ଚୀନ୍ ଆଣିଲା ନୂଆ ନୀତି, ଏବେ ୩ ସନ୍ତାନ ଜନ୍ମ କରିପାରିବେ ଚାଇନା ଦମ୍ପତି
ବେଜିଂ: ଶିଶୁ ଜନ୍ମ ଉପରେ ଥିବା ପ୍ରତିବନ୍ଧକକୁ ଚୀନ୍ ସରକାର କୋହଳ କରିଛନ୍ତି। ବର୍ତ୍ତମାନ ସମୟରେ ଦମ୍ପତିମାନେ ୩ ସନ୍ତାନ ଜନ୍ମ କରିପାରିବେ।
ସୂଚନା ଅନୁଯାୟୀ, ହ୍ରାସ ହେଉଥିବା ଜନସଂଖ୍ୟାକୁ ଦୃଷ୍ଟିରେ ରଖି ସରକାର ଏହି ପଦକ୍ଷେପ ନେଇଛନ୍ତି। ୨୦୧୯ରେ ଚାଇନାରେ ଜନ୍ମ ହାର ପ୍ରାୟ ଛଅ…