Latest Odisha News

BREAKING NEWS

ମାନବବାଦ ସଙ୍ଗଠନ ମୁଖ୍ୟ ମାନସ ଦାସ ଗିରଫ

ଭୁବନେଶ୍ବର : ଶେଷରେ ଗିରଫ ହେଲେ ମାନବବାଦ ସଙ୍ଗଠନ ମୁଖ୍ୟ ମାନସ ଦାସ । ମାନସଙ୍କୁ ଭୁବନେଶ୍ବର ସ୍ଥିତ ବାସଭବନରୁ ଉଠାଇ ନେଇଛି ଖୋର୍ଦ୍ଧା ପୋଲିସ । ପଚରାଉଚରା ପରେ ତାଙ୍କୁ ଗିରଫ କରିଛି ପୋଲିସ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ । ମାନସଙ୍କ ନାଁରେ ନିର୍ଯାତନା ଓ…

୬୫ରୁ ଅଧିକ ଛାତ୍ରଛାତ୍ରୀ କରୋନା ସଂକ୍ରମିତ

ନୂଆଦିଲ୍ଲୀ: କେରଳରୁ ଆସିଥିବା ୬୫ ରୁ ଅଧିକ ଛାତ୍ର କରୋନା ସଂକ୍ରମିତ ହୋଇଛନ୍ତି। ଏ ନେଇ କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ ଗୁରୁବାର ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ କୋଲାର କେଜିଏଫ୍ କଲେଜ ଅଫ୍ ଡେଣ୍ଟାଲ୍ ସାଇନ୍ସ ଏବଂ ହସ୍ପିଟାଲରେ ୬୫ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍…

ସୋସିଆଲ ମିଡିଆ, ନ୍ୟୁଜ୍ ପୋର୍ଟାଲରେ ମିଥ୍ୟା ଖବର ପ୍ରସାରଣକୁ ନେଇ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ୱେବ୍ ପୋର୍ଟାଲ ଏବଂ ୟୁଟ୍ୟୁବ୍ ଚ୍ୟାନେଲରେ ମିଥ୍ୟା ଖବର ପ୍ରସାରଣକୁ ନେଇ ସୁପ୍ରିମକୋର୍ଟ ଗୁରୁବାର ଗୁରୁତର ଚିନ୍ତା ପ୍ରକଟ କରିଛନ୍ତି। ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଏନ୍‌ ଭି ରମଣଙ୍କ ନେତୃତ୍ୱରେ ଏକ ଖଣ୍ଡପୀଠରେ ଏକ ଆବେଦନ ଶୁଣାଣି କରି “ମିଥ୍ୟା ଖବର” ର ପ୍ରସାର…

[ଭିଡିଓ] ବିଳମ୍ବିତ ରାତିରେ କିନ୍ନର ଓ ପୋଲିସ ମୁହାଁମୁହିଁ

ପୁରୀ: ଦିନକୁ ଦିନ କିନ୍ନରମାନଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି । ଗତକାଲି ରାତିରେ ପୁରୀରେ ସାମ୍ନାକୁ ଆସିଥିଲା ଅପ୍ରିତୀକର ଘଟଣା । କର୍ତ୍ତବ୍ୟରତ ପୋଲିସ ସହ ମାରପିଟ୍ କରିବା ଅଭିଯୋଗରେ ଏକାଧିକ କିନ୍ନର ଥାନାରେ ଅଟକ ରହିଥିବା ସୂଚନା ରହିଛି । ମିଳିଥିବା ରିପୋର୍ଟ ଅନୁଯାୟୀ ଗତକାଲି…

ଗୁରୁତର ଅବସ୍ଥାରେ ଉଦ୍ଧାର ହେଲେ ମା’ ଓ ପୁଅ

ରାଜଗାଙ୍ଗପୁର: ଦୟନୀୟ ଅବସ୍ଥାରେ ଉଦ୍ଧାର ହେଲା ମା ଓ ପୁଅ । ରାଜଗାଙ୍ଗପୁର ପୌରପାଳିକା ୧୨ ନମ୍ବର ୱାର୍ଡରେ ସିନେମା ପଡ଼ାଠାରେ ଏପରି ଅଭାବନୀୟ ଘଟଣା ଘଟିଛି। ଦୀର୍ଘ ୧୫ ଦିନ ମୁର୍ମୁଷ ଅବସ୍ଥାରେ ଘରେ ପଡ଼ିବା ପରେ ୬୦ ବର୍ଷୀୟ ବୃଦ୍ଧା ଓ ତାଙ୍କ ପୁଅକୁ ଉଦ୍ଧାର କରାଯାଇଛି। ସ୍ଥାନୀୟ ଲୋକ ଖବର…

କାଲି ଆଫଗାନିସ୍ତାନରେ ସରକାର ଗଠନ କରିବ ତାଲିବାନ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ କ୍ଷମତା ଦଖଲ କରିବାର ଦୁଇ ସପ୍ତାହ ପରେ ଆସନ୍ତାକାଲି ତାଲିବାନ ଆଫଗାନିସ୍ତାନରେ ସରକାର ଗଠନ କରିବ‌ାକୁ ଯାଉଛି। ଆସନ୍ତାକାଲି ଶୁକ୍ରବାର ତାଲିବାନ ସରକାର ଗଠନ କରିବ ବୋଲି ସୂତ୍ରରୁ ପ୍ରକାଶ। ଅଗଷ୍ଟ ୧୫ ରେ କାବୁଲକୁ କାବୁ କରିବା ପରେ ତାଲିବାନ ଆଫଗାନିସ୍ତାନକୁ…

ନାକେଦମ୍ କଲା ବାଘ

ଭୁବନେଶ୍ୱର : ଭୁବନେଶ୍ୱର ନନ୍ଦନକାନନରେ ଅଘଟଣ । ନନ୍ଦନକାନନରେ ଥିବା ମହାବଳ ବାଘ ଖସିଯାଇଥିବା ଖବର ସାମ୍ନାକୁ ଆସିଛି । କିଛି ସମୟ ପରେ ବନକର୍ମଚାରୀ ବାଘଟିକୁ ଉଦ୍ଧାର କରିଛନ୍ତି। ୩୩ ନମ୍ବର ଖୁଆଡରୁ ମହାବଳ ବାଘ ଖସି ପଳାଇଥିଲା । ଆଜି ସକାଳ ପ୍ରାୟ ୯ଟା ୩୦ ଟା ପାଖାପାଖି ହେବ ଏପରି ଅଘଟଣ…

ଟିକାର ପ୍ରଭାବକୁ ଅକାମି କରିଦେଇପାରେ କରୋନାର ନୂଆ ପ୍ରଜାତି ‘ମ୍ୟୁ’

ଜେନେଭା: କରୋନାର ନୂତନର ପ୍ରଜାତି 'ମ୍ୟୁ' ଅଧିକ ମାରାତ୍ମକ ଓ ସଂକ୍ରାମକ ହୋଇପାରେ ବୋଲି ହୁ ଚେତାବନୀ ଦେଇଛି। ଏହି ନୂଆ ପ୍ରଜାତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ବୋଲି ହୁ କହିଛି। 'ମ୍ୟୁ'- ଏହାର ବୈଜ୍ଞାନିକ ନାମ B.1.621 ଭାବରେ ଜଣାଶୁଣା। ଏହା ପ୍ରଥମେ ଜାନୁୟାରୀ ୨୦୨୧ରେ…

[ଭିଡିଓ] ତାଲିବାନକୁ ନେଇ ମୁହଁ ଖୋଲିଲେ ଅଭିନେତା ନସିରୁଦ୍ଦିନ ଶାହ

ଭୁବନେଶ୍ୱର: ଭିନ୍ନ ଢଙ୍ଗରେ ରାଜନୈତିକ ବିଶ୍ଳେଷଣ ପାଇଁ ପ୍ରାୟତଃ ସମୟ ଚର୍ଚ୍ଚାରେ ରହିଥାନ୍ତି ଭେଟେରାନ୍ ଅଭିନେତା ନସିରୁଦ୍ଦିନ୍ ଶାହ । ନିକଟରେ ତାଲିବାନର ଆଫଗାନିସ୍ତାନ କବ୍‌ଜାକୁ ସେ ନିନ୍ଦା କରିଛନ୍ତି । ଏପରିକି ତାଲିବାନର ବିଜୟକୁ ସ୍ୱାଗତ କରିଥିବା ଭାରତୀୟ ମୁସଲମାନଙ୍କୁ ମଧ୍ୟ ସେ…

ଏଠାରେ ‘ସାର୍‌’ ଆଉ ‘ମ୍ୟାଡାମ୍‌’ କହିବା ମନା

ପାଲକ୍କଡ: ସାଧାରଣତଃ ଆମେ ଅନ୍ୟକୁ ସମ୍ମାନ ଦେବା ଅର୍ଥରେ ଡାକିବା ପୂର୍ବରୁ ସାର୍‌ କିମ୍ବା ମ୍ୟାଡାମ୍‌ ବ୍ୟବହାର କରିଥାଉ। କିନ୍ତୁ ଏହି ଗାଁରେ ଏସବୁ ଆଚରଣକୁ ବାରଣ କରାଯାଇଛି। କେରଳର ମାଥୁର ନାମକ ଗ୍ରାମରେ କେହି କାହାକୁ ଡାକିବା ପୂର୍ବରୁ ଏଭଳି ସମ୍ମାନଜନକ ଶବ୍ଦ ପ୍ର‌ୟୋଗ କରିବା ଉପରେ…