ଏହି ରାଜ୍ୟରେ ଜୁନ୍ ୨୦ ଯାଏ ବଢିଲା କରୋନା କର୍ଫ୍ୟୁ
ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶରେ ପୁଣି ବଢିଲା କରୋନା କର୍ଫ୍ୟୁ। ଜୁନ୍ ୨୦ ଯାଏ ଏହି ଅବଧିକୁ ବୃଦ୍ଧି କରିଛନ୍ତି ଆନ୍ଧ୍ର ସରକାର। ଏ ନେଇ ଆନ୍ଧ୍ର ସରକାର ସୋମବାର ପୂର୍ବରୁ ଜାରି ରହିଥିବା କରୋନା କର୍ଫ୍ୟୁ ଅବଧିକୁ ଜୁନ୍ ୨୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।
ତେବେ କରୋନା କର୍ଫ୍ୟୁ ବଢିବା…