Latest Odisha News

BREAKING NEWS

ପ୍ରେମ ପ୍ରତାରଣା ଓ ବ୍ଲାକ ମେଲିଂ ଅଭିଯୋଗରେ ପୋଲିସ ଅଧିକାରୀ ଗିରଫ

କେସିଙ୍ଗା: ପୋଲିସକୁ ଗରିଫ କଲା ପୋଲିସ । ଜଣେ ବିବାହିତା ମହିଳା କନଷ୍ଟେବଳଙ୍କୁ ପ୍ରେମ ପ୍ରତାରଣା ଓ ବ୍ଲାକ ମେଲିଂ ଅଭିଯୋଗରେ ମାଲକାନଗିରି ଏସଡିଏସପି ଅକ୍ଷୟ କୁମାର ନାୟକ ଗିରଫଙ୍କୁ ଗିରଫ କରିଛି କେସିଙ୍ଗା ପୋଲିସ ।

BjdElectrycity

ମିଳିଥିବା ସୂଚନା ଅନୁସାରେ, ଅକ୍ଷୟ କେସିଙ୍ଗା ଥାନାରେ ଏସଡିପିଓ ଭାବେ କାମ କରୁଥିବା ବେଳେ ଏହି ବିବାହିତା ମହିଳା କନଷ୍ଟେବଳଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପରେ ସେ ଏଠାରୁ ବଦଳି ହୋଇ ଗଲା ପରେ ତାଙ୍କୁ ବ୍ଲାକମେଲିଂ କରୁଥିବା ଅଭଯୋଗ ହୋଇଛି । ଅଭିଯୋଗକାରିଣୀ ଏ ନେଇ କେସିଙ୍ଗା ଥାନାରେ ମାମଲା ରୁଜୁ କରିଥିଲେ । ଏହା ଆଧାରରେ ପୋଲିସ ଅକ୍ଷୟଙ୍କୁ ଗିରଫ କରିଛି ।

 

Leave A Reply

Your email address will not be published.