ଆସନ୍ତୁ ଜାଣିବା କେଉଁ କାରଣ ନେଇ ତୁର୍କୀର ମୁସଲିମ ଧାର୍ମିକ ନେତା ଅଦନାନକୁ ଦିଆଗଲା ୧୦୭୫ ବର୍ଷର ଜେଲ୍ ଦଣ୍ଡାଦେଶ
ଇସ୍ତାନବୁଲ : ତୁର୍କୀର ମୁସଲିମ ଧାର୍ମିକ ନେତା ଅଦନାନ ଓକତାରଙ୍କୁ ଭିନ୍ନ ଭିିନ୍ନ ଅପରାଧ ପାଇଁ ସ୍ଥାନୀୟ କୋର୍ଟ ୧୦୭୫ ବର୍ଷର ଜେଲ ଦଣ୍ଡାଦେଶ ଦେଇଛନ୍ତି । ୨୦୧୮ରେ ସେ ଗିରଫ ହୋଇଥିଲେ । ସେ ଲୋକଙ୍କୁ କଟ୍ଟରପନ୍ଥୀ ହେବା ପାଇଁ ଉସୁକାଉଥିଲେ । ସେ ୧୦୦୦ ଗାର୍ଲଫ୍ରେଣ୍ଡଙ୍କ ସହ ମୌଜ ମସ୍ତିରେ…