ହ୍ୟାକ ହେଲା ଶତ୍ରୁଘ୍ନ ସିହ୍ନାଙ୍କ ଟୁଇଟର ଆକାଂଉଟ
ପାଟନା: ଅଭିନେତା ତଥା କଂଗ୍ରେସ ନେତା ଶତ୍ରୁଘ୍ନ ସିହ୍ନାଙ୍କ ଟୁଇଟର ଆକାଂଉଟ ଶନିବାର ହ୍ୟାକରମାନେ ହ୍ୟାକ କରି ନେଇଥିଲେ । ତାଙ୍କ ଆକାଂଉଟର ନାମ ବଦଳାଇ ଏଲନ ମସ୍କ କରି ଦେଇଥିଲେ । ଏପରିକି ରକେଟ ଲଂଚର ଫଟୋ ସହ ତାଙ୍କ ପ୍ରୋଫାଇଲ ପିକ୍ଚର ବି ବଦଳାଇ ଦେଇଥିଲେ । ଅବଶ୍ୟ କିଛି ସମୟ ପରେ…