Latest Odisha News

BREAKING NEWS

ହଲିଉଡ୍‌ରେ ଏଣ୍ଟ୍ରି କରିବେ ଆଲିଆ

ମୁମ୍ବାଇ: ଖୁବ୍‌ ଶୀଘ୍ର ହଲିଉଡ୍‌ରେ ଏଣ୍ଟ୍ରି କରିବେ ଆଲିଆ। ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ତାଙ୍କ ହଲିଉଡର ସ୍ୱପ୍ନକୁ ସାକାର କରିବା ଦିଗରେ ଏକ ବଡ ପଦକ୍ଷେପ ନେଇଛନ୍ତି। ସେ ୱିଲିୟମ୍ ମୋରିସ୍ ଏଜେନ୍ସି (ଡବ୍ଲୁଏମ୍ଇ) ନାମକ ଏକ ଆନ୍ତର୍ଜାତୀୟ ପ୍ରତିଭା ପରିଚାଳନା ଏଜେନ୍ସି ସହିତ ଏକ ଚୁକ୍ତି…

ସେପ୍ଟେମ୍ବର ସୁଦ୍ଧା ଆରମ୍ଭ ହେବ ୧୨ ରୁ ୧୮ ବର୍ଷ ପିଲାଙ୍କ ଟିକାକରଣ!

ନୂଆଦିଲ୍ଲୀ: ସେପ୍ଟେମ୍ବରରେ ଆରମ୍ଭ ହେବ ୧୨ ରୁ ୧୮ ବର୍ଷ ବୟସର ପିଲାଙ୍କ ଲାଗି ଟିକାକରଣ। ୧୨ରୁ ୧୮ ବର୍ଷ ବୟସର ପିଲାଙ୍କ ଲାଗି ଟିକାକରଣ ସେପ୍ଟେମ୍ବର ବେଳକୁ ଆରମ୍ଭ ହେବ ବୋଲି ଜାତୀୟ ବିଶେଷଜ୍ଞ ଗୋଷ୍ଠୀର ମୁଖ୍ୟ ଡା. ଏନ.କେ ରୋରା କହିଛନ୍ତି। ଜାଇଡସ୍ ଟିକା ପାଇଁ ଜରୁରୀକାଳୀନ ବ୍ୟବହାର…

ରାଜ୍ୟରୁ ୨୮୦୬ ନୂଆ ଆକ୍ରାନ୍ତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୮୦୬ ଜଣ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୧୬୧୩ ଜଣ ଥିବା ‌ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୧୯୩ । ଖୋଦ୍ଧାରୁ ଜିଲ୍ଲାରୁ ସର୍ବାଧିକ ୫୯୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୪୧ ରହିଛି। ଅନୁଗୁଳରୁ ୧୦୨, …

ଏହି ରାଜ୍ୟରୁ ଆସିଲା ପ୍ରଥମ ଜିକା ଭାଇରସ୍‌ ସଂକ୍ରମିତ ମାମଲା

ଥିରୁବନନ୍ତପୁରମ: ଥିରୁବନନ୍ତପୁରମର ପାରାସାଲାର ଜଣେ ୨୪ ବର୍ଷ ବୟସ୍କା ମହିଳା ଜିକା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିବା ଜଣାପଡିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ମହିଳା ଜଣକ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମହିଳାଙ୍କଠାରେ ଜୁନ୍ ୨୮ ରୁ ଲକ୍ଷଣ…

ଟିକାକରଣ ଲାଗି ନୂଆ ନିୟମ; ଟିକା ନାହିଁ ତ ଚାକିରି ନାହିଁ

ନୂଆଦିଲ୍ଲୀ: ସମଗ୍ର ବିଶ୍ବରେ ଡେଲ୍‌ଟା ଭାରିଆଣ୍ଟର ବିସ୍ତାର ଏବେ ଚିନ୍ତାର ବିଷୟ ହୋଇଛି। ଏହି ସମୟରେ ମାରାତ୍ମକ ଭୂତାଣୁରୁ ଜୀବନ ବଞ୍ଚାଇବାର ଏକମାତ୍ର ଉପାୟ ହେଉଛି ଟିକାକରଣ। ବିଶେଷଜ୍ଞଙ୍କ ମତନୁଯାୟୀ ଯଦି ସମସ୍ତେ ଟିକାକରଣ କରନ୍ତି ତେବେ ଏଥିରୁ ରକ୍ଷା ପାଇହେବ। ତେବେ ଫିଜିରେ ଡେଲଟା…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୯-୭-୨୦୨୧ ଶୁକ୍ରବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଜୁଲାଇ ତା ୯ ରିଖ ଶୁକ୍ରବାର ମିଥୁନ ୨୫ ଦିନ ଆଷାଢ଼ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ଭୁକ୍ତ ଅମାବାସ୍ୟା ତିଥି ଆଦ୍ରା ନକ୍ଷତ୍ର ମିଥୁନ ଚନ୍ଦ୍ର ଘାତ ବାର- ବିଛା, ଧନୁ ଓ ମୀନ ରାଶିର ଘାତ ଚନ୍ଦ୍ର- କନ୍ୟା ରାଶି…

କବିତା : ସ୍ୱପ୍ନ

ରବି ପଣ୍ଡା  ଆକାଶର ଅଗଣାରୁ ଉଙ୍କି ମାରେ କିଏ ଏ ରୂପସୀ ରୂପେଲୀ ପଣତ ତାର ଦିଗନ୍ତରୁ ଦିଗନ୍ତକୁ ଛୁଏଁ ମୁହେଁ ତା' ଝଲସୁଥାଏ ମାୟାବିନୀ ଝକମକି ହସ କଥାକୁହା ଆଖିରେ ସେ ଅକୁଣ୍ଠିତ ଆମନ୍ତ୍ରଣ ଦିଏ। କୃଷ୍ଣଚୂଡ଼ା ଠିଆ ଥାଏ, ଡାଳେଡାଳେ ପେନ୍ଥା ପେନ୍ଥା ଫୁଲ ଛାତିରେ ଛାତିଏପ୍ରେମ,…

ବିଡିଏର ଚେତାବନୀ, ପ୍ଲଟ ପାଇବାର ୫ ବର୍ଷ ମଧ୍ୟରେ ଗୃହ ନିର୍ମାଣ ନକଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର : ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ ବା ବିଡିଓ ଠାରୁ ଆବଣ୍ଟନ ମାଧ୍ୟମରେ ଜମି ପାଇଥିବା ହିତାଧିକାରୀଙ୍କ ପାଇଁ ବିଡିଏର ନୋଟିସ । ଜମି ବା ପ୍ଲଟ ପାଇବାର ୫ ବର୍ଷ ମଧ୍ୟରେ ଗୃହ ନିର୍ମାଣ ନକଲେ ହେବ କାର୍ଯ୍ୟାନୁଷ୍ଠାନ । ଜରିମାନା ଆଦାୟ କରାଯିବା ସହ ଆବଶ୍ୟକ ସ୍ଥଳେ ଆଲର୍ଟମେଣ୍ଟକୁ…

ରାଜ୍ୟରେ ଆରମ୍ଭ ହେଲା ଇଫକୋ ଦ୍ବାରା ନାନୋ ୟୁରିଆ ସାର ଯୋଗାଣ

ଭୁବନେଶ୍ବର : କୃଷକଙ୍କ ପାଇଁ ଖୁସି ଖବର । ଇଫକୋ ଦ୍ବାରା ଆରମ୍ଭ ହୋଇଛି ନାନୋ ୟୁରିଆ ସାର ଯୋଗାଣ । ଗୁଜୁରାଟର କଲ୍ଲୋଳ କାରଖାନାରୁ ଓଡ଼ିଶା ପାଇଁ ୟୁରିଆ ସାର ଯୋଗାଣ ହୋଇଛି । ସ୍ଵଦେଶୀ ଜ୍ଞାନ କୌଶଳ ଦ୍ବାରା ପ୍ରସ୍ତୁତ ଏହି ସାର ୟୁରିଆର ବିକଳ୍ପ ଭାବରେ ବ୍ୟବହାର କରାଯାଇ ପାରିବ । ଏହି…

ଅଲମ୍ପିକ୍ସରେ ପଦକ ବିଜେତା ଓଡ଼ିଆଙ୍କ ପାଇଁ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା ଟୋକିଓ ଅଲମ୍ପିକ୍ସରେ ଯୋଗ ଦେବାକୁ ଥିବା ଓଡ଼ିଆ କ୍ରୀଡାବିତଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେମାନଙ୍କୁ ଉତ୍ସାହିତ କରିବ ସହ ଶୁଭେଚ୍ଛା ଜଣାଇଛନ୍ତି । ଘୋଷଣା କରିଛନ୍ତି ମେଡାଲ ବିଜେତାଙ୍କ ପାଇଁ ପୁରସ୍କାର ରାଶି। ସ୍ୱର୍ଣ୍ଣ ପଦକ ଜିତିଲେ ପ୍ରତି…