Latest Odisha News

BREAKING NEWS

ଆଜି ‘ଡିଜିଟାଲ ଇଣ୍ଡିଆ ପୁରସ୍କାର’ ପ୍ରଦାନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ନୂଆଦିଲ୍ଲୀ: ଡିଜିଟାଲ୍ ଶାସନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି ସେମାନଙ୍କୁ ଆଜି ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ସମ୍ମାନିତ କରିବେ। ରାଷ୍ଟ୍ରପତି ଆଜି ଏହିପରି ଲୋକଙ୍କୁ ଡିଜିଟାଲ ଇଣ୍ଡିଆ ପୁରସ୍କାର ପ୍ରଦାନ କରିବେ। ପ୍ରତି ଦୁଇ ବର୍ଷ ପରେ ଅନୁଷ୍ଠିତ ହେବାକୁ ଥିବା ପୁରସ୍କାର…

କାହିଁକି ବିଗ୍‌ ବି ସର୍ବଦା ନିଜ ଟ୍ୱିଟ୍ ଗଣନା କରନ୍ତି? ଜାଣନ୍ତୁ କଣ ଏହା ପଛର କାରଣ

ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ସର୍ବଦା ସୋସିଆଲ ମିଡିଆରେ ସକ୍ରିୟ ରୁହନ୍ତି। ପ୍ରଶଂସକମାନେ ମଧ୍ୟ ସେମାନଙ୍କର ମଜାଳିଆ ଏବଂ ପ୍ରେରଣାଦାୟକ ପୋଷ୍ଟକୁ ଉତ୍ସୁକତାର ସହ ଅପେକ୍ଷା କରିଥାନ୍ତି। ଅମିତାଭ ବଚ୍ଚନଙ୍କ ବିଷୟରେ ଏକ ବିଶେଷ କଥା ହେଉଛି ଯେ ସେ ପୋଷ୍ଟରେ ନିଜ ଟ୍ୱିଟର…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅବସରପ୍ରାପ୍ତ ଡ୍ରାଇଭରଙ୍କ ଘରେ ଭିଜିଲାନ୍ସ ରେଡ଼  

ଧର୍ମଗଡ଼: ଭିଜିଲାନ୍ସ ଜାଲରେ ଅବସରପ୍ରାପ୍ତ ଡ୍ରାଇଭର । କଳାହାଣ୍ଡି ଜିଲ୍ଲା ଇନ୍ଦିରାବତୀ ଜଳପ୍ରକଳ୍ପର ଅବସର ପ୍ରାପ୍ତ ଡ୍ରାଇଭର ରମେଶ ଚନ୍ଦ୍ର ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢାଉ। ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ରେଡ଼୍‌ ଜାରି ରହିଛି। ଖବର ଅନୁଯାୟୀ, ଭିଜିଲାନ୍ସ ପକ୍ଷରୁ ଧର୍ମଗଡ଼ସ୍ଥିତ…

ଭିଜିଲାନ୍ସ ଜାଲରେ ପୋଲିସ ବାବୁ; ୩ ଟି ସ୍ଥାନରେ ଏକକାଳୀନ ଚଢ଼ାଉ

ଜଗତସିଂହପୁର: ଭିଜିଲାନ୍ସ ଜାଲରେ ଥାନା ବାବୁ। ଜଗତସିହଂପୁର ଜିଲ୍ଲା ତିର୍ତ୍ତୋଲ କୋର୍ଟରେ କାର୍ଯ୍ୟରତ ଏଏସ୍‌ଆଇ ରବିନ୍ଦ୍ର ସେନାପତିଙ୍କ ଘରେ ଭିଜିଲାନ୍ସ ରେଡ଼୍‌ । ଏକାସାଙ୍ଗେ ୩ଟି ସ୍ଥାନରେ ଭିଜିଲାନ୍ସ ରେଡ୍‌ ଜାରି ରହିଥିବା ସୂଚନା। ସୂଚନାନୁସାରେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ…

ଆରପାରିରେ ବିଶିଷ୍ଟ ସଙ୍ଗୀତଜ୍ଞ ଶାନ୍ତନୁ ମହାପାତ୍ର

ଭୁବନେଶ୍ୱର: ଓଡ଼ିଆ ସିନେ ଜଗତକୁ ଆଉ ଏକ ଶକ୍ତ ଧକ୍କା। ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ପରଲୋକ । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ଶାନ୍ତନୁ ମହାପାତ୍ରଙ୍କ ପରଲୋକ ଘଟିଛି। ଗତ କିଛି ଦିନ ହେବ ସେ ନିମୋନିଆରେ ପୀଡିତ ହୋଇ ଏକ ଘରୋଇ ମେଡିକାଲରେ…

୩ୟ କୋରାପୁଟ ସାହିତ୍ୟ ଉତ୍ସବ ଉଦ୍‌ଘାଟିତ

ଭୁବନେଶ୍ବର: ଓଡ଼ିଆ ମିଡିଆ ଆୟୋଜିତ ତୃତୀୟ କୋରାପୁଟ ସାହିତ୍ୟ ଉତ୍ସବର ଉଦ୍‌ଘାଟନୀ ସଭା ଭୂବନେଶ୍ବରରେ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ହୋଟେଲ ନ୍ୟୁ ମାରିଅନ୍‌ରେ ଅନୁଷ୍ଠିତ ଏହି ଉତ୍ସବକୁ ଉଦ୍‌ଘାଟନ କରିଥିଲେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ…

ଆହୁରି ଖସିବ ତାପମାତ୍ରା; ନୂଆବର୍ଷରେ ଶିତରେ ଥରିବ ଓଡ଼ିଶା

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ଆସନ୍ତା ୩୧ ତାରିଖଠାରୁ ତାପମାତ୍ରା ଆହୁରି କମିବା ନେଇ ଅନୁମାନ କରାଯାଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ସାରା ରାଜ୍ୟରେ ରାତି ତାପମାତ୍ରା ପାଖାପାଖି ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ। ଏହାର ପ୍ରଭାବରେ ନୂଆବର୍ଷର ପ୍ରଥମ ୨…

ରାଜଧାନୀରେ ପୁଣି ଗୁଳିମାଡ଼; ଯୁବକ ଗୁରୁତର

ଭୁବନେଶ୍ବର: ଅପରାଧୀଙ୍କ ପେଣ୍ଠସ୍ଥଳ ପାଲଟିବାରେ ଲାଗିଛି ରାଜଧାନୀ ଭୁବନେଶ୍ବର। ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଡୁମୁଡୁମାରେ ଗୁଳିମାଡ ହୋଇଥିବା ସୂଚନା ମିଳିଛି। ଏଥିରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ସୂଚନା। ଆହତ ଯୁବକଙ୍କ ନାମ ଶୁଭମ ସିଂ ବୋଲି ଜଣାପଡିଛି। ସୂଚନାନୁସାରେ, ମଙ୍ଗଳବାର…

ଲାଇଫଗାର୍ଡ ମାନଙ୍କ ତାଲିମ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

ପୁରୀ: ବେଳାଭୂମିରେ ପର୍ଯ୍ୟଟକ ମାନଙ୍କୁ ଉତ୍ତମ ସେବା ଓ ସୁରକ୍ଷା ପ୍ରଦାନ ନିମନ୍ତେ ଲାଇଫଗାର୍ଡ ମାନଙ୍କୁ ତାଲିମ ଦିଆଯାଇଛି । ଆସନ୍ତା ନବ ବର୍ଷ ଅବସରରେ ବେଳାଭୂମିରେ ଜନ ସମାଗମ ଦୃଷ୍ଟିରୁ ଅଧିକ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି । ଏହି ଅବସରରେ ନୀଳାଦ୍ରୀ ବେଳାଭୂମି ପାର୍କରେ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ   ତା୩୦-୧୨-୨୦୨୦ ବୁଧବାର ଆଜି ଦିନର ମହତ୍ତ୍ୱ.  ଆଜି ୨୦୨୦ ମସିହା ଡିସେମ୍ବର ତା ୩୦ ରିଖ ବୁଧବାର ଧନୁ ୧୬ ଦିନ ପୌଷ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥି ଆର୍ଦ୍ରା ନକ୍ଷତ୍ର ମିଥୁନ ଚନ୍ଦ୍ର  ଘାତ ବାର-: କର୍କଟ ରାଶିର   ଘାତ ଚନ୍ଦ୍ର-: କନ୍ୟା ରାଶି ପୁରୁଷ ,ବିଛା ଓ କୁମ୍ଭ ରାଶି…