Latest Odisha News

BREAKING NEWS

ଆରଏସଏସ ମାନସ ମନ୍ଥନରେ ନିଷ୍ପତି, ବିଧାନସଭା ନିର୍ବାଚନରେ ମୋଦିଙ୍କୁ ଚେହେରା କରାଯିବନି

ଲକ୍ଷ୍ନୌ:ଦିଲ୍ଲୀରେ ଆୟୋଜିତ ଆରଏସଏସ ମାନସ ମନ୍ଥନରେ କେତେଗୁଡିଏ ଦିଗ ପ୍ରତି ଆଲୋକପାତ କରାଯାଇଛି । ସଂଘଚାଳକ ମୋହନ ଭାଗବତ ଏବଂ ଦତାତ୍ରେୟ ହୋସବାଲେଙ୍କ ଉପସ୍ଥିତିରେ ବିଭିନ୍ନ ଦିଗ ଉପରେ ଆଲୋକପାତ କରାଯାଇଥିଲା । ଆଗାମୀ ବିଧାନସଭା ନିର୍ବାଚଗୁଡିକରେ ନରେନ୍ଦ୍ର ମୋଦିଙ୍କୁ ଚେହେରା ଭାବେ ବିଶେଷ…

୬୬ ଦିନ ପରେ ଦେଶରେ ଲକ୍ଷେ ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ନିୟନ୍ତ୍ରଣକୁ ଆସୁଛି କରୋନାର ସେକେଣ୍ଡ ଓ୍ୱେଭ୍ । କମୁଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ସୁସ୍ଥହାର ଦ୍ରୁତ ବଢ଼ିବାରେ ଲାଗିଛି । ଖସୁଛି ଆକ୍ଟିଭ କେସ୍ । ୬୬ ଦିନ ପରେ ପ୍ରଥମ ଥର ଦେଶରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ତଳକୁ ହ୍ରାସ ପାଇଛି । ୨୪ ଘଣ୍ଟାରେ ସାରା…

କରୋନା ମୃତ୍ୟୁସଂଖ୍ୟାରେ ଲାଗୁନି ବ୍ରେକ୍: ଦିନକରେ ଓଡ଼ିଶାରୁ ଗଲା ରେକର୍ଡ ୪୫ ଜୀବନ

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ନିୟନ୍ତ୍ରଣକୁ ଆସୁଛି । କିନ୍ତୁ ମୃତ୍ୟୁସଂଖ୍ୟାରେ ବ୍ରେକ ଲାଗୁନି । ୪୦ ତଳକୁ ଖସୁନି ଦୈନିକ ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ କରୋନା ନେଇଛି ଆଉ ୪୫ ଆକ୍ରାନ୍ତଙ୍କ ଜୀବନ । ଯାହାକି ବର୍ତ୍ତମାନ ସୁଦ୍ଧା ସର୍ବାଧିକ । ପୂର୍ବରୁ ଗୋଟିଏ ଦିନରେ ୪୨ ଜଣ ପ୍ରାଣ…

ଓଡ଼ିଶାରେ ୬ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ, ପଜିଟିଭ୍ ହାର ୮.୫୫%କୁ ହ୍ରାସ

ଭୁବନେଶ୍ୱର: ରାଜ୍ୟରେ ଖସୁଛି କରୋନା ସଂକ୍ରମଣ । ଖସୁଛି ପଜିଟିଭିଟି ରେଟ୍ । ୬ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୫ହଜାର ୮୯୬ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୩ହଜାର ୩୩୨ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ୨ହଜାର ୫୬୪ଟି ଅଛି । ଏହି ସମୟରେ…

ଗଳ୍ପ : ତଥାପି ତୁମେ

ପରମେଶ୍ବର ଓଝା    ସକାଳୁ ଗାଧୋଇ ସାରି ଆଇନା ସାମ୍ନାରେ ଛିଡା ହୋଇ ସିନ୍ଥିରେ ସିନ୍ଦୂର ଲଗାଉଛି ତ ଠିକ୍ ଏହି ସମୟରେ  ଗୋଟେ ଅଜଣା ନମ୍ବରରୁ କଲ୍ ଆସିଲା , ପ୍ରାୟତଃ ଅଜଣା ନମ୍ବର ମୁଁ ରିସିଭ କରେନି । ତେଣୁ ତିନି ଥର ପରେ ଚାରିଥର ବେଳକୁ ମୁଁ କଲ୍ ଟି ରିସିଭ କରି ନୀରବ ରହିଲି । କିଛି…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୮-୬-୨୦୨୧ ମଙ୍ଗଳବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଜୁନ ତା ୮ରିଖ ମଙ୍ଗଳବାର ବୃଷ ୨୫ ଦିନ ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି କୃତ୍ତିକା ନକ୍ଷତ୍ର ମେଷ ଚନ୍ଦ୍ର ଘାତ ବାର- ମକର ରାଶିର ଘାତ ଚନ୍ଦ୍ର- ମେଷ ରାଶିର ଦିନ ଘ୧୨-୨୬ ମିନିଟ୍ ପରେ ବିଛା…

ସମ୍ପନ୍ନ ହେଲା ଜଉ କଣ୍ଢେଇ ବାହାଘର

ବାଲେଶ୍ବର : ସମ୍ପନ୍ନ ହେଲା ଜଉ କଣ୍ଢେଇ ବାହାଘର । କୋଭିଡ୍ କଟକଣା ଭିତରେ ୫ ଦିନର ବିଶାଳ ଓ ଆକର୍ଷଣୀୟ ଉତ୍ସବକୁ ୫ ଘଣ୍ଟାରେ ସାରିଲା ବାଲେଶ୍ବର ଜଉକଣ୍ଢେଇ ବାହାଘର ଉତ୍ସବ କମିଟି । ରେମୁଣା ଗୋଲେଇ ନିକଟସ୍ଥ କୋଶମ୍ବ ନଗରର ଦୁବଲାଗଡ଼ରେ ପ୍ରତୀକାତ୍ମକ ଭାବରେ ସମଲେଇ ଓ ଶମ୍ଭୁନାଥ ଜଉକଣ୍ଢେଇ…

ମ୍ୟୁଜିକ୍ ଭିଡିଓ ଅନୁଭୁତି ଓ ପ୍ଲେ-ଲିଷ୍ଟ୍ ସହ ଆରମ୍ଭ ହେଲା ଜିଓ ସାଓ୍ବନ ଟିଭି

ଭୁବନେଶ୍ବର : ସଂଗୀତ ଓ ଅଡିଓ ମନୋରଂଜନ କ୍ଷେତ୍ରରେ ଦକ୍ଷିଣ ଏସିଆର ସର୍ବବୃହତ ପ୍ରସାରଣ ପ୍ଲାଟଫର୍ମ ଜିଓ ସାୱନ ଏହାର ନୂଆ ଭିଡିଓ ଉତ୍ପାଦ- ଜିଓ ସାୱନ ଟିଭି ଉନ୍ମୋଚନ କରିଛି । ଏହି ଭିଡିଓ ଅଭିଜ୍ଞ ଶୈଳୀରେ ପ୍ରସ୍ତୁତ ହେଉଥିବା ବେଳେ, ଉପଭୋକ୍ତାଙ୍କ ପସନ୍ଦର ବ୍ୟବହାର ମଧ୍ୟରେ ରହୁଥିବା…

ପୁଣେରେ ଅଗ୍ନିକାଣ୍ଡ; ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା

ପୁଣେ: ମହାରାଷ୍ଟ୍ରର ପୁଣେ ସ୍ଥିତ ସାନିଟାଇଜର ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟି ୧୭ ଜଣଙ୍କର ମୃତ୍ୟୁ ହୋଇଛି। ଏହି ସମୟରେ ଆହତଙ୍କ ଚିକିତ୍ସା ପାଇଁ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।…

ଥମୁନି ହାତୀ ଆତଙ୍କ

କେନ୍ଦୁଝର: କେନ୍ଦୁଝର ଚମ୍ପୁଆ ରେଞ୍ଜରେ ଥମୁନି ହାତୀ ଆତଙ୍କ । ଖଣ୍ଡବନ୍ଧ ଖଣି ଅଞ୍ଚଳରେ ୧୦ଟିକିଆ ହାତୀ ପଲ ପଶି ଆସିଥିଲେ । ଖଣି ଭିତରକୁ ପଶି ଆସିଥିବା ହାତୀ ଗୁଡିକ ମଧ୍ୟରେ ୨ଟି ଦନ୍ତା ହାତୀ ସହ ଦୁଇଟି ଛୁଆ ହାତୀ ମଧ୍ୟ ରହିଥିଲେ । ଅପରାହ୍ନରେ ହାତୀ ପଲ ଟାଟା ଖଣ୍ଡବନ୍ଧ ଲୌହ ଓ…