Latest Odisha News

BREAKING NEWS

ଆଜିଠୁ ରାଜ୍ୟରେ ଲକଡାଉନ୍-୩.୦, ତିନିଟି ଜିଲ୍ଲାରେ କଟକଣା କୋହଳ

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ଲାଗୁ ହୋଇଛି ତୃତୀୟ ପର୍ଯ୍ୟାୟ ଲକଡାଉନ୍ । ଆଜିଠାରୁ ୧୬ ଦିନ ଯାଏ ବଳବତ୍ତର ରହିବ । ଜୁନ୍ ୧୭ ତାରିଖ ସକାଳ ୫ଟା ଯାଏ ତାଲାବନ୍ଦ । ଆଜି ସକାଳ ୫ଟାରେ ଦ୍ୱିତୀୟ ପର୍ୟ୍ୟାୟ ଲକଡାଉନ୍ ଶେଷ ହେଉଥିଲା । ତାପୂର୍ବରୁ ଅବଧି ବୃଦ୍ଧି ନେଇ ଘୋଷଣା କରିଥିଲେ ସରକାର ।…

ଗିରଫ ହେଲେ ଅଭିନେତା କରଣ ମେହେରା

ନୂଆଦିଲ୍ଲୀ: 'ୟେ ରିସ୍ତା କ୍ୟା କେହଲାତା ହୈ' ରେ ବେଶ୍‌ ଲୋକପ୍ରିୟ ଚରିତ୍ର ଥିବା ନୈତିକ ସିଙ୍ଘାନିଆ ତଥା ଅଭିନେତା କରଣ ମେହେରାଙ୍କୁ ଗତକାଲି ରାତିରେ ତାଙ୍କ ପତ୍ନୀ ତଥା ଅଭିନେତା ନିଶା ରାୱଲ ଅଭିଯୋଗ କରିବା ପରେ ଗିରଫ କରାଯାଇଛି। ମୁମ୍ବାଇ ପୋଲିସ କହିଛି ଯେ ଅଭିନେତ୍ରୀ ନିଶା ରାୱଲ…

ଭୁବନେଶ୍ୱରଙ୍କ ନିକଟରେ କରୋନା ଲକ୍ଷଣ, ଏବେ କ୍ୱାରେଂଟାଇନରେ

ମୀରଟ: ଭାରତୀୟ କ୍ରିକେଟର ଦଳର ଷ୍ଟାର ପେସର ଭୁବନେଶ୍ୱର କୁମାରଙ୍କ ନିକଟରେ କରୋନା ଲକ୍ଷଣ ଦେଖାଯାଇଛି । ଭୁବନେଶ୍ୱର ଏବଂ ତାଙ୍କ ପତ୍ନୀ ସାମ୍ପୁଲ ଟେଷ୍ଟ ପାଇଁ ଦେଇଛନ୍ତି । ଏହାର ରିପୋର୍ଟ ଆସି ନାହିଁ । ଉଭୟ ଏବେ କ୍ୱାରେଂଟାଇନରେ ଅଛନ୍ତି । କିଛି ଦିନ ତଳେ ତାଙ୍କ ମାଆ କରୋନା ସଂକ୍ରମିତ…

ଏଲୋପାଥି ବିବାଦ: ବାବା ରାମଦେବଙ୍କ ବିରୋଧରେ ଦେଶବ୍ୟାପୀ ଡାକ୍ତରଙ୍କ ପ୍ରଦର୍ଶନ

ନୂଆଦିଲ୍ଲୀ: ଏଲୋପାଥି ଚିକିତ୍ସାକୁ ନେଇ ବାବା ରାମଦେବଙ୍କ ସହିତ ଡାକ୍ତରଙ୍କ ବିବାଦ ଥମିବାର ନାଁ ଧରୁନି । ଆଜି ଯୋଗଗୁରୁଙ୍କ ବିରୋଧରେ ଦେଶବ୍ୟାପୀ ଡାକ୍ତର ବିରୋଧ ପ୍ରଦର୍ଶନ କରୁଛନ୍ତି । କରୋନା ମହାମାରୀ ଭିତରେ ବାବା ରାମଦେବଙ୍କ ଏଲୋପାଥି ବିବାଦ ସରକାରଙ୍କ ଚିନ୍ତା ବି ବଢ଼ାଇଛି । ସରକାରୀ…

ଭୁବନେଶ୍ୱର ଆସୁଥିବା ଯାତ୍ରୀଙ୍କ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ

ଭୁବନେଶ୍ୱର: ଭୁବନେଶ୍ୱର ଆନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରୁଥିବା ବିମାନ ଯାତ୍ରୀମାନଙ୍କୁ ଆରଟିପିସିଆର କିମ୍ବା ରାପିଡ୍ ଆଣ୍ଟିଜେନ୍ ଟେଷ୍ଟର ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି। ସୂଚନା ଅନୁଯାୟୀ ଏହି ରିପୋର୍ଟ ସବୁ ୪୮ ଘଣ୍ଟା ପୂର୍ବର ହୋଇଥିବା ବେଳେ ଫାଇନାଲ…

ମାସକରେ ପ୍ରାୟ ୯,୦୦୦ ଶିଶୁ କରୋନା ପଜିଟିଭ ଚିହ୍ନଟ

ଅହମ୍ମଦାନଗର: ମହାରାଷ୍ଟ୍ରର ଅହମ୍ମଦନଗରରେ ପ୍ରାୟ ୯,୦୦୦ ପିଲା ମେ ମାସରେ କରୋନା ପଜିଟିଭ ହୋଇଛନ୍ତି। ଯାହା ରାଜ୍ୟ ସରକାରଙ୍କ ପାଇଁ ସତର୍କ ସୂଚନା ଜାରି କରିଛି। ଏ ନେଇ ମହାରାଷ୍ଟ୍ର ସରକାର ଏହି ପରିସ୍ଥିତିର ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ଜିଲ୍ଲା ପ୍ରଶାସନକୁ କହିଥିବା…

ସୁପରଷ୍ଟାର ବିଜୟଙ୍କ ଆଗାମୀ ଫିଲ୍ମରେ ନିର୍ଦ୍ଦେଶନା ଦେବେ ବାମସୀ

ମାଡ୍ରାସ: ତାମିଲ ସୁପରଷ୍ଟାର ବିଜୟ ଏବଂ ବାମସୀ ପୌଦପଲ୍ଲୀ ପୁନର୍ବାର ଏକତ୍ର ହୋଇଛନ୍ତି । ଫିଲ୍ମର ନାମ ଥଲାପତି ୬୬ ରଖାଯାଇଛି । ଏହା ଉଭୟ ତାମିଲ ଏବଂ ତେଲୁଗୁ ଭାଷାରେ ନିର୍ମିତ ହେବ । ଜାତୀୟ ପୁରସ୍କାର ବିଜେତା ବାମସୀ ୨୦୧୯ରେ ମହେଶ ବାବୁ ଓ ପୂଜା ହେଗେଡଙ୍କୁ ନେଇ ମହର୍ଷି ଫିଲ୍ମ କରିଥିଲେ…

କୋଭିଡ୍ କଟକଣା ଭିତରେ ମଦ ହୋମ୍ ଡେଲିଭରୀକୁ ଅନୁମତି ଦେଲା ଏହି ରାଜ୍ୟ

ନୂଆଦିଲ୍ଲୀ: ମଦ ହୋମ୍ ଡେଲିଭରୀକୁ ଅନୁମତି ଦେଇଛନ୍ତି ଦିଲ୍ଲୀ ସରକାର । ଏଣିକି ଉଭୟ ଦେଶୀ ଓ ବିଦେଶୀ ମଦର ହୋମ୍ ଡେଲିଭରୀ ହୋଇପାରିବ । ଅନଲାଇନ୍ ପୋର୍ଟାଲରେ ଗ୍ରାହକ ଅର୍ଡର କରିପାରିବେ । ଏଥିପାଇଁ ଅନୁମତି ଦେଇଛନ୍ତି ଦିଲ୍ଲୀ ସରକାର । ରାଜ୍ୟରେ ଏବେ କରୋନା କଟକଣା କଡ଼ାକଡ଼ି ଥିବାରୁ ମଦର…

ଏସିଆନ ବକ୍ସିଂ ଚାମ୍ପିୟନଶିପ: ସଞ୍ଜିତଙ୍କୁ ସ୍ୱର୍ଣ୍ଣ

ଦୁବାଇ: ଚଳିତ ଏସିଆନ୍ ବକ୍ସିଂ ଚାମ୍ପିୟନଶିପରେ ଭାରତୀୟ ବକ୍ସରଙ୍କ ପ୍ରଭାବୀ ପ୍ରଦର୍ଶନ ଜାରୀ ରହିଛି । ୯୧ କିଗ୍ରା ପୁରୁଷ ବିଭାଗ ମୁକାବିଲାରେ ସଞ୍ଜିତ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଅମିତ ପଙ୍ଘଲ ଓ ଶିବ ଥାପ୍ପା ରୌପ୍ୟ ପଦକ ହାସଲ କରିଛନ୍ତି । ଭାରତ ଏବେ ସୁଦ୍ଧା ୧୫ ପଦକ ହାତେଇ ସାରିଛନ୍ତି…

୫୪ ଦିନ ପରେ ଦେଶରେ ସର୍ବନିମ୍ନ ସ୍ତରରେ ଦୈନିକ ସଂକ୍ରମଣ, ମୃତ୍ୟୁସଂଖ୍ୟା ୩ ହଜାରରୁ କମ୍

ନୂଆଦିଲ୍ଲୀ: ଦେଶରେ କରୋନା କାୟା ଧିରେ ଧିରେ ଖସିବାରେ ଲାଗିଛି । ୫୪ ଦିନ ପରେ ଆଜି ଦୈନିକ ସଂକ୍ରମଣ ସର୍ବନିମ୍ନ ସ୍ତରକୁ ଖସିଛି । ମୃତ୍ୟୁସଂଖ୍ୟା ବି ୩ ହଜାର ତଳକୁ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧ ଲକ୍ଷ ୨୭ ହଜାର ୫୧୦ ନୂଆ ଆକ୍ରାନ୍ତ । ଯାହାକି ୫୪…