Latest Odisha News

BREAKING NEWS

କବିତା : ଶ୍ରଦ୍ଧାଞ୍ଜଳି

ଆରତୀ ପଟ୍ଟଯୋଷୀ  ( ରଘୁନାଥ ମହାପାତ୍ରଙ୍କ ସ୍ମରଣେ ) ପାଷାଣେ ଜୀବନ ଦେଉ ଦେଉ ଶିଳ୍ପୀ ତୁମେ ହୋଇଲ ପଥର, ସନ୍ତାନ ସହିତ ସରଗେ ରହିଲ ଛିଣ୍ଡାଇ ସମ୍ପର୍କ ଡୋର। ଗୁମୁରୀ କାନ୍ଦୁଛି କୋଣାରକ ଏଠି ତୁମ ହାତ ଛୁଆଁ ପାଇଁ, ଆଉ ସେ ସାହାସ କିଏ ବା କରିବ କାନ୍ଦେ ଶିଳା କଇଁ କଇଁ।…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୭-୬-୨୦୨୧ ସୋମବାର ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଜୁନ ତା ୭ରିଖ ସୋମବାର ବୃଷ ୨୪ ଦିନ ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଦ୍ୱାଦଶୀ ଭୁକ୍ତ ତ୍ରୟୋଦଶୀ ତିଥି ଦ୍ଵିଜା ନକ୍ଷତ୍ର ମେଷ ଚନ୍ଦ୍ର ଘାତ ବାର- ମିଥୁନ ରାଶିର ଘାତ ଚନ୍ଦ୍ର- ମେଷ…

ଓସାକାଙ୍କ ପରେ ଫ୍ରେଂଚ ଓପନରୁ ଓହରିଲେ ଫେଡେରର

ପ୍ୟାରିସ: ଚଳିତ ଫ୍ରେଂଚ ଓପନ ଟେନିସ ଟୁର୍ଣ୍ଣାମେଂଟରୁ ରବିବାର ୨୦ ଥର ଗ୍ରାଣ୍ଡସ୍ଲାମ ବିଜେତା ରୋଜର ଫେଡେରର ଓହରିଛନ୍ତି । ନାଓମି ଓସାକାଙ୍କ ପରେ ସେ ଦ୍ୱିତୀୟ ଷ୍ଟାର ଖେଳାଳି ଭାବେ ଏଥିରୁ ଓହରି ଯାଇଛନ୍ତି । ଶନିବାର ତୃତୀୟ ରାଉଣ୍ଡ ମୁକାବିଲା ପରେ ସେ କ୍ଲାନ୍ତ ଅନୁଭବ କରୁଥିବା ଦେଖିବାକୁ…

ନୂରଜାହାଁ ଆମ୍ବ ମାର୍କେଟକୁ ଆସିବା ପୂର୍ବରୁ ବୁକିଂ, ଏଥର ଗୋଟିଏ ଆମ୍ବର ମୂଲ୍ୟ ରହିଛି ୧୦୦୦ ଟଙ୍କା

ଇନ୍ଦୋର: ନୂରଜାହାଁ ଆମ୍ବ ଏଥର ଫଳପ୍ରେମୀକୁ ନିଶ୍ଚିତ ଭାବେ ମଧୁର ସ୍ୱାଦ ଦେବେ । ଆମ୍ବର ରାଣୀ ଭାବେ ପରିଚିତ ନୂରଜାହାଁ ମାର୍କେଟକୁ ଆସିବା ପୂର୍ବରୁ ଆଡାଭାନ୍ସ ବୁକିଂ ହୋଇସାରିଛି । ଆଫଗାନିସ୍ତାନର ଏହି ପ୍ରଜାତି ମଧ୍ୟପ୍ରଦେଶର ଅଳ୍ପ କେତେକ ସ୍ଥାନରେ ହୋଇଥାଏ । ଗତଥର ପାଗ ଯୋଗୁ ଏହି ଆମ୍ବ…

ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଠାଗଲା ମିଠା ଜର୍ଦ୍ଦାଳୁ ଆମ୍ବ

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରବିବାର ଭାରତର ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଜର୍ଦ୍ଦାଳୁ ଆମ୍ବ ପଠାଇଛନ୍ତି । ସୁଲତାନଗଞ୍ଜର କଳାମାଟିରେ ଚାଷ ହେଉଥିବା ଏହି ଆମ୍ବ ତାର ସ୍ୱାଦ ବେଶ ପ୍ରସିଦ୍ଧ । ୨୦୦୭ ପରଠାରୁ ନୀତିଶ କୁମାର ଦେଶର ବିଶିଷ୍ଟ ଲୋକଙ୍କ ନିକଟକୁ ଏହି…

କରୋନା ମହାମାରୀ ପାଇଁ ନିକ୍ଲୋସାମାଇଡ ଔଷଧର କ୍ଲିନିକାଲ ଟ୍ରାଏଲ ଆରମ୍ଭ

ନୂଆଦିଲ୍ଲୀ: କରୋନା ମହାମାରୀ ଲଢ଼େଇ ମଧ୍ୟରେ ଆଉ ଏକ ଭଲ ଖବର ପଂହଚିଛି । ସିଏସଆଇଆର ଇଣ୍ଡିଆ ଏବଂ ଲାକ୍ସାଇ ଲାଇଫ ସାଇନ୍ସ ଦ୍ୱାରା ପ୍ରସ୍ତୁତ ନିକ୍ଲୋସାମାଇଡ ଔଷଧର କ୍ଲିନିକାଲ ଟ୍ରାଏଲ ଆରମ୍ଭ ହୋଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ଅତ୍ୟାବଶ୍ୟକ ଔଷଧ ତାଲିକାରେ ରଖିଛି । କୃମି ବାବଦକୁ ଏହି…

ବିଏମସି ଅଞ୍ଚଳରେ ଟିକାକରଣ; ଆଜି ରାତି ୭ଟାରୁ ସ୍ଲଟ୍ ବୁକିଂ ଆରମ୍ଭ

ଭୁବନେଶ୍ୱର: ରାଜଧାନୀ ବାସୀଙ୍କ ଲାଗି ରବିବାର ରାତି ୭ଟାରୁ ଟିକାକରଣ ପାଇଁ ସ୍ଲଟ୍ ବୁକିଂ ଆରମ୍ଭ ହେବ। ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି। ଉଭୟ ୧୮ ରୁ ୪୪ ବୟସ ବର୍ଗ (ପ୍ରଥମ ଡୋଜ) ଏବଂ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ (ପ୍ରଥମ ଓ ଦ୍ବିତୀୟ ଡୋଜ) ଟିକା ଦିଆଯିବ ବୋଲି ବିଏମସି ସୂଚନା…

ଇଂଲଣ୍ଡରେ ଅଭ୍ୟାସ ଆରମ୍ଭ କଲା ଟିମ୍ ଇଣ୍ଡିଆ

ସାଉଥାମ୍ପଟନ: ଭାରତୀୟ କ୍ରିକେଟ ଦଳ ଇଂଲଣ୍ଡରେ ପଂହଚିବା ପରେ ୩ ଦିନ କଡା କ୍ୱାରେଂଟାଇନରେ ରହିଥିଲେ । ଏହା ସମାପ୍ତ ହେବା ପରେ ଆଜି ଖେଳାଳିମାନେ ଅଭ୍ୟାସ ଆରମ୍ଭ କରିଛନ୍ତି । ରବିବାର ରବୀନ୍ଦ୍ର ଜାଡେଜା, ମହମ୍ମଦ ସିରାଜ ଓ ଚେତେଶ୍ୱର ପୂଜାରା ନେଟ୍ସ ଦୀର୍ଘ ସମୟ ଅଭ୍ୟାସ କରିଥିଲେ । ଭାରତ ଏବଂ…

ଯମୁନା ନଦୀରେ ବିଷାକ୍ତ ଫେଣ

ଦିଲ୍ଲୀ: ପୁଣି ପ୍ରଦୂଷିତ ହେଲୋ ଯମୁନା ପାଣି । ଯମୁନା ନଦୀରେ ଭର୍ତ୍ତି ହୋଇଗଲାଣି ବିଷାକ୍ତ ଫେଣ । ସାରା ନଦୀରେ ଢାଙ୍କି ହୋଇଗଲାଣି ଏହି ଅମ୍ଳ ଯୁକ୍ତ ଫେଣ ସବୁ । ପୂର୍ବ ବର୍ଷ ଅପେକ୍ଷା ଚଳିତଥର ଅଧିକ ମାତ୍ରାରେ ବିଷାକ୍ତ ଫେଣ ଭାସିବାରେ ଲାଗିଛି । ଯାହା ନଦୀ କୂଳ ପାଖରେ ରହୁଥିବା ଲୋକଙ୍କ…

ଓଡ଼ିଶାର ୧୧ ଜିଲ୍ଲାରେ ବର୍ଷା ସମ୍ଭାବନା, ଜାଣନ୍ତୁ କେଉଁ ଜିଲ୍ଲା

ଭୁବନେଶ୍ୱର: ଓଡିଶାର ୧୧ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା ନେଇ ରବିବାର ଦିନ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ଜିଲ୍ଲା ଗୁଡ଼ିକ ମଧ୍ୟରେ ରହିଛି- ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ନୟାଗଡ଼, କଟକ (କଟକ ସିଟି), ଢେଙ୍କାନାଳ, ଜଗତସିଂହପୁର,…