Latest Odisha News

BREAKING NEWS

Cyclone Ditwah: ତାମିଲନାଡ଼ୁରେ ‘ଦିତୱା’ର ପ୍ରଭାବ: ଜାରି ରହିଛି ଭୀଷଣ ବର୍ଷା, ୧୦ ଜିଲ୍ଲାରେ ରେଡ୍‌ଆଲର୍ଟ

ଚେନ୍ନାଇ: ଶ୍ରୀଲଙ୍କାରେ ତାଣ୍ଡବ ରଚିଥିବା ସାମୁଦ୍ରିକ ବାତ୍ୟା ‘ଦିତୱା’ ଏବେ ଦକ୍ଷିଣ ଭାରତର ତାମିଲନାଡୁ ଓ ପୁଡୁଚେରି ଉପକୂଳ ଆଡକୁ ଅଗ୍ରସର ହେବାରେ ଲାଗିଛି। ତେଣୁ ଏହାର ପ୍ରଭାବରେ ତାମିଲନାଡୁ, ପୁଡୁଚେରି ସମେତ ଆନ୍ଧ୍ରପ୍ରଦେଶର ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ଓ ପବନ ଲାଗି ରହିଛି। ଫଳରେ…

Cyclone Ditwah: ଶ୍ରୀଲଙ୍କାରେ ସାମୁଦ୍ରିକ ବାତ୍ୟା ‘ଦିତୱା’ର ତାଣ୍ଡବ, ୩୦୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ ଉଦ୍ଧାର କଲାଣି…

ଥିରୁବନନ୍ତପୁରମ୍: ଶ୍ରୀଲଙ୍କାରେ ତାଣ୍ଡବ ରଚିଛି ସାମୁଦ୍ରିକ ବାତ୍ୟା ‘ଦିତୱା’। ଶ୍ରୀଲଙ୍କାର କୋଟମାଲେ ଅଞ୍ଚଳରେ ଏକ ବିଶାଳ ଭୂସ୍ଖଳନ ଯୋଗୁଁ ଭାରତୀୟ ବାୟୁସେନା ନିରନ୍ତର ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ହୋଇଥିବାରୁ ଏହି ଅଞ୍ଚଳ ସମ୍ପୂର୍ଣ୍ଣ ଭାବରେ…

ଚର୍ଚ୍ଚାରେ ସେଜଲଙ୍କ ପାଳିତ ମାଆଙ୍କ ଆବେଗଭରା ଚିଠି

ବାଲେଶ୍ବର: ଆମେରିକାରେ ପାଳିତ ପିତାମାତାଙ୍କ ଉପରେ ଶାରୀରିକ ଏବଂ ମାନସିକ ନିର୍ଯାତନାର ଅଭିଯୋଗ ଆଣି ଓଡ଼ିଆ ଝିଅ ପୂଜା ଓରଫ ସେଜଲ ରାଜ୍ୟ ସରକାରଙ୍କ ସହାୟତାରେ ଓଡିଶା ଫେରିଛନ୍ତି। ସରକାରଙ୍କ ସହଯୋଗରେ ଆମେରିକାରୁ ଫେରି ବାଲେଶ୍ବର ଜିଲ୍ଲା ନାରୀ ସଂଘ ଗୃହରେ ସେଜଲ ରହୁଛନ୍ତି। କିଛି ଦିନ ପରେ…

H-1B ବନ୍ଦ କଲେ ଆମେରିକା ପାଇଁ ବହୁତ କ୍ଷତି: ମସ୍କ

ନୂଆଦିଲ୍ଲୀ: ଟେସଲାର ସିଇଓ ଏଲୋନ ମସ୍କ ଆମେରିକାରେ ଭାରତୀୟ ପ୍ରତିଭାଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକାର କରିଛନ୍ତି। ସେ ବିଶ୍ୱାସ କରନ୍ତି ଯେ ଗତ କିଛି ବର୍ଷ ମଧ୍ୟରେ ସେଠାରେ ପ୍ରବାସୀ କୁଶଳୀ ଭାରତୀୟଙ୍କ ଦ୍ୱାରା ଆମେରିକା ବହୁତ ଲାଭବାନ ହୋଇଛି। ରବିବାର ୟୁଟ୍ୟୁବରେ ପ୍ରକାଶିତ…

ଡିସେମ୍ବର ପହିଲାରୁ ନୂଆ ନିୟମ, ଏଲପିଜି କମର୍ସିଆଲ ଦର କମିବ ନା ବଢିବ?

ନୂଆଦିଲ୍ଲୀ: ଡିସେମ୍ୱର ପହିଲାରୁ ନୂଆ ନିମୟ ଲାଗୁ ହେବାକୁ ଯାଉଛି । ରନ୍ଧନ ଗ୍ୟାସ୍ ଦର ଏବଂ ବିମାନ ଯାତ୍ରା ଖର୍ଚ୍ଚ ବଦଳିପାରେ। ପ୍ରତିମାସରେ ଧାର୍ଯ୍ୟ କରାଯାଉଥିବା ରନ୍ଧନ ଗ୍ୟାସର ମୂଲ୍ୟ ଡିସେମ୍ବର ମାସରେ ବଦଳିବ। ଏହା ଅଧିକ ହେବ ନା କମିବ ସେ ନେଇ ଚାଲିଛି ଚର୍ଚ୍ଚା। ସରକାରୀ କର୍ମଚାରୀ,…

NIAର ବଡ଼ ଧରଣର ରେଡ୍: ଦିଲ୍ଲୀ ବିସ୍ଫୋରଣରେ ବିହାର ଲିଙ୍କ୍‌

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ NIAର ବଡ଼ ଧରଣର ରେଡ୍। ଦିଲ୍ଲୀ ବିସ୍ଫୋରଣ ପରେ ପୁଲୱାମା, ସୋପିଆନ୍‌ରେ ରେଡ୍ ଚାଲିଛି। ଦିଲ୍ଲୀ ବିସ୍ଫୋରଣର ଅଭିଯୁକ୍ତ ଘରେ ଚଢ଼ାଉ ଜାରି ରହିଛି। ଅନ୍ୟପଟେ ଏହି ବିସ୍ଫୋରଣ ମାମଲାରେ ବିହାରର ଖଗଡ଼ିଆ ଜିଲ୍ଲା ସହ ସମ୍ପର୍କ ରହିଥିବା ଜଣାପଡ଼ିଛି। ଜାତୀୟ…

Parliament Winter Session: ସଂସଦର ଶୀତ ଅଧିବେଶନ; SIRକୁ ନେଇ କମ୍ପିବ ଗୃହ

ନୂଆଦିଲ୍ଲୀ: ଆଜିଠାରୁ ସଂସଦର ଶୀତ ଅଧିବେଶନ। SIRକୁ ନେଇ କମ୍ପିବ ଗୃହ। SIRକୁ ନେଇ ବିରୋଧୀ ସ୍ବତନ୍ତ୍ର ଆଲୋଚନା ଦାବି କରିବା ନିଶ୍ଚିତ। ତେଣୁ ଗତ ଅଧିବେଶନ ଭଳି ଏଥର ମଧ୍ୟ ଅଚଳାବସ୍ଥା ସମ୍ଭାବନା ରହିଛି। କଂଗ୍ରେସ, ସମାଜବାଦୀ ପାର୍ଟି, TMC ଉଠାଇ ପାରନ୍ତି SIR ପ୍ରସଙ୍ଗ। ଜାତୀୟ ସୁରକ୍ଷା,…

Odisha Winter: ପୁଣି ରାଜ୍ୟକୁ ଫେରିବ ଶୀତ, ୩ ଡିଗ୍ରୀ କମିବ ତାପମାତ୍ରା

ଭୁବନେଶ୍ବର: ପୁଣି ରାଜ୍ୟକୁ ଫେରିବ ଶୀତ। ବାତ୍ୟା ଡିଟୱାର ସିଧା ସଳଖ ପ୍ରଭାବ ଓଡ଼ିଶା ଉପରେ ପଡିବ ନାହିଁ। ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ମେଘୁଆ ପାଗ ସହ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ଓଡ଼ିଶାର ମାଲକାନଗିରି ଓ କୋରାପୁଟର କିଛି ସ୍ଥାନରେ ହାଲୁକା ବର୍ଷା…

ଜାଗରଣ, ଆତ୍ମୀୟତା ଓ ପ୍ରତିବଦ୍ଧତା ଜୀବନର ମୂଳମନ୍ତ୍ର: ପ୍ରଫେସର ଗଣେଶୀ ଲାଲ

ଭୁବନେଶ୍ୱର: ଜାଗରଣ, ଆତ୍ମୀୟତା ଓ ପ୍ରତିବଦ୍ଧତା ହେଉଛି ଜୀବନର ମୂଳମନ୍ତ୍ର ବୋଲି ଓଡ଼ିଶାର ପୂର୍ବତନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି। ରବିବାର କିସ୍‍ ବିଶ୍ୱବିଦ୍ୟାଳୟ ୫ମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଫେସର ଲାଲ୍‍ କହିଛନ୍ତି, ମୁଁ କିଏ, ମୁଁ କେଉଁଠି…

Sultan Azlan Shah cup 2025: ୪ର୍ଥ ଥରପାଇଁ ରୌପ୍ୟ ଜିଣିଲା ଭାରତ…ବେଲଜିୟମର ପ୍ରଥମ ଟାଇଟଲ

ନୂଆଦିଲ୍ଲୀ:ଭାରତ ୪ର୍ଥ ଥର ପାଇଁ ରୌପ୍ୟ ପଦକ ହାସଲ କରିଛି । ସୁଲତାନ ଆଜଲାନ ଶାହ କପ୍ ଫାଇନାଲରେ ଭାରତୀୟ ପୁରୁଷ ହକି ଦଳ ବେଲଜିୟମ ଠାରୁ ୦-୧ ଗୋଲରେ ପରାସ୍ତ ହୋଇଛି । ରବିବାର ମାଲେସିଆର ଇପୋହରେ ଅନୁଷ୍ଠିତ ଛଅ ଦଳୀୟ ସୁଲତାନ ଆଜଲାନ ଶାହ ଟୁର୍ଣ୍ଣାମେଣ୍ଟରେ ବେଲଜିୟମ ପ୍ରଥମ ଟାଇଟଲ ହାସଲ…