Latest Odisha News

BREAKING NEWS

ପ୍ରେମ ପ୍ରତାରଣା ଓ ବ୍ଲାକ ମେଲିଂ ଅଭିଯୋଗରେ ପୋଲିସ ଅଧିକାରୀ ଗିରଫ

କେସିଙ୍ଗା: ପୋଲିସକୁ ଗରିଫ କଲା ପୋଲିସ । ଜଣେ ବିବାହିତା ମହିଳା କନଷ୍ଟେବଳଙ୍କୁ ପ୍ରେମ ପ୍ରତାରଣା ଓ ବ୍ଲାକ ମେଲିଂ ଅଭିଯୋଗରେ ମାଲକାନଗିରି ଏସଡିଏସପି ଅକ୍ଷୟ କୁମାର ନାୟକ ଗିରଫଙ୍କୁ ଗିରଫ କରିଛି କେସିଙ୍ଗା ପୋଲିସ । ମିଳିଥିବା ସୂଚନା ଅନୁସାରେ, ଅକ୍ଷୟ କେସିଙ୍ଗା ଥାନାରେ ଏସଡିପିଓ…

ଦିଲ୍ଲୀ: ଗୋଟିଏ ଦିନରେ ସର୍ବାଧିକ ୯୦ ହଜାର କରୋନା ପରୀକ୍ଷା ରେକର୍ଡ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କରୋନା ପରୀକ୍ଷଣ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ଗୋଟିଏ ଦିନରେ ସର୍ବାଧିକ ୯୦,୩୫୪ ପରୀକ୍ଷା କରାଯାଇଥିଲା ଏବଂ ସଂକ୍ରମଣ ହାର ମଧ୍ୟ ଯଥେଷ୍ଟ କମ୍ ଥିବା ଜଣାପଡିଛି। ଏହା ସହ ଗୋଟିଏ ଦିନରେ କରୋନାର ୧୩୬୩ ଟି ନୂଆ ମାମଲା ପ୍ରକାଶ ପାଇଛି। ତଥ୍ୟ ଅନୁଯାୟୀ,…

ଜରୁରୀକାଳୀନ ବ୍ୟବହାର ପାଇଁ ‘ମଡର୍ନା’ ଟିକାକୁ ଖୁବ୍‌ ଶୀଘ୍ର ମିଳିପାରେ ମଞ୍ଜୁରୀ

ୱାଶିଂଟନ୍: କରୋନା ଭୂତାଣୁ ଦ୍ୱାରା ଆମେରିକା ବିଶ୍ୱରେ ସର୍ବାଧିକ ପ୍ରଭାବିତ ଦେଶ ହୋଇଛି। ଏହି ଭୂତାଣୁ ଦେଶରେ ବିପଦ ସୃଷ୍ଟି କରୁଛି। ଏହି ସମୟରେ, ଆମେରିକାର ଫୁଡ୍‌ ଏବଂ ଡ୍ରଗ୍ ଆଡମିନିଷ୍ଟ୍ରେସନ (ଏଫଡିଏ) ପରାମର୍ଶଦାତା ମଡର୍ନାର କରୋନା ଟିକାର ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ ସପକ୍ଷରେ…

ଦେଶରେ ଗତ ୨୪ ଘଣ୍ଟାରେ ୨୨ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏକ କୋଟିରେ ପହଞ୍ଚିଛି। ତେବେ ଦେଶର ୯୫ ଲକ୍ଷରୁ ଅଧିକ ଲୋକ ମଧ୍ୟ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୨ ହଜାରରୁ ଅଧିକ କରୋନା ମାମଲା ରିପୋର୍ଟ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ତଥ୍ୟ…

ଜାପାନରେ କୋଭିଡ -୧୯ ଟିକା ଅନୁମୋଦନ ପାଇଁ ଫାଇଜରର ଆବେଦନ

ନୂଆଦିଲ୍ଲୀ: ଫାର୍ମାସ୍ୟୁଟିକାଲ୍ କମ୍ପାନୀ Pfizer Inc. ଶୁକ୍ରବାର ଦିନ ଜାପାନରେ ଏହାର ଗୋଭିଡ୍‌-୧୯ ଟିକା ଅନୁମୋଦନ ପାଇଁ ଆବେଦନ କରିଥିବା କହିଛି। ସୂଚନା ଥାଉ କି ବ୍ରିଟେନ ଏବଂ ଆମେରିକାରେ ଏହା ପୂର୍ବରୁ ଅନୁମୋଦିତ ହୋଇସାରିଛି। ଜାପାନ ସରକାର Pfizer ଏବଂ ଜର୍ମାନ ସହଭାଗୀ…

ଆଜି କୃଷକ ସମ୍ମିଳନୀକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଦେଶରେ ଚାଲିଥିବା କୃଷକ ଆନ୍ଦୋଳନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶର ଚାଷୀଙ୍କ ସହ ଆଲୋଚନା କରିବେ। ଦେଶର କିଛି କୃଷକ ଏବଂ ସଂଗଠନ ଦ୍ୱାରା ଦିଲ୍ଲୀରେ ଆୟୋଜିତ ଆନ୍ଦୋଳନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନ ୨ଟାରେ ଭିଡିଓ କନଫରେନ୍ସିଂ…

ଶୀତରୁ ରକ୍ଷା ନିମନ୍ତେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଘୋଡ଼ଲାଗି ନୀତି; ପ୍ରସ୍ତୁତ ହେଲାଣି ଶୀତ ବସ୍ତ୍ର

ଭୁବନେଶ୍ୱର: ମହାପ୍ରଭୁଙ୍କ ମାନବୀୟ ଲୀଳାର ନିଦର୍ଶନ। ଶୀତ ର ପ୍ରକୋପ ରୁ ବଞ୍ଚିବା ପାଇଁ ଶ୍ରୀମନ୍ଦିର ମହାପ୍ରଭୁଙ୍କ ଘୋଡ଼ ଲାଗି ନୀତି ଅନୁଷ୍ଠିତ ହେବ। ଡିସେମ୍ବର ୨୦ ତାରିଖ ରବିବାର ମାର୍ଗଶିର ମାସ ଶୁକ୍ଳ ଷଷ୍ଠୀରେ ଶ୍ରୀମନ୍ଦିରରେ ପାଳିତ ହେବ ଓଢଣ ଷଷ୍ଠୀ । ସେହି ଦିନ ଶୀତ ବସ୍ତ୍ର…

ଆନୁମାନିକ ୧୪ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଚାଷ ନଷ୍ଟ କଲା ପୋଲିସ

ଗଜପତି: ଗଜପତି ଜିଲ୍ଲା ମୋହନା ଥାନା କୁମାଙ୍ଗପଦର ଗାଁ ନିକଟସ୍ତ ଜଙ୍ଗଲରେ ପୁଣି ଗଞ୍ଜେଇ ଚାଷ ନଷ୍ଟ କରିଛି ପୋଲିସ ଓ ଅବକାରୀ ବିଭାଗ। ସୂଚନାନୁସାରେ, ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ହୋଇଥିବା ଏହି ମିଳିତ ଅଭିଯାନରେ ଗଜପତି ଜିଲ୍ଲା ମୋହନା ଥାନା କୁମାଙ୍ଗପଦରରେ ମିଳିତ ଚଢ଼ାଉ କରି ୭୨…

କ୍ବିସିଆଇ କ୍ବାଲିଟି ଚାମ୍ପିଅନ୍ ଆଓ୍ବାର୍ଡ ପାଇଲେ ସାଇ ପ୍ରତିଷ୍ଠାତା ବିଜୟ ସାହୁ

ଭୁବନେଶ୍ୱର: ଗୁଣାତ୍ମକ ଶିକ୍ଷା ପାଇଁ ସାଇ ଆନ୍ତର୍ଜାତୀୟ ଶିକ୍ଷା ଗ୍ରୁପ ପ୍ରତିଷ୍ଠାତା ଡ. ବିଜୟ କୁମାର ସାହୁଙ୍କୁ ଦ୍ୱିତୀୟ କ୍ବିସିଆଇ କ୍ବାଲିଟି ଚାମ୍ପିଅନ୍ ପୁରସ୍କାର ୨୦୨୦ ପ୍ରଦାନ କରାଯାଇଛି। ଏନବିକ୍ବୁପିର ଚେୟାରମ୍ୟାନ୍ ଏବଂ ସିମେନ୍ସ ଇଣ୍ଡିଆର ଏମଡି ଓ ସିଇଓ ସୁନୀଲ ମାଥୁର…

ଭାରସାମ୍ୟ ହରାଇ ଓଲଟି ପଡିଲା ଯାତ୍ରୀବାହୀ ବସ୍; ୨୫ ଆହତ

ଫୁଲବାଣୀ: ଭାରସାମ୍ୟ ହରାଇ ଓଲଟିପଡ଼ିଲା ଯାତ୍ରୀବାହୀ ବସ୍। ସୂଚନାନୁସାରେ,କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ଗଡ଼ିଆପଡ଼ା ସ୍କୁଲ୍‌ ନିକଟରେ ଗୁରୁବାର ରାତି ପ୍ରାୟ ୧୨ ଟା ପାଖାପାଖି ଏକ ଘରୋଇ ଯାତ୍ରୀବାହୀ ବସ୍ 'ରାଜା' ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ପାଖାପାଖି ହେବାରୁ ୨୫ ଜଣ…