Latest Odisha News

BREAKING NEWS

ପୋଲିସ ଡିଜିଙ୍କ ନିକଟରେ ଅଭିଯୋଗ କଲେ ଅନୁଭବ ମହାନ୍ତି

କଟକ: ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲା ଥମୁନି । ଗତକାଲି ବର୍ଷା ପୁରୀଘାଟ ଥାନାରେ ଏତଲା ଦେଇଥିଲେ । ଏହାପରେ ପୋଲିସ ଡିଜି ଅଭୟଙ୍କ ନିକଟରେ ପାଲଟା ଅଭିଯୋଗ କରିଛନ୍ତି ଅନୁଭବ ମହାନ୍ତି । କିଛି ଦିନ ତଳେ ଭାଇରାଲ ହୋଇଥିବା ଏକ ଅଡିଓକୁ ନେଇ…

ସ୍ୱାଭିମାନ ଅଞ୍ଚଳରେ ଲାଲବାହିନୀର ଷଡ଼ଯନ୍ତ୍ର ପଣ୍ଡ; ଅଳ୍ପକେ ବର୍ତ୍ତିଲେ ଯବାନ

ମାଲକାନଗିରି: ଲାଲଗଡ଼ରେ ଲାଲବାହିନୀର ଷଡ଼ଯନ୍ତ୍ର ପଣ୍ଡ। ସ୍ୱାଭିମାନ ଅଞ୍ଚଳରୁ ବିଏସଏଫ୍ ଯବାନମାନେ ଲ୍ୟାଣ୍ଡମାଇନ୍ ଉଦ୍ଧାର କରିଥିବା ସୂଚନା ମିଳିଛି। ସୂଚନାନୁସାରେ, ସ୍ୱାଭିମାନ ଅଞ୍ଚଳର ପିପଲପଦର ଠାରୁ ନାକାମାମୁଡ଼ି ମଧ୍ୟରେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଜଙ୍ଗଲରୁ ଲ୍ୟାଣ୍ଡମାଇନ…

ପରୀ ପାଇଁ ଆଜିଠୁ ବିଜେପିର ପଦଯାତ୍ରା, ଲିଙ୍ଗରାଜ ମନ୍ଦିରରୁ ଯଦୁପୁର ଯାଏ

ଭୁବନେଶ୍ୱର: ନୟାଗଡ଼ ନାବାଳିକା ‘ପରୀ’କୁ ନ୍ୟାୟ ଦାବିରେ ରାଜରାସ୍ତାକୁ ଓହ୍ଲାଇଛି ବିଜେପି । ଦଳ ପକ୍ଷରୁ ସମସ୍ତ ବିଧାନସଭା କ୍ଷେତ୍ରରେ ପଦଯାତ୍ରା ଚାଲିଛି । ଆଜି କୁନି ଝିଅକୁ ନ୍ୟାୟ ଦେବା ଦାବିରେ ଭୁବନେଶ୍ୱରରୁ ପରୀର ଗାଁ ନୟାଗଡ଼ ଜିଲ୍ଲା ଯଦୁପୁର ଯାଏ ପଦଯାତ୍ରା ଆରମ୍ଭ କରିବ ବିଜେପି ।…

ବିଜେଡି କାର୍ଯ୍ୟକାରିଣୀ ବୈଠକ, ନେତାଙ୍କୁ ମନ୍ତ୍ର ଦେବେ ନବୀନ

ଭୁବନେଶ୍ୱର: ଆଜି ବସୁଛି ବିଜେଡି କାର୍ଯ୍ୟକାରିଣୀ ବୈଠକ । ଦଳୀୟ କାର୍ଯ୍ୟାଳୟରେ ସକାଳ ସାଢ଼େ ୧୦ଟାରେ ଏହି ବୈଠକ ବସିବ । ସଭାପତିତ୍ୱ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବୈଠକରେ ୮୦ ଜଣ କାର୍ଯ୍ୟକାରିଣୀର ସଦସ୍ୟ ଯୋଗ ଦେବେ । ଗୁରୁମନ୍ତ୍ର ଦେବେ ନବୀନ କାର୍ଯ୍ୟକାରିଣୀରେ ବିଜେଡି…

ଖସୁଛି ପାରଦ; ଥରୁଛି ଓଡ଼ିଶା

ଭୁବନେଶ୍ବର: ରାଜ୍ୟରେ ଖସୁଛି ପାରଦ, ବଢୁଛି ଥଣ୍ଡାର ପ୍ରକୋପ। ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ନିରନ୍ତର ଭାବେ ଥଣ୍ଡା ଓ ଶୁଷ୍କ ପବନ ପ୍ରବାହିତ ହେଉଥିବାରୁ ରାଜ୍ୟ‌ର ରାତି ତାପମାତ୍ରା ଏବେ କମିବାରେ ଲାଗିଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ତାପମାତ୍ରା ପାଖାପାଖି ୫ ଡିଗ୍ରି…

ଶ୍ରୀମନ୍ଦିରରେ ଆଜି ଓଢଣ ଷଷ୍ଠୀ; ଶୀତବସ୍ତ୍ର ପରିଧାନ କରିବେ ଶ୍ରୀଜୀଉ

ପୁରୀ: ଆଜି ଶ୍ରୀମନ୍ଦିରରେ ପାଳିତ ହେଉଛି ଓଡ଼ଣଷଷ୍ଠୀ ନୀତି । ଏହି ଅବସରରେ ଶ୍ରୀଜୀଉମାନଙ୍କୁ ଘୋଡଲାଗି କରାଯିବ । ଶ୍ରୀମନ୍ଦିରରେ ପାଳିତ ହେଉଥିବା ଦ୍ଵାଦଶ ଯାତ୍ରାମାନଙ୍କ ମଧ୍ୟରୁ ଏହି ଯାତ୍ରା ଅନ୍ୟତମ। ଏହି ପରିପ୍ରେକ୍ଷୀରେ ପଞ୍ଚମୀରେ ମହାପ୍ରଭୁଙ୍କ ରାତ୍ର ଚନ୍ଦନ ଲାଗି ବଢ଼ିବା ପରେ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ   ତା ୨୦-୧୨-୨୦୨୦ ରବିବାର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ଡିସେମ୍ବର ତା ୨୦ ରିଖ ରବିବାର ଧନୁ ୬ ଦିନ ମାର୍ଗଶିର ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥି ଶତଭିଷା ନକ୍ଷତ୍ର କୁମ୍ଭ ଚନ୍ଦ୍ର   ଘାତ ବାର :- ମେଷ ରାଶିର    ଘାତ ଚନ୍ଦ୍ର:-ମିଥୁନ ରାଶି ପୁରୁଷ ଓ ମୀନ ରାଶିର…

ବିଶ୍ୱକପ ବକ୍ସିଂରେ ସ୍ୱର୍ଣ୍ଣ ଜିତିଲେ ଭାରତର ଅମିତ

ବର୍ଲିନ: ଜର୍ମାନୀରେ ଚାଲିଥିବା ବକ୍ସିଂ ବିଶ୍ୱକପରେ ଭାରତକୁ ଶନିବାର ବଡ ସଫଳତା ମିଳିଛି । ପୁରୁଷ ୫୨ କେଜି ବର୍ଗରେ ଅମିତ ପଙ୍ଘଲ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ପ୍ରଭାବୀ ପ୍ରଦର୍ଶନ କରି ସେ ଫାଇନାଲରେ ପ୍ରବେଶ କରିଥିଲେ । ଫାଇନାଲରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଜର୍ମାନୀ ବକ୍ସର ଅରଗିଷ୍ଟ…

ଆଇଏଫଏଫଆଇ ମହୋତ୍ସବରେ ପ୍ରଦର୍ଶିତ ହେବ ସୁଶାନ୍ତଙ୍କ ଛିଛୋରେ

ମୁମ୍ବାଇ: ୫୧ ତମ ଭାରତୀୟ ଅନ୍ତରାଷ୍ଟ୍ରୀୟ ଫିଲ୍ମ ମହୋତ୍ସୋବ (ଆଇଏଫଏଫଆଇ)ରେ ସୁଶାନ୍ତ ସିଂ ରାଜପୁତଙ୍କ ଛିଛୋରେ ଫିଲ୍ମ ପ୍ରଦର୍ଶିତ ହେବ । ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର ଶନିବାର ଏ ନେଇ ଘୋଷଣା କରିଛନ୍ତି । ସାଣ୍ଡ କି ଆଁଖ, ଛିଛୋରେ ସମେତ ଭାରତୀୟ ପାନାରୋମାର ୨୩ ଫିଚର ଏବଂ…

କରୋନା ଟିକା ଲାଗି ଭାରତକୁ ସହାୟତା ମାଗିଛନ୍ତି ୧୨ ଦେଶ: ନୀତି ଆୟୋଗ

ନୂଆଦିଲ୍ଲୀ: କରୋନା ଟିକା ଲାଗି ୧୨ ଦେଶ ଭାରତକୁ ଅନୁରୋଧ କରିଥିବା କହିଛନ୍ତି ନୀତି ଆୟୋଗ ସଦସ୍ୟ ଡ. ଭି.କେ ପାଲ। କୋଭିଡ-୧୯ ସଂକ୍ରାନ୍ତୀୟ ଉଚ୍ଚ ସ୍ତରୀୟ ମନ୍ତ୍ରୀ ମଣ୍ଡଳ ବୈଠକରେ ଶନିବାର ଦିନ ସେ କହିଛନ୍ତି ଯେ କରୋନା ଟିକା ପାଇଁ ଭାରତକୁ ୧୨ ଟି ଦେଶ ସହାୟତା ମାଗିଛନ୍ତି। ଟିକା…