ହଜାର ଟଙ୍କାର ଗଞ୍ଜେଇ ଜବତ

ଗୁଣୁପୁର: ପୁଣି ଜବତ ହୋଇଛି ଗଞ୍ଜେଇ । କେନ୍ଦୁଗୁଡା ଫାଣ୍ଡି ନିକଟରେ ଗାଡ଼ି ଯାଂଚ କରିବା ସମୟରେ ଏକ ପିକ୍‌ଅପ୍ ଭ୍ୟାନରୁ ଜବତ ହୋଇଛି ଏହି ଗଞ୍ଜେଇ । ଓଡ଼ିଶାରୁ ଝାଡଖଣ୍ଡକୁ ଗଞ୍ଜେଇ ଚାଲାଣ କରାଯାଉଥିଲା । ପୁଲିସ ଚଢାଉ କରି ୨୦୫ କେଜି ୬୫୦ଗ୍ରାମ ଗଞ୍ଜେଇ ଜବତ କରିଛି । ଯାହାର ମୂଲ୍ୟ ୨୦ଲକ୍ଷ…

ମୋରମ ନେଇଗଲା ଜୀବନ, ଜଣେ ନାବାଳିକା ମୃତ ୨ ଗୁରୁତର

ରାୟଗଡା: ବିଷମକଟକ ଥାନା ଅନ୍ତର୍ଗତ ସାନ କାଚାପାଇ ଗାଁରୁ ଆସିଲା ଦୁଃଖଦ ଖବର । ମୋରମ ଖୋଳା ଚାଲିଥିଲାବେଳେ ମାଟି ଧସି ଜଣେ ନାବାଳିକାର ମୃତ୍ୟୁ ଘଟିଛି । ଅନ୍ୟପଟେ ଆଉ ଦୁଇଜଣ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି । ମିଳିଥିବା ରିପୋର୍ଟ ଅନୁଯାୟୀ ଆଜି ଅପରାହ୍ନରେ ସାନ କାଚାପାଇ…