Latest Odisha News

BREAKING NEWS

ଓମ୍ ପ୍ରକାଶ ଜିନ୍ଦଲ : ସେବା ପାଇଁ ଜନ୍ମ, ଜିତିବା ପାଇଁ ଜନ୍ମ

ଓମ୍ ପ୍ରକାଶ ଜିନ୍ଦଲଙ୍କ ୯୧ତମ ଜୟନ୍ତୀ ଅବସରରେ ଓ ପି ଜିନ୍ଦଲ, ବାଉଜୀ ତାଙ୍କର ଅସଂଖ୍ୟ ପ୍ରଶଂସକଙ୍କ ନିକଟରେ ଜଣେ ଦୂରଦ୍ରଷ୍ଟା ବ୍ୟକ୍ତି ଭାବରେ ପରିଚିତ ଥିଲେ । ନିଜ ମାତୃଭୂମି ପ୍ରତି ଥିବା ଗଭୀର ଭଲପାଇବା ହିଁ ତାଙ୍କୁ ଭାରତକୁ ଆତ୍ମନିର୍ଭର କରାଇବା ସହିତ ଦେଶର ଅନେକ ଦୁସ୍ଥ ଓ…

ଭିଜିଲାନ୍ସ ଜାଲରେ କୋଟିପତି କିରାଣୀ

ଟିଟିଲାଗଡ଼: ଭିଜିଲାନ୍ସ ଜାଲରେ କୋଟିପତି କିରାଣୀ । ଆଜି ପୁଣି ବଲାଙ୍ଗୀର ଜିଲ୍ଲାରେ ଭିଜିଲାନ୍ସ ବିଭାଗ ଏକ କୋଟି ପତି ସରକାରୀ କର୍ମଚାରୀଙ୍କୁ ଟାର୍ଗେଟ କରିଛି । ବଲାଙ୍ଗୀର ଜିଲ୍ଲା ପୁଇଁତଲା ବ୍ଲକରେ ବରିଷ୍ଠ କିରାଣୀ ଭାବରେ କାମ କରୁଥିବା ରବୀନ୍ଦ୍ର ମହାନ୍ତିଙ୍କ ବାସ ଭବନରେ ଚଢ଼ାଉ କରିଛି…

ଏସସିବିରେ ୧୫ରୁ ଆରମ୍ଭ ହେବ କରୋନା ରୋଗୀଙ୍କ ECMO ଚିକିତ୍ସା

ଭୁବନେଶ୍ୱର: କଟକସ୍ଥିତ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଆସନ୍ତା ଅଗଷ୍ଟ ୧୫ରୁ କରୋନା ରୋଗୀଙ୍କ ପାଇଁ ECMO ଚିକିତ୍ସା ଆରମ୍ଭ ହେବ। ଏନେଇ ଡାଇରେକ୍ଟର ମେଡିକାଲ ଏଜୁକେସନ୍ ଆଣ୍ଡ ଟ୍ରେନିଂ (DMET) ସିବିକେ ମହାନ୍ତି ଶନିବାର କହିଛନ୍ତି। “ଏସସିବିରେ ନଅଟି ECMO ମେସିନ୍ ସ୍ଥାପିତ…

ମନ ଜିଣିଲେ ଭାରତୀୟ ଗଲ୍ଫର ଅଦିତି

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତର ମହିଳା ଗଲ୍ଫର ଅଦିତି ଅଶୋକ ଏ ଭଳି ପ୍ରଦର୍ଶନ କରିବେ କେହି କେବେ ଭାବି ନ ଥିଲେ । ମାତ୍ର ଗୋଟିଏ ପଂଏଟ ପାଇଁ ଅଦିତି ପଦକ ହାସଲରୁ ବଂଚିତ ହୋଇଛନ୍ତି । ବ୍ରୋଞ୍ଜ ପଦକ ପାଇଁ ଅଦିତି ଗୋଟିଏ ବାର୍ଡି ଆବଶ୍ୟକ କରୁଥିଲେ, ମାତ୍ର ପ୍ରଥମ ଉଦ୍ୟମରେ ସେ ବିଫଳ…

ଖୁବ୍‌ ଶୀଘ୍ର ପିଲାଙ୍କ ଲାଗି ଉପଲବ୍ଧ ହେବ କରୋନା ଟିକା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଶୁକ୍ରବାର ଦିନ ନିଶ୍ଚିତ କରିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ସମଗ୍ର ଭାରତରେ ଲୋକଙ୍କୁ ୫୦ କୋଟିରୁ ଅଧିକ ଡୋଜ କରୋନା ଟିକା ଦିଆଯାଉଛି। ଚୂଡାନ୍ତ ଫଳ ଆସିବା ପରେ ପିଲାମାନଙ୍କ ପାଇଁ କରୋନା ଟିକା ଆରମ୍ଭ କରାଯିବ ବୋଲି ସରକାର ଘୋଷଣା କରିଛନ୍ତି।…

ଅଗଷ୍ଟ ୧୪ରୁ ଯୁକ୍ତ ଦୁଇ ନାମ ଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର: ଆସନ୍ତା ଅଗଷ୍ଟ ୧୪ରୁ ୧୬ ଭିତରେ ଯୁକ୍ତ ଦୁଇ ନାମ ଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଗତ ବର୍ଷ ଅଗଷ୍ଟ ୨୧ରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଚଳିତ ବର୍ଷ ଏହା ସପ୍ତାହ ପୂର୍ବରୁ ଆରମ୍ଭ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ସେ…

ରାଜ୍‌ କୁନ୍ଦ୍ରାଙ୍କ ଆବେଦନ ପ୍ରତ୍ୟାଖାନ କଲେ କୋର୍ଟ

ମୁମ୍ବାଇ: ଜେଲରେ ରହିବେ ଶିଲ୍ପପତି ରାଜ୍‌ କୁନ୍ଦ୍ରା ଏବଂ ତାଙ୍କ ସହଯୋଗୀ ରିଆନ୍‌ ଥର୍ପେ। ବମ୍ବେ ହାଇକୋର୍ଟ ଆଜି ବିଶିଷ୍ଟ ବ୍ୟବସାୟୀ ତଥା ଅଭିନେତା ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଏବଂ ରିଆନ ଥର୍ପେଙ୍କ ଆବେଦନକୁ ଖାରଜ କରିଛନ୍ତି। ସମ୍ପ୍ରତି ଉଭୟ ଅଶ୍ଳୀଳ ଭିଡିଓ ଏବଂ…

ଅମିତାଭଙ୍କ ବଙ୍ଗଳା ସମେତ ମୁମ୍ବାଇର ୩ ପ୍ରମୁଖ ରେଳ ଷ୍ଟେସନ ଉପରେ ବୋମା ମାଡ ଧମକ

ମୁମ୍ବାଇ: ମୁମ୍ବାଇର ୩ଟି ରେଳ ଷ୍ଟେସନ ଏବଂ ଅମିତାଭ ବଚ୍ଚନଙ୍କ ବଙ୍ଗଳା ଉପରେ ବୋମା ବିସ୍ଫୋରଣ ବିଷୟରେ ସୂଚନା ମିଳିବା ପରେ ମୁମ୍ବାଇ ପୋଲିସ ଭୟଭୀତ ହୋଇପଡିଥିଲା। କେହି ଜଣେ ବ୍ୟକ୍ତି ଫୋନ କରି ଏ ସଂକ୍ରାନ୍ତରେ ମୁମ୍ବାଇ ପୋଲିସକୁ ସୂଚନା ଦେବା ପରେ ହଇଚଇ ସୃଷ୍ଡି ହୋଇଛି। ବର୍ତ୍ତମାନ…

ରାଜ୍ୟରୁ ୧୦୯୬ ନୂଆ ପଜିଟିଭ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ ମାମଲା। ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୦୯୬ଟି ନୂଆ ପଜିଟିଭ କେସ୍‌ ଚିହ୍ନଟ ହୋଇଛି। ଏହାବ୍ୟତୀତ ସଙ୍ଗରୋଧରୁ ୬୩୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୫୯ଟି ଲୋକାଲ୍‌ କେସ୍‌ ରହିଛି। ଅନୁଗୁଳରୁ ୪୦, ବାଲେଶ୍ବରରୁ ୭୭, ବରଗଡରୁ ୧୧,…

ଅନୁବାଦ କବିତା : ଦିଆସିଲି କାଠି

ମୂଳ ବଙ୍ଗଳା : ସୁକାନ୍ତ ଭଟ୍ଟାଚାର୍ଯ୍ୟ ଅନୁବାଦ : ସରଳ କୁମାର ଦାସ ମୁଁ ଗୋଟେ ଛୋଟ ଦିଆସିଲି କାଠି ଏତେ ନଗଣ୍ୟ, ହୁଏତ ଆଖିରେ ବି ପଡେନି ; ତଥାପି ଯେମିତି ପାଟିରେ ମୋର ଖଜବଜ ହେଉଛି ବାରୁଦ ଛାତିରେ ମୋର ଜଳି ଉଠିବା ଲାଗି ଅସ୍ଥିର ଉଚ୍ଛ୍ୱାସ ; ମୁଁ ଗୋଟେ ଦିଆସିଲି କାଠି ।…