Latest Odisha News

BREAKING NEWS

କବିତା : ଶ୍ରଦ୍ଧାଞ୍ଜଳି

କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀରେ "ଶ୍ରଦ୍ଧାଞ୍ଜଳି " କୁଆଡ଼େ ଯାଇଛ ଫେରିଆସ ଥରେ ଆହେ ଗଙ୍ଗାଧର ତୁମେ , ତୁମକୁ ହରାଇ ଶୋକାକୁଳ ଆଜି ଲୋକେ ଉତ୍କଳ ଭୂମେ । ହେ କଳିଙ୍ଗ ପୁତ୍ର ତୁମ ଶୂନ୍ୟସ୍ଥାନ ପ୍ରତି ଓଡ଼ିଆର ମନେ, ମାତୃଭୂମି ଝୁରେ ତୁମ ଉପସ୍ଥିତି ଲୋତକ ଭରି ନୟନେ ।…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୧୩ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୩ ମୋବାଇଲ  ଭାଇବ୍ରେସନରେ ନିଦ ଭାଙ୍ଗିଲା। ବଢିଆ ନିଦଟେ ହେଇଥିଲା। ଭଲ ଲାଗୁଥିଲା  ଅମୃତାକୁ। ଦେଖିନେଲା  ସବୁ ଠିକ୍  ଅଛି।ଆଣ୍ଟି ଭଲରେ ଶୋଇଚନ୍ତି। ସ୍ମରଣଶକ୍ତି ପ୍ରଖର। ସବୁ ମନେପଡେ ଗୋଟିଗୋଟି କରି ।…

ଗଳ୍ପ : ରାକ୍ଷୀ

ସୁନିତା ପ୍ରଧାନ ଆଜି ରାକ୍ଷୀ ପୂର୍ଣ୍ଣିମା। ଯେତେ ଯାହା କାମ ଥିଲେ ମଧ୍ୟ ଆଜି ଦିନରେ ଯେମିତି ହେଲେ ଭାଇ ଆସିବ ତା ହାତରୁ ରାକ୍ଷୀବାନ୍ଧିବା ପାଇଁ । ଭାଇ ଭଉଣୀ ପବିତ୍ର ସମ୍ପର୍କର ଏକ ସୁଦୃଢ଼ ସେତୁବନ୍ଧ ଏହି ରାକ୍ଷୀ ।ତେଣୁ ଭାଇପସନ୍ଦର ଖିରୀ, କାକରା, ଚିତଉ ଭଳି ଆଦି କିଛି ଖାଇବା…

କବିତା : ସବୁ ରାକ୍ଷୀ ମୋ ଭାଇକୁ ସମର୍ପିତ

ମଞ୍ଜୁଲତା ସାହୁ ତୋ ସ୍ନେହ ପାଖରେ ବନ୍ଧା ପଡ଼ିଯାଏ ତୋ ଆଦରକୁ ଆପଣେଇ ନିଏ. ତୋ ଶ୍ରଦ୍ଧା ସବୁକୁ ହୃଦୟରେ ସାଇତି ନିଏ ତୋ ପ୍ରେମକୁ ମନ ଭିତରେ ବାଣ୍ଟି ନିଏ ତୋ ନିରୁତା ଭଲପାଇବା ଆଗରେ ସାରା ଦୁନିଆଟା ତୁଛ ଲାଗେ ! କିଛି ଯଦି ହଜିଯାଏ ମୋତେ ଖୋଜିବାକୁ ପଡେନି, ତୋ ପାଇଁ ତ କେବେ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୨୨-୮-୨୦୨୧ ରବିବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଅଗଷ୍ଟ ତା ୨୨ ରିଖ ରବିବାର ସିଂହ ୬ ଦିନ ଶ୍ରାବଣ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥି ଧନିଷ୍ଠା ନକ୍ଷତ୍ର ମକର ଚନ୍ଦ୍ର ଦିନ୮ଟା ପର୍ଯ୍ୟନ୍ତ ତାପରେ ଧନିଷ୍ଠା ନକ୍ଷତ୍ର କୁମ୍ଭ ଚନ୍ଦ୍ର ଭୋଗ ହେବ ଘାତ ବାର-:…

ଜନ୍ମ ମାଟି ସୁନ୍ଦରଗଡ଼ରେ ୪ ହକି ଅଲମ୍ପିଆନଙ୍କୁ ଭବ୍ୟ ସ୍ବାଗତ ଓ ସମ୍ବର୍ଦ୍ଧନା

ସୁନ୍ଦରଗଡ଼ : ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ଏବଂ ମହିଳା ହକି ଦଳରେ ଭାଗ ନେଇଥିବା ସୁନ୍ଦରଗଡ଼ ଜିଲ୍ଲାର ୪ ଜଣ ହକି ତାରକାଙ୍କୁ ନିଜ ଜନ୍ମ ମାଟିରେ ଭବ୍ୟ ସ୍ୱାଗତ କରାଯାଇଛି । ସୁନ୍ଦରଗଡ଼ର ବିକାଶ ଭବନଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅଲିମ୍ପିଆନ୍…

ଜାତିଭିତିକ ଜନଗଣନା: ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ୧୦ ରାଜନୈତିକ ଦଳର ନେତା

ନୂଆଦିଲ୍ଲୀ: ଜାତି ଭିତିକ ଜନଗଣନା ନେଇ ୧୦ ରାଜନୈତିକ ଦଳର ନେତା ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ । ବିଜେପିର ସହଯୋଗୀ ନୀତିଶ କୁମାରଙ୍କ ନେତୃତ୍ୱରେ ଏହି ଦଳ ପ୍ରଧାନମନ୍ତ୍ରୀଙ୍କୁ ଭେଟି ସମସ୍ତ ଜାତି ଭିତିକ ଜନଗଣନା ପାଇଁ ଦାବି କରିବେ । ଏହି ଦଳରେ ଆରଜେଡିର ତେଜସ୍ୱର…

ଜାତୀୟ ଶିକ୍ଷା ନୀତିର କାର୍ଯ୍ୟକାରିତା ଉପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ବର : ରାଜ୍ୟରେ ଶିକ୍ଷାର ଅଭିବୃଦ୍ଧି ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିସହ ରାଜ୍ୟରେ ଜାତୀୟ ଶିକ୍ଷା ନୀତିର କାର୍ଯ୍ୟକାରିତା ଉପରେ ଶ୍ରୀ ପ୍ରଧାନ…

କେନ୍ଦ୍ର ରେଳମନ୍ତ୍ରୀଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଗ୍ରସ୍ତ କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଇନ୍ଦ୍ରାବତୀ ପୋଲ ନିକଟରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରିଥିଲେ ବିଜେପି କର୍ମୀ । ପରେ ମନ୍ତ୍ରୀଙ୍କୁ ଏକ ବାଇକ ରାଲୀରେ ନବରଙ୍ଗପୁର ସହର ମଧ୍ୟରେ ପାଛୋଟି…

ବେଲ ବଟମର ଥଣ୍ଡା କଲେକ୍ସନ ପରେ ଘୁଂଚିବ ରାଜମୌଲୀଙ୍କ ଆରଆରଆର ରିଲିଜ ତାରିଖ !

ମୁମ୍ବାଇ: ଅକ୍ଷୟ କୁମାରଙ୍କ ବେଲ ବଟମକୁ ଦର୍ଶକମାନେ ପସନ୍ଦ କରୁଥିଲେ ମଧ୍ୟ ଏହି ଫିଲ୍ମ ଯେତିକି ଆୟ କରିବା କଥା କରିପାରୁ ନାହିଁ । ଫଳରେ ଅନ୍ୟ ବଡ ବିଗ ବଜେଟ ଫିଲ୍ମଗୁଡିକ ହଲରେ ଫିଲ୍ମକୁ ରିଲିଜ କରିବା ନେଇ ଦ୍ୱନ୍ଦ୍ୱରେ ପଡି ଯାଇଛନ୍ତି । କରୋନା ମହାମାରୀ ଯୋଗୁ ଲୋକେ ଭୟରେ ହଲକୁ ଆସୁ…