ଭୁବନେଶ୍ୱରର ଏହି ଅଞ୍ଚଳ କଣ୍ଟେଣ୍ଟମେଣ୍ଟ ଜୋନ୍ ଘୋଷଣା
ଭୁବନେଶ୍ୱର: ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି ପକ୍ଷରୁ) ସହରରେ ଦୁଇଟି କଣ୍ଟେଣ୍ଟମେଣ୍ଟ ଜୋନ୍ ଭାବରେ ଘୋଷଣା କରିଛି।
ବିଏମସିର ନିର୍ଦ୍ଦେଶ ଅନୁଯାୟୀ ସବସିଡାରି ଇଣ୍ଟେଲିଜେନ୍ସ ବ୍ୟୁରୋ (ଏସଆଇବି)ର ଏକ ରେସିଡେଣ୍ଟସିଆଲ୍ କଲୋନୀ, ବିଦ୍ୟୁତ ମାର୍ଗ, ୟୁନିଟ୍-ଭି ଏବଂ ବେହେରା…