Latest Odisha News

BREAKING NEWS

ପ୍ରବାସୀ ଓଡିଆ ବ୍ରହ୍ମା ମହାନ୍ତି ହେଲେ ବ୍ରିିଟିଶ ସାଂସଦ ପ୍ରାର୍ଥୀ

ଲଣ୍ଡନ: ୟୁନାଇଟେଡ୍ କିଙ୍ଗଡମ୍(ୟୁକେ)ରେ ହେବାକୁ ଥିବା ଆଗାମୀ ସାଧାରଣ ନିର୍ବାଚନ ଲଢିବାକୁ ଯାଉଛନ୍ତି ଭାରତର ମୂଳ ବାସିନ୍ଦା ବ୍ରହ୍ମା ମିହିର ମହାନ୍ତି । ଆସନ୍ତା ଡିସେମ୍ବର ୧୨ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନରେ ଲେବର୍ ପାର୍ଟି ପକ୍ଷରୁ ଦକ୍ଷିଣ ପୂର୍ବ ଇଂଲଣ୍ଡର ଏକ…

ପୂର୍ବତନ ନିର୍ବାଚନ କମିଶନର ଟିଏନ୍ ଶେଷାନଙ୍କ ଦେହାନ୍ତ

ନୂଆଦିଲ୍ଲୀ: ପୂର୍ବତନ ନିର୍ବାଚନ କମିଶନର(ସିଇସି) ଟିଏନ୍ ଶେଷନଙ୍କ ଚେନ୍ନାଇସ୍ଥିତ ବାସଭବନରେ ରବିବାର ଦିନ ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ସେ ୧୦ତମ ମୁଖ୍ୟ ନିର୍ବାଚନ କମିଶନର(ସିଇସି) ଭାବେ ଦାୟିତ୍ୱ ନିର୍ବାହ କରିଥବଲେ । ଆହୁରି ମଧ୍ୟ ସ୍ୱର୍ଗତଃ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୧-୧୧-୨୦୧୯ ସୋମବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ନଭେମ୍ବର ତା ୧୧ ରିଖ ସୋମବାର ତୁଳା ୨୫ଦିନ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ତିଥି ଅଶ୍ବିନୀ ନକ୍ଷତ୍ର ମେଷ ଚନ୍ଦ୍ର ଘାତ ବାର-:…

ଚାହରଙ୍କ ହ୍ୟାଟ୍ରିକ ସହ ବୋଲରଙ୍କ ଘାତକ ବୋଲିଂ; ବାଂଲାଦେଶକୁ ୩୦ ରନରେ ପରାସ୍ତ କରି ଭାରତ ସିରିଜ୍ ବିଜୟୀ…

ନାଗପୁର: ଭାରତୀୟ ବୋଲରଙ୍କ ଘାତକ ବୋଲିଂ ପ୍ରଦର୍ଶନରେ ବାଂଲାଦେଶ ଧରାଶାୟୀ ହୋଇପଡ଼ିଛି । ଦୀପକ ଚାହରଙ୍କ ଚମତ୍କାର ହ୍ୟାଟ୍ରିକ ଭାରତର ବିଜୟକୁ ଅଧିକ ମଜବୁତ କରିପାରିଛି । ଭାରତ ନାଗପୁରଠାରେ ଖେଳାଯାଇଥିବା ଚୂଡ଼ାନ୍ତ ଟି-୨୦ ମ୍ୟାଚରେ ବାଂଲାଦେଶ ଦଳକୁ ୩୦ ରନରେ ପରାସ୍ତ କରି ଶୃଙ୍ଖଳା…

ରାମଜନ୍ମଭୂମି ବିବାଦରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ କ’ଣ କହିଲେ ଆରଏସଏସ ମୁଖ୍ୟ ମୋହନ ଭାଗବତ, ଜାଣନ୍ତୁ…

ନୂଆଦିଲ୍ଲୀ/ଭୁବନେଶ୍ୱର: ଶ୍ରୀରାମ ଜନ୍ମଭୂମି ସଂପର୍କରେ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ନିଷ୍ପତ୍ତିକୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସ୍ୱାଗତ କରିବା ସହିତ ଏହା ଦେଶର ଜନସାଧାରଣଙ୍କ ଭାବନା, ଆସ୍ଥା ଏବଂ ଶ୍ରଦ୍ଧାପ୍ରତି ଏକ ସମ୍ମାନ ବୋଲି ସରସଂଘଚାଳକ ଡ.ମୋହନ ଭାଗବତ ସାମ୍ବାଦିକ ସମ୍ମିଳନୀରେ…

ବୁଲବୁଲ୍ ବାତ୍ୟାରେ ୬ଟି ଜିଲ୍ଲାର ଚାଷଜମି ନଷ୍ଟ ହୋଇଛି: ଏସଆରସି

ଭୁବନେଶ୍ୱର: ରାଜ୍ୟର ସ୍ୱତନ୍ତ୍ର ରିଲିଫ କମିନଶନର୍ (ଏସଆରସି) ପ୍ରଦୀପ ଜେନା ରବିବାର ଦିନ ଗଣମାଧ୍ୟମକୁ ସୂଚନା ପ୍ରଦାନ କରି କହିଛନ୍ତି, ଓଡ଼ିଶାର ୬ଟି ଜିଲ୍ଲା ଯଥାକ୍ରମେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଏବଂ ଯାଜପୁର ଜିଲ୍ଲାରେ ଚାଷଜମି ନଷ୍ଟ ହେବା ସହିତ ଧାନଫସଲର…

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଆକାଶମାର୍ଗରୁ ବାତ୍ୟା ପ୍ରପୀଡ଼ିତ ଜିଲ୍ଲା ପରିଦର୍ଶନ କରିବେ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ସମସ୍ତ ବାତ୍ୟା ପ୍ରପୀଡ଼ିତ ଜିଲ୍ଲାଗୁଡ଼ିକୁ ଆକାଶମାର୍ଗରୁ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ବାତ୍ୟା ପ୍ରପୀଡ଼ିତ ଜିଲ୍ଲାଗୁଡ଼ିକ ପରିଦର୍ଶନ କରିବା ପରେ ସନ୍ଧ୍ୟା ସମୟରେ ରାଜଧାନୀସ୍ଥିତ ଲୋକସେବା ଭବନରେ ଏକ…

କଂଗ୍ରେସ କନ୍ଦଳ: ନିରଞ୍ଜନଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରୁଥିବା କର୍ମୀଙ୍କୁ ଜିତେନ୍ଦ୍ରଙ୍କ ତାଗିଦ୍

ଭୁବନେଶ୍ୱର: ଓଡ଼ିଶା ଦାୟିତ୍ୱରେ ଥିବା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ ରବିବାର ଦିନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ପଦରୁ ଅବ୍ୟାହତି ଦେବା କଥାକୁ ଅସ୍ୱୀକାର କରିବା ସହିତ ଦଳ ପରିସର ବାହାରେ ଏହାକୁ ନେଇ ଯେଉଁ କର୍ମୀ ଆଲୋଚନା କରିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁÂାନ…

‘ବାଲିଯାତ୍ରା’ରେ ଜମିବ ସାଂସ୍କୃତିକ କାର୍ଯ୍ୟକ୍ରମ; ମତୁଆଲା କରିବେ ଦଲେର

କଟକ: ବିଶ୍ୱ ପ୍ରସିଦ୍ଧ କଟକ ଐତିହାସିକ 'ବାଲିଯାତ୍ରା' ନଭେମ୍ବର ୧୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ପ୍ରତିବର୍ଷ ଭଳି ଚଳିତଥର ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ରଙ୍ଗାରଙ୍ଗ ହେବ ବାଲିଯାତ୍ରା ସନ୍ଧ୍ୟା । ଏପରିକି ନିଜ ଯାଦୁରେ ଦର୍ଶକଙ୍କୁ ମତୁଆଲା କରିବାକୁ ଯାଉଛନ୍ତି ଲୋକପି୍ରୟ…

ଦୁର୍ବଳ ହେଉଛି ବୁଲବୁଲ୍, ଓଡିଶାର ବିଭିନ୍ନ ସ୍ଥାନରେ ପାଗ ଶୁଖିଲା

ଭୁବନେଶ୍ୱର: ଅତି ଭୟଙ୍କର ରୂପ ନେଇଥିବା ବାତ୍ୟା ବୁଲବୁଲ୍ ଧିରେଧିରେ ଦୁର୍ବଳ ହେବାରେ ଲାଗିଛି । ଏହା ବର୍ତ୍ତମାନ ସମୟରେ ବାଂଲାଦେଶର ଉତ୍ତର-ପୂର୍ବ ଖେପପୁରା ଠାରୁ ୧୬୦ କିମି. ଦୂରରେ ବାଂଲାଦେଶର ଉପକୂଳ ଅଞ୍ଚଳରେ ରହିଛି । ଯାହା ଆଗାମୀ ୬ ଘଣ୍ଟା ମଧ୍ୟରେ ଏହା ଗଭୀର ଅବପାତରେ ପରିଣତ ହୋଇ…