Latest Odisha News

BREAKING NEWS

ଜାଣନ୍ତୁ ସାଧାରଣ ମଣିଷରୁ ‘ଅକ୍ସିଜେନ୍‌ ମ୍ୟାନ୍‌’ ସାଜିଥିବା ଗୌରବଙ୍କ କାହାଣୀ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ବର୍ତ୍ତମାନ କରୋନା ମହାମାରୀ ସହିତ ସଂଘର୍ଷ ଜାରି ରଖିଛି। ଏଭଳି ପରିସ୍ଥିତିରେ ଅନେକ ଲୋକ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସୁଛନ୍ତି। ସେହିଭଳି ଜଣେ ଉଦାର ମନୋଭାବ ଥିବା ବ୍ୟକ୍ତି ହେଉଛନ୍ତି ବିହାରର ଗୌରବ ରାୟ। କରୋନା କାଳରେ ସେ…

ପେଲେଙ୍କ ରେକର୍ଡ ସହ ସମକକ୍ଷ ହେଲେ ମେସି

କେପନାଉ:ଆର୍ଜେଟିଂନା ସୁପରଷ୍ଟାର ଲିଓନେଲ ମେସି ରବିବାର ଆଉ ଏକ ବଡ ଉପଲବ୍ଧି ହାସଲ କରିଛନ୍ତି । ଗୋଟିଏ କ୍ଲବ ପକ୍ଷରୁ ଖେଳି ସର୍ବାଧିକ ଗୋଲ ସ୍କୋର କରିଥିବା ବ୍ରାଜିଲର ମହାନ ଖେଳାଳି ପେଲେଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ମେସି ସ୍ପେନିଶ କ୍ଲବ ବାର୍ସିଲୋନା ପକ୍ଷରୁ ୭୪୮ ମ୍ୟାଚରେ ୬୪୩…

କବିତା: ଅଭୟ ଦେ ମା

ଜ୍ଞାନେନ୍ଦ୍ର କୁମାର ପଣ୍ଡା ମା' ମା' ମା' ଲୋ ତୋତେ ପଚାରୁଛି ଏ ଅଧମ ପୁତ୍ର ତୋର ତୁ ଯଦି ତୃଷିତ ଅଛୁ ଅନନ୍ତକାଳରୁ ହେ ମାଆ ମୋର ମୋତେ ଆଦେଶ କର ତୋ ଇଚ୍ଛିତ ବାକ୍ୟକୁ ମଣିବି ଶିରୋଧାର୍ଯ୍ୟ ଏ ମୋର ନଶ୍ୱର ଶରୀରୁ ଦେଇ ଟୋପା ଟୋପା ରୁଧିର। କହ..ତୋ ଅଧମ ପୁତ୍ର ପାଖରେ ଏହା…

ଆଗାମୀ ୬ ମାସ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ; ଉଦ୍ଧବ ଠାକରେ

ମୁମ୍ବାଇ: କରୋନାକୁ ଏଡାଇବା ପାଇଁ ସାରା ବିଶ୍ୱରେ ଟିକା ପରୀକ୍ଷା ଦ୍ରୁତ ଗତିରେ ଚାଲିଛି। ଅନ୍ୟପକ୍ଷରେ, ସତର୍କତା ଭାବରେ କରୋନାକୁ ଏଡାଇବା ପାଇଁ ଅଧିକାଂଶ ଦେଶରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଏହି କ୍ରମରେ ଆଜି ମହାରାଷ୍ଟ୍ରରେ ଆସନ୍ତା ୬ ମାସ ପାଇଁ ମାସ୍କ ପିନ୍ଧିବା…

କରୋନା: ମହିଳାଙ୍କ ତୁଳନାରେ ପୁରୁଷଙ୍କ ମୃତ୍ୟୁ ଆଶଙ୍କା ୩୦ ପ୍ରତିଶତ ଅଧିକ

ନୂଆଦିଲ୍ଲୀ: କରୋନା କବଳରେ ସାରା ବିଶ୍ବ। ଏପର୍ଯ୍ୟନ୍ତ ୭ କୋଟିରୁ ଅଧିକ ଲୋକ ସଂକ୍ରମିତ ହୋଇସାରିଲେଣି। ଏଥି ସହିତ ୧୬ ଲକ୍ଷରୁ ଅଧିକ ଲୋକ କରୋନା ଯୋଗୁ ପ୍ରାଣ ହରାଇସାରିଲେଣି। ଏକ ନୂତନ ଅଧ୍ୟୟନରେ ଜଣାପଡ଼ିଛି ଯେ ମହିଳାଙ୍କ ତୁଳନାରେ ପୁରୁଷଙ୍କ ମଧ୍ୟରେ କରୋନା ମୃତ୍ୟୁ ହେବାର ଆଶଙ୍କା ୩୦…

୫୦ ପାଇଲଟ୍‌ଙ୍କ ଲାଇସେନ୍ସ ବାତିଲ କଲେ ପାକିସ୍ତାନ ସରକାର

ଇସଲାମାବାଦ: ପାକିସ୍ତାନ ସରକାର ୫୦ ପାଇଲଟଙ୍କ ଲାଇସେନ୍ସ ବାତିଲ କରିଛନ୍ତି। ବାସ୍ତବରେ ଏହି ସମସ୍ତ ପାଇଲଟଙ୍କୁ ନକଲି ତଥ୍ୟରୁ ଲାଇସେନ୍ସ ମିଳିଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ଏହି ପ୍ରସଙ୍ଗରେ ଅଧିକାରୀମାନେ କିପରି ନକଲି ଲାଇସେନ୍ସ ପାଇଛନ୍ତି ତାହା ଅନୁସନ୍ଧାନ କରିବେ? ଏହି ଘଟଣା…

କାବୁଲରେ ବଡ଼ ଧରଣର ବୋମା ବିସ୍ଫୋରଣ; ୯ମୃତ ୨୦ରୁ ଅଧିକ ଆହତ

କାବୁଲ: ଆଫଗାନିସ୍ତାନର କାବୁଲରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଛି। ରବିବାର ଦିନ PD5 ଅଞ୍ଚଳରେ ହୋଇଥିବା ବିସ୍ଫୋରଣରେ ଅତି କମରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଜଣ ଆହତ ହୋଇଛନ୍ତି। ବର୍ତ୍ତମାନ ଏହା ଏକ ଦୁର୍ଘଟଣା କିମ୍ବା ବୋମା ବିସ୍ଫୋରଣ ବୋଲି ଅନୁସନ୍ଧାନ କରାଯାଉଛି।…

ସରିଲା ‘କେଜିଏଫ୍‌-୨’ର ସୁଟିଂ, ଜାଣନ୍ତୁ ସଂଜୟ ଓ ୟଶଙ୍କ ହାଲଚାଲ୍

ହାଇଦ୍ରାବାଦ: ସରିଲା ବହୁଚର୍ଚ୍ଚିତ ତଥା ଅପେକ୍ଷିତ ଫିଲ୍ମ 'କେଜିଏଫ୍‌-୨'ର ସୁଟିଂ । ଘରକୁ ବାହୁଡିଲେ ଦୁଇ ସୁପରଷ୍ଟାର ସଂଜୟ ଦତ୍ତ ଓ ୟଶ । ନିର୍ଦ୍ଧାରିତ ସମୟ ଅନୁଯାୟୀ ଫିଲ୍ମର କ୍ଲାଇମ୍ୟାକ୍ସର ସୁଟିଂ ସରିଥିଲାବେଳେ ସଂଜୟ ଦତ୍ତ ବି ନିଜ ଭାଗର ସୁଟିଂ ସାରିଛନ୍ତି । ସୁଟିଂ ସାରି…

ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଅଭିନେତା ସୁଶାନ୍ତଙ୍କ ପିତା କେ.କେ ସିଂ

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପିତା କେ.କେ ସିଂ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ହୃଦଘାତ ହେତୁ ସୁଶାନ୍ତଙ୍କ ପିତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିିଳିଛି। ପୂର୍ବ ଅପେକ୍ଷା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ତଥାପି ତାଙ୍କ…

ୱେବ୍ ସିରିଜ ମୁହାଁ ହେଲେ ସାହିଦ କାପୁର !

ମୁମ୍ବାଇ: ଫିଲ୍ମ କବୀର ସିଂର ସଫଳତା ପରେ ସହିଦ କାପୁରଙ୍କ ଦବଦବା ବଲିଉଡରେ ଢେର ବଢିଛି । ସେଥିପାଇଁ ତାଙ୍କୁ ଗୋଟିଏ ପରେ ଗୋଟିଏ ଅଫର ଆସିବାରେ ଲାଗିଛି । ନିକଟରେ ସେ ଫିଲ୍ମ ଜର୍ସିର ସୁଟିଂ ସାରିଥିଲେ । ହେଲେ ଏବେ ସେ ୱେବ୍ ସିରିଜ ପ୍ରତି ମନ ବଳାଇଥିବା ଜଣାପଡିଛି । ମିଳିଥିବା ରିପୋର୍ଟ…