Latest Odisha News

BREAKING NEWS

କାବୁଲରୁ ଫେରିଲେ ୮୫ରୁ ଅଧିକ ଭାରତୀୟ

ନୂଆଦିଲ୍ଲୀ: ଆଫଗାନିସ୍ତାନ ବର୍ତ୍ତମାନ ତାଲିବାନ ନିୟନ୍ତ୍ରଣରେ ଅଛି। କାବୁଲ ବିମାନବନ୍ଦର ବ୍ୟତୀତ ତାଲିବାନ ଯୁଦ୍ଧବିମାନ ପ୍ରାୟ ସବୁ ସ୍ଥାନରେ ନିୟୋଜିତ ହୋଇଛି। ବର୍ତ୍ତମାନ ବିମାନବନ୍ଦରର ସୁରକ୍ଷା ଆମେରିକୀୟ ସୈନିକଙ୍କ ହାତକୁ ଟେକି ଦିଆଯାଇଛି। ଯାହା ସାହାଯ୍ୟରେ ଭାରତ ମଧ୍ୟ…

ତେଜସ ଫିଲ୍ମର ଦ୍ୱିତୀୟ ପର୍ଯ୍ୟାୟ ଶୁଟିଂ ଆରମ୍ଭ, କଙ୍ଗନାଙ୍କ ପାଇଲଟ ଲୁକ ପାଗଳ କରୁଛି ପ୍ରଶଂସକଙ୍କୁ

ମୁମ୍ବାଇ: କୁଇନ କଙ୍ଗନା ରାନାୱତ ତେଜସ ଫିଲ୍ମର ଦ୍ୱିତୀୟ ପର୍ଯ୍ୟାୟ ଶୁଟିଂ ଆରମ୍ଭ କରି ଦେଇଛନ୍ତି । ବୁଡାପେଷ୍ଟରେ ଧାକଡ ଫିଲ୍ମର ଶୁଟିଂ ସାରି ଭାରତ ଫେରିବା ପରେ ଏବେ ତେଜସରେ ମନ ଦେଇଛନ୍ତି । ପାଇଲଟ ଲୁକରେ କଙ୍ଗନା ପ୍ରଶଂସକଙ୍କୁ ପାଗଳ କରିଛନ୍ତି କହିଲେ ଭୁଲ ହେବନି । ନିର୍ଦ୍ଦେଶକ ସର୍ବେଶ…

କାବୁଲ ପହଞ୍ଚିଲେ ତାଲିବାନ ସହ-ପ୍ରତିଷ୍ଠାତା ବରାଦର

କାବୁଲ: ଆଫଗାନିସ୍ତାନରେ ଚାଲିବା ତାଲିବାନ ରାଜ । କାବୁଲ ଦଖଲ ପରେ ତାଲିବାନୀ ସରକାର ଗଠନ କସରତ ଆରମ୍ଭ କରିଛନ୍ତି । କାତାରରୁ ଆସି କାନ୍ଦାହାରରେ ପହଞ୍ଚିଥିବା ତାଲିବାନ ସହ-ପ୍ରତିଷ୍ଠାତା ମୁଲ୍ଲା ଅବଦୁଲ ଘନି ବରାଦର ଏବେ କାବୁଲରେ ପହଞ୍ଚିଛନ୍ତି । ତାଲିବାନ ସରକାର ଗଠନ ନେଇ ସେ ଜିହାଦୀ ଲିଡର…

୩ ଛାତ୍ର କରୋନା ପଜିଟିଭ୍ ବାହାରିବା ପରେ ବନ୍ଦ ହେଲା ଘରୋଇ କଲେଜ

କଟକ: ଏଠାରେ ଲିଙ୍କ୍ ରୋଡରେ ଥିବା ଘରୋଇ କଲେଜ୍‌ ଶକ୍ତି ଜୁନିଅର ରେସିଡେନ୍ସିଆଲ୍‌ରେ ୩ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ କଲେଜକୁ ବନ୍ଦ କରାଯାଇଛି। କଟକ ମ୍ୟୁନିସିପାଲିଟି କର୍ପୋରେସନ୍ ଦ୍ୱାରା ୨୦ ଦିନ ପର୍ଯ୍ୟନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ତିନି…

୩୧ ଅଗଷ୍ଟ ପୂର୍ବରୁ ସରକାର ଗଠନ କରିବନି ତାଲିବାନ

କାବୁଲ: ୩୧ ଅଗଷ୍ଟ ପୂର୍ବରୁ ତାଲିବାନ ଆଫଗାନିସ୍ତାନରେ ସରକାର ଗଠନ ନ କରିବା ପାଇଁ ନିଷ୍ପତି ନେଇଛି । ଆମେରିକା ସେନା ସମ୍ପୂର୍ଣ୍ଣ ଭାବେ ଆଫଗାନିସ୍ତାନ ଛାଡିବା ପରେ ସରକାର ଗଠନ ସମ୍ପର୍କରେ ବିସ୍ତୃତ ଆଲୋଚନା ହେବ । ତାଲିବାନ ପ୍ରବକ୍ତା ଅନସ ହକ୍କାନୀଙ୍କ ଏହି ବୟାନ ପରେ ଆଫଗାନବାସୀଙ୍କ…

ତାଲିବାନକୁ ସମର୍ଥନ କରିବେ ପୂର୍ବତନ ରାଷ୍ଟ୍ରପତି ଅଶରଫ୍‌ ଘନିଙ୍କ ଭାଇ

ନୂଆଦିଲ୍ଲୀ: ଆଫଗାନିସ୍ତାନ ସମ୍ପୂର୍ଣ୍ଣ ରୂପେ ତାଲିବାନ ନିୟନ୍ତ୍ରଣକୁ ଗଲା ପରେ ଆଫଗାନିସ୍ତାନର ସଙ୍କଟ ବଢିବାରେ ଲାଗିଛି। ଏଭଳି ସଙ୍କଟ ମଧ୍ୟରେ ପୂର୍ବତନ ରାଷ୍ଟ୍ରପତି ଅଶରଫ୍‌ ଘନି ମଧ୍ୟ ଦେଶ ଛାଡି ପଳାୟନ କରିଛନ୍ତି। ତେବେ ସଦ୍ୟ ରିପୋର୍ଟ ଅନୁଯାୟୀ ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି…

କ୍ଲବ ଘର ଭିତରୁ ମୃତଦେହ ଉଦ୍ଧାର

ସୋନପୁର: କ୍ଲବ ଭିତରୁ ମୃତଦେହ ଉଦ୍ଧାର । ସୋନପୁର ସହରର ବ୍ଲକ ଛକ ନିକଟରେ ଥିବା ରୟାଲ ସ୍ପୋର୍ଟିଂ କ୍ଲବ ଭିତରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ସୋନପୁର ଗ୍ରୀଡକୋ ଅଞ୍ଚଳର ୫୫ ବର୍ଷୀୟ ଶଙ୍କର ସାହୁ । ସାଇଣ୍ଟିଫିକ୍ ଟିମର ଉପସ୍ଥିତିରେ ମୃତଦେହକୁ ଉଦ୍ଧାର କରି ଖୋଳତାଡ…

ଡ୍ରାଇଭର୍ ରଚିଥିଲା ଏଟିଏମ୍ ଭ୍ୟାନ୍ ଅପହରଣ ନାଟକ

ବ୍ରହ୍ମପୁର: ଡ୍ରଇଭର୍ ୪୨୦ । ଯେଉଁ ଏଟିଏମ୍ ଟଙ୍କା ଭର୍ତ୍ତି ଭ୍ୟାନ୍ ଚଳାଉଥିଲା ତାକୁ ଅପହରଣ କରି ଟଙ୍କା ଲୁଟ୍ କରିବାକୁ ମାଷ୍ଟରପ୍ଲାନ୍ କରିଥିଲା । ସହଯୋଗୀଙ୍କୁ ନେଇ ଅପରହଣ ନାଟକ ରଚିଥିଲା । ବ୍ରହ୍ମପୁର ବଡ଼ବଜାର ଥାନା ଅଞ୍ଚଳରୁ ଏଟିଏମ୍ ଟଙ୍କା ଭର୍ତ୍ତି ଭ୍ୟାନକୁ ଅପହରଣ ଘଟଣାର…

ଆକ୍ଟିଭ୍‌ ହେଲା ସୁଶାନ୍ତ ସିଂ ରାଜପୁତଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ; ତାଜୁବ ହେଲେ ଫ୍ୟାନ୍ସ

ମୁମ୍ବାଇ: ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୧ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ସେ ତାଙ୍କ ପ୍ରଶଂସକଙ୍କ ହୃଦୟରେ ଏବେ ବି ଜୀବିତ ଅଛନ୍ତି। ତେବେ କିଛିଦିନ ତଳେ ଯେତେବେଳେ ସୁଶାନ୍ତଙ୍କ ଫେସବୁକ୍ ଆକାଉଣ୍ଟ ଅଚାନକ ସକ୍ରିୟ ହୋଇଥିଲା ସେତେବେଳେ ତାଙ୍କ ପ୍ରଶଂସକ…

ତାଲିବାନୀଙ୍କୁ ବାଇଡେନଙ୍କ ଚେତାବନୀ, ଫସିଥିବା ଲୋକଙ୍କୁ ଆଶ୍ୱାସନା

ନୂଆଦିଲ୍ଲୀ: କାବୁଲ ଦଖଲ ପରେ ଉତ୍ସାହିତ ତାଲିବାନ । ଲୋକଙ୍କ ଉପରେ ପୁଣି ଥର ବର୍ବରତା ଆରମ୍ଭ କରି ଦେଇଛନ୍ତି । ଆମେରିକା ସେନା ଅପସାରଣ କରିବା ଓ ତାଲିବାନଙ୍କ ଭୟରେ ଏବେ ଆଫଗାନିସ୍ତାନ ଛାଡୁଛନ୍ତି ଲୋକ । ଏଭଳି ସ୍ଥିତିରେ ଆଫଗାନିସ୍ତାନ ସ୍ଥିତି ଉପରେ କଡ଼ା ନଜର ରଖିଛି ଆମେରିକା ।…