Latest Odisha News

BREAKING NEWS

ଭଁସାଲୀଙ୍କ ହୀରାମଣ୍ଡିର ନାୟିକା ହେବେ ସୋନାକ୍ଷୀ

ମୁମ୍ବାଇ: ଆଲିୟା ଭଟ୍ଟଙ୍କ ସହ ଗଙ୍ଗୁବାଇ କାଠିୟାୱାଡି ଫିଲ୍ମର ଶୁଟିଂ ଶେଷ କରିବା ପରେ ସଞ୍ଜୟ ଲୀଲା ଭଁସାଲୀ ତାଙ୍କର ଆଗାମୀ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ପାକିଜା ଫିଲ୍ମ ଶୈଳୀରେ ସେ ହୀରାମଣ୍ଡି ନାମକ ଏକ ୱେବ ସିରିଜ ପ୍ରସ୍ତୁତ କରୁଛନ୍ତି । ରିପୋର୍ଟ ମୁତାବକ ଏଥିରେ…

ଟୋକିଓ ଅଲିମ୍ପିକ୍ସ: ଭାରତର ଧ୍ୱଜବାହକ ହେବେ ମେରୀ କମ୍‌, ମନପ୍ରୀତ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ଉଦଘାଟନୀ ସମାରୋହରେ ଭାରତର ଧ୍ୱଜବାହକ ହେବେ ମହିଳା ବକ୍ସର ମେରୀ କମ୍ ଓ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ ସିଂ । ଉଦଘାଟନୀ ସମାରୋହ ୨୩ ଜୁଲାଇରେ ଆୟୋଜିତ ହେବ । ଉଦଯାପନୀ ଉତ୍ସବରେ ବଜରଙ୍ଗ ପୁନିଆ ଧ୍ୱଜବାହକ ହେବେ । ୩୮ ବର୍ଷୀୟ ମେରୀ କମଙ୍କ ଏହା ଶେଷ…

ମହାରାଷ୍ଟ୍ର ବିଧାନସଭାରେ ମହାନାଟକ, ୧୨ ବିଜେପି ବିଧାୟକ ନିଲମ୍ବିତ

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭାରେ ଆଜି ମହାନାଟକ ଦେଖିବାକୁ ମିଳିଛି । ବାଚସ୍ପତି ଭାସ୍କର ଯାଦବଙ୍କ ପ୍ରତି ଅଶୋଭନୀୟ ବ୍ୟବହାର ନେଇ ୧୨ଜଣ ବିଜେପି ନେତାଙ୍କୁ ୧ ବର୍ଷ ପାଇଁ ନିଲମ୍ବିତ କରାଯାଇଛି । ଯାହାକୁ ନେଇ ରାଜନୈତିକ ଝଡ ସୃଷ୍ଟି ହୋଇଛି । ମୌସୁମୀ ଅଧିବେଶନ ଆରମ୍ଭରେ ଏହି ହାଇ ଭୋଲଟେଜ…

ଉତ୍ତରପ୍ରଦେଶ ଗୋମତି ରିଭର ଫ୍ରଣ୍ଟ ପ୍ରକଳ୍ପ ଦୁର୍ନୀତି, ବିଭିନ୍ନ ସ୍ଥାନରେ ସିବିଆଇର ରେଡ୍

ଉତ୍ତରପ୍ରଦେଶ : ଉତ୍ତର ପ୍ରଦେଶ ଗୋମତି ନଦୀକୂଳରେ ନିର୍ମିତ ରିଭର ଫ୍ରଣ୍ଟ ପ୍ରକଳ୍ପରେ ହୋଇଥିବା ଦୁର୍ନୀତିର ଆରମ୍ଭ ହୋଇଛି ଖୋଳତାଡ଼ । ଅଖିଳେଶ ଯାଦବଙ୍କ ଡ୍ରିମ ପ୍ରୋଜେକ୍ଟରେ କୋଟି କୋଟି ଟଙ୍କାର ଦୁର୍ନୀତି ଅଭିଯୋଗର ତଦନ୍ତ ଆରମ୍ଭ କରିଛି ସିବିଆଇ । ଉତ୍ତରପ୍ରଦେଶ ସମେତ ରାଜସ୍ଥାନ…

କରୋନାର ତୃତୀୟ ଲହର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଓଡ଼ିଶା

ଭୁବନେଶ୍ବର : ରାଜ୍ୟରେ ଧିରେ ଧିରେ ନିୟନ୍ତ୍ରଣକୁ ଆସୁଛି ସଂକ୍ରମଣ । ହେଲେ ମୃତ୍ୟୁରେ ଲାଗୁନି ବ୍ରେକ୍ । ହେଲେ କରୋନାର ତୃତୀୟ ଲହର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି ରାଜ୍ୟ ସରକାର । ତେବେ କରୋନାର ତୃତୀୟ ଲହରୀ ଆସୁ କି ନଆସୁ, ଏଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତ ବୋଲି…

ମହାରାଷ୍ଟ୍ର ରାଜନୈତିକ ସମୀକରଣରେ ନୂଆ ମୋଡ

ମହାରାଷ୍ଟ୍ର : ମହାରାଷ୍ଟ୍ର ରାଜନୈତିକ ସମୀକରଣରେ ନୂଆ ମୋଡ଼ । ପୁଣି ଏକାଠି ଆସିବେ କି ଶିବସେନା- ବିଜେପି ? ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦୁଇ ଦଳ ମଧ୍ୟରେ ତୁ ତୁ ମେଁ ମେଁ ପରେ ଭାଙ୍ଗିଥିଲା ସମ୍ପର୍କ । ଏବେ ଭାଙ୍ଗିଥିବା ସମ୍ପର୍କ ପୁଣି ଥରେ ଯୋଡି ହେବାକୁ ଯାଉଛି । ମହାରାଷ୍ଟ୍ରର ବିଭିନ୍ନ…

କୋଭିଡ୍‌ ନିୟମ ଉଲ୍ଲଂଘନ; ସିଲ୍‌ ହେଲା ରାଜଧାନୀର ସାଲନ୍‌ ଓ ଦୋକାନ

ଭୁବନେଶ୍ୱର: ସୋମବାର କୋଭିଡ୍‌ ନିୟମ ଉଲ୍ଲଂଘନ କରିଥିବାରୁ କଳିଙ୍ଗନଗର ଏବଂ ସିଆର୍‌ପି ଛକରେ  ଥିବା ଏକ ସାଲନନ୍‌ ଏବଂ ଦୋକାନକୁ ସିଲ୍‌ କରିଛି ବିଏମ୍‌ସି। ଜୁନ୍ ୩୦ ରେ ଅନଲକ୍ ଘୋଷଣା କରିବା ବେଳେ ରାଜ୍ୟ ସରକାର ସ୍ପଷ୍ଟ ଭାବେ କହିଥିଲେ ଯେ ଏହି ଅବଧିରେ ବିୟୁଟି ପାର୍ଲର, ସପିଂ ମଲ୍ ଏବଂ…

ଚଳିତ ସପ୍ତାହରେ ଭାରତ ପହଞ୍ଚିପାରେ ଏହି ବିଦେଶୀ ଟିକା

ନୂଆଦିଲ୍ଲୀ: ଚଳିତ ସପ୍ତାହରେ ଭାରତ ପହଞ୍ଚିପାରେ ବିଦେଶୀ ଟିକା ମଡର୍ନା। ଏହି ବିଦେଶୀ ଟିକା ଭାରତରେ ପହଞ୍ଚିବାର ସମ୍ଭାବନା ରହିଛି ବୋଲି ସୋମବାର ବିଶେଷ ସୂତ୍ରରୁ ପ୍ରକାଶ। ରିପୋର୍ଟ ଅନୁଯାୟୀ, ଜୁଲାଇ ୧୫ ସୁଦ୍ଧା ପ୍ରଶାସନ ପାଇଁ ମଡର୍ନା ଟିକା ହସ୍ପିଟାଲରେ ପହଞ୍ଚିବ ବୋଲି ସ୍ୱାସ୍ଥ୍ୟ…

ଅଗଷ୍ଟରେ ଆସିବ ତୃତୀୟ ଲହର!

ନୂଆଦିଲ୍ଲୀ: ମାରାତ୍ମକ କୋଭିଡ-୧୯ର ଦ୍ୱିତୀୟ ତରଙ୍ଗ ସାରା ଦେଶରେ ହଜାର ହଜାର ଲୋକଙ୍କ ଜୀବନ ନେଇସାରିଲାଣି। ସଦ୍ୟ ରିପୋର୍ଟ ଅନୁଯାୟୀ ତୃତୀୟ ତରଙ୍ଗ ଆସନ୍ତା ମାସରେ ଅଗଷ୍ଟ ମାସରେ ଭାରତକୁ ଛୁଇଁପାରେ। ଏସବିଆଇ ରିସର୍ଚ୍ଚ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଆସନ୍ତା ମାସରେ ଭାରତ ଛୁଇଁପାରେ…

ବିଶିଷ୍ଟ କ୍ଷୁଦ୍ର ଗଳ୍ପ ଲେଖକ ସୁଧୀର କୁମାରଙ୍କ ପରଲୋକ

ଭୁବନେଶ୍ୱର: ଆଉ ନାହାନ୍ତି ବିଶିଷ୍ଟ କ୍ଷୁଦ୍ର ଗଳ୍ପ ଲେଖକ ସୁଧୀର କୁମାର ବିଜୟେନ୍ଦ୍ର ନାରାୟଣ । ହୃଦ ଘାତରେ ତାଙ୍କର ପରଲୋକ ହୋଇଯାଇଛି । ସୋମବାର ସକାଳେ ତାଙ୍କ ବାସଭବନରେ ୮୦ବର୍ଷ ବୟସରେ ହୃଦଘାତରେ ମୃତ୍ୟୁ ହୋଇଛି । ସେ ଜଣେ ରିଟାୟାର୍ଡ ଇଞ୍ଜିନିୟର । ତେବେ ବହୁତ ମେଳାପୀ ଓ ଉଦାର ସ୍ୱଭାବ…