‘ଶେରଶାହା’ ଆମାଜନ ପ୍ରାଇମ ଭିଡିଓରେ ସର୍ବାଧିକ ଦେଖାଯାଇଥିବା ଭାରତୀୟ ଚଳଚ୍ଚିତ୍ର
ନୂଆଦିଲ୍ଲୀ: ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ଅଭିନୀତ ତଥା କରଣ ଜୋହରଙ୍କ ଧର୍ମ ପ୍ରଡକ୍ସନ୍ସ ଦ୍ୱାରା ପ୍ରଯୋଜିତ ୱାର୍ ଡ୍ରାମା ମୁଭି 'ଶେର୍ଶାହା' ଭାରତର ଆମାଜନ ପ୍ରାଇମ ଭିଡିଓରେ ସର୍ବାଧିକ ଦେଖାଯାଇଥିବା ଚଳଚ୍ଚିତ୍ର ବୋଲି କମ୍ପାନୀ ଏକ ବିବୃତ୍ତିରେ କହିଛି।
କ୍ୟାପ୍ଟେନ…