ଉତ୍ତରାଖଣ୍ଡରେ ଜୁନ୍ ୨୨ ଯାଏ ବଢିଲା କରୋନା କର୍ଫ୍ୟୁ
ଡେରାଡୁନ୍: ଉତ୍ତରାଖଣ୍ଡ ସରକାର ଆଜି କରୋନା କର୍ଫ୍ୟୁକୁ ପୁଣି ବୃଦ୍ଧି କରିଛନ୍ତି। ଏହି କର୍ଫ୍ୟୁ ଜୁନ୍ ୨୨ ଯାଏ ଲାଗୁ ହେବ।
ପୁର୍ବରୁ ଲାଗୁ ହୋଇଥିବା କରୋନା କର୍ଫ୍ୟୁ ୧୫ ଜୁନ୍ରେ ଶେଷ ହେବାକୁ ଥିଲା। ତେବେ ଏହି କଟକଣାକୁ କିଛି ମାତ୍ରାରେ କୋହଳ ମଧ୍ୟ କରାଯାଇଛି।
ଚାମୋଲି,…