Latest Odisha News

BREAKING NEWS

୭୦ କଏଦୀ ଏବଂ ୫ ଜେଲ୍‌ କର୍ମଚାରୀ କରୋନା ଆକ୍ରାନ୍ତ

ରାୟାଗଡା: ରାୟଗଡା ଜିଲ୍ଲାର ଗୁଣୁପୁର ସବ୍‌-ଜେଲରେ ଅତି କମରେ ୭୦ ଜଣ କଏଦୀ ଏବଂ ପାଞ୍ଚ ଜଣ ଜେଲ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ଜେଲ ସୁପରିଟେଣ୍ଡେଣ୍ଟ ସୂଚନା ପ୍ରଦାନ କରିଛନ୍ତି। ଜେଲ ସୁପରିଟେଣ୍ଡେଣ୍ଟ କହିଛନ୍ତି ଯେ ୧୧୩ ଅନ୍ତେବାସୀ ଏବଂ ସମସ୍ତ ଜେଲ କର୍ମଚାରୀଙ୍କ…

ଜହ୍ନ ରାଇଜରେ ଜାଗା ଭେଟି…

କୁଜଙ୍ଗ  : ଆଉ ବେଶୀ ଦୂର ନୁହେଁ ଜହ୍ନର ରାଇଜ । ଏଇ ଜହ୍ନ, ଯିଏ କେବଳ ଲେଖନୀ ଆଉ କାଗଜ ପୃଷ୍ଠାରେ ସ୍ଥାନୀତ ହେଉଥିଲା ।  ହେଲେ ଏବେ ସେହି ଜହ୍ନରେ ରହିବାକୁ ମଣିଷ ଦୁଇ ପାଦ ଆଗକୁ ଆସିଗଲାଣି । ଜହ୍ନରେ ଜାଗା କିଣି ଭେଟି ଦେଉଛି ନିଜ ପରିବାରକୁ । ଜଗତସିଂହପୁର କୁଜଙ୍ଗ ବ୍ଲକ୍ ବଡ଼ଙ୍ଗ ଅଞ୍ଚଳର…

ସନ୍ତୃପ୍ତ ମିଶ୍ରଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର : ଏକାମ୍ର ଯୋଜନା ପାଇଁ ପ୍ରକଳ୍ପ ପରାମର୍ଶ ଦାତା କମିଟିର ଅଧ୍ୟକ୍ଷ ହେଲେ ଡକ୍ଟର ସନ୍ତୃପ୍ତ ମିଶ୍ର । କମିଟିରେ ପୂର୍ତ୍ତ ସଚିବ, ରାଜସ୍ୱ ସଚିବ, ବିଏମସି କମିଶନର, ଦେବୋତ୍ତର କମିଶନର ଓ ଏଏସଆଇ ସୁପରିଣ୍ଟେଣ୍ଡେଣ୍ଟ ସଦସ୍ୟ ରହିବେ । ସେହିପରି କମିଟିରେ ୩ଜଣ ସେବାୟତ ମଧ୍ୟ ରହିବେ ।…

ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀଙ୍କୁ କୋଭିଡ୍ ଓ୍ୱାରିୟର୍ସ ଘୋଷଣା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ

ପୁରୀ: ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀଙ୍କୁ କୋଭିଡ୍ ଓ୍ୱାରିୟର୍ସ (ପ୍ରମୁଖ ଯୋଦ୍ଧା) ଭାବରେ ଘୋଷଣା କରାଯାଉଛି । ଏନେଇ ରାଜ୍ୟ ସରକାରଙ୍କୁ ସୁପାରିଶ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କୁ ସେ…

ଇଣ୍ଡୋନେସିଆ ସମୂଦ୍ରକୂଳର ନିର୍ମିତ ଏହି ମନ୍ଦିରକୁ ସୁରକ୍ଷା ଦିଅନ୍ତି ବିଷଧର ସର୍ପ

ଜାକାର୍ତା: ଭାରତୀୟ ମନ୍ଦିରର ରହସ୍ୟ ସାରା ବିଶ୍ୱକୁ ଚକିତ କରିଥାଏ । ତେବେ ଇଣ୍ଡୋନେସିଆର ସମୂଦ୍ର କୂଳରେ ନିର୍ମିତ ଏକ ମନ୍ଦିରକୁ ବିଷଧର ସର୍ପମାନେ ସୁରକ୍ଷା ଦେଉଛନ୍ତି ଶୁଣିଲେ ନିଶ୍ଚିତ ଭାବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିବ । ସ୍ଥାନୀୟ ଭାଷାରେ ଏହା ତନାହ ଲୋକ ମନ୍ଦିର ଭାବେ ପରିଚିତ ।…

ଫିଲ୍ମ ‘ଲଞ୍ଚ୍‌ ବକ୍ସ’ର କାଷ୍ଟିଂ ନିର୍ଦ୍ଦେଶକ ଶେହେର ଅଲ୍ଲୀ ଲତିଫଙ୍କ ପରଲୋକ

ନୂଆଦିଲ୍ଲୀ: ଫିଲ୍ମ 'ଲଞ୍ଚ୍‌ ବକ୍ସ'ର କାଷ୍ଟିଂ ନିର୍ଦ୍ଦେଶକ ତଥା ନିର୍ମାତା ସେହର ଅଲ୍ଲୀ ଲତିଫଙ୍କ ଗତକାଲି ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୦ ବର୍ଷ ହୋଇଥିଲା। ତାଙ୍କ କିଡନୀ ଜନିତ ସମସ୍ୟା ହେତୁ ଲତିଫଙ୍କୁ ଆଠ ଦିନ ପୂର୍ବରୁ ଲିଲାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।…

ବିଶ୍ୱ ମହାସାଗର ଦିବସରେ ବାଲୁକା କଳା

ପୁରୀ : ଆଜି ହେଉଛି ବିଶ୍ୱ ମହାସାଗର ଦିବସ ବା ‘ୱାର୍ଲଡ ଓସନ୍ ଡେ’ । ପ୍ରତିବର୍ଷ ଜୁନ୍ ମାସ ୮ତାରିଖରେ ଏହି ଦିବସ ପାଳନ କରାଯାଇଥାଏ । ମହାସାଗର ଜଳରାଶି ପ୍ରଦୂଷଣ ମୁକ୍ତ ରଖିବା ସହିତ ଲୋକଙ୍କୁ ସଚେତନ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଛି । ମହାସାଗର ଦିବସରେ ବିଭିନ୍ନ କାର୍ଯ୍ୟକ୍ରମ ମାନ…

ଭାରତୀୟ ନୌସେନାକୁ ମିଳିବ ଆମେରିକାର ସି ହକ ହେଲିକପ୍ଟର

ନୂଆଦିଲ୍ଲୀ: ଭାରତୀୟ ନୌସେନାକୁ ଶକ୍ତିଶାଳୀ କରିବା ପାଇଁ ସରକାର ଉଦ୍ୟମ ଆରମ୍ଭ କରି ଦେଇଛନ୍ତି । ରିପୋର୍ଟ ମୁତାବକ ଆମେରିକାର ଶକ୍ତିଶାଳୀ ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏମଏଚ-୬୦ଆର ସିହକ ହେଲିକପ୍ଟର ନୌସେନାରେ ମୁତୟନ ହେବ । ୨୪ଟି ହେଲିକପ୍ଟରରୁ ଜୁଲାଇ ଶେଷ ସୁଦ୍ଧା ୨ଟି ଭାରତକୁ…

ଠକେଇ ମାମଲାରେ ମହାତ୍ମା ଗାନ୍ଧୀଙ୍କ ଅଣନାତୁଣୀଙ୍କୁ ୭ ବର୍ଷ ଜେଲ

ଜୋହାନ୍ସବର୍ଗ: ଜାତିର ପିତା ମହାତ୍ମା ଗାନ୍ଧୀ। ଦେଶରେ ସ୍ବତନ୍ତ୍ରତା ଫେରାଇ ଆଣିବା ପାଇଁ ଅନେକ ବଳିଦାନ ଦେଇଛନ୍ତି ଗାନ୍ଧୀଜୀ। ତେବେ ଗାନ୍ଧୀଜୀଙ୍କ ପରିବାରକୁ ନେଇ ଏକ ଚାଞ୍ଚଲ୍ୟକର ଖବର ସାମ୍‌ନାକୁ ଆସିଛି। ଠକେଇ ମାମଲାରେ ମହାତ୍ମା ଗାନ୍ଧୀଙ୍କ ଅଣନାତୁଣୀଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ…

କରୋନା ରେଡ୍ ଜୋନରେ ଓଡ଼ିଶାର ୧୧ ଜିଲ୍ଲା, ତାଲିକାରେ ପଶ୍ଚିମ ଓଡ଼ିଶାରୁ ଗୋଟିଏ ଜିଲ୍ଲା

ଭୁବନେଶ୍ୱର: କରୋନା ସେକେଣ୍ଡ ଓ୍ୱେଭ୍ ମୁକାବିଲାରେ ଓଡ଼ିଶାକୁ ମିଳୁଛି ସଫଳତା । ନିୟନ୍ତ୍ରଣକୁ ଆସୁଛି ମହାମାରୀ । ବିଭିନ୍ନ ଜିଲ୍ଲାରେ ଦୈନିକ ସଂକ୍ରମିତଙ୍କ କ୍ରମାଗତ ଖସୁଛି । ସଂକ୍ରମଣ ଖସୁଥିବାରୁ ଗୋଟିଏ ପରେ ଗୋଟିଏ ଜିଲ୍ଲା ରେଡ୍ ଜୋନରୁ ବାହାରୁଛନ୍ତି । ବର୍ତ୍ତମାନ ୧୧ଟି ଜିଲ୍ଲା କରୋନା…