ରେଫରୀଙ୍କୁ ଆକ୍ରମଣ କରି ବରଖାସ୍ତ ହେଲେ ଦୀପକ ପୁନିଆଙ୍କ କୋଚ ଗେଡ୍ରୋଭ
ଟୋକିଓ: ଅଶୋଭନୀୟ ବ୍ୟବହାର ନେଇ ଭାରତୀୟ ରେସଲର ଦୀପକ ପୁନିଆଙ୍କ କୋଚ ମୋରାଡ ଗେଡ୍ରୋଭଙ୍କୁ ଅଲିମ୍ପିକ ଭିଲେଜରୁ ବାହାର କରାଯିବା ସହ ବରଖାସ୍ତ କରାଯାଇଛି । ୮୬ କେଜି ବିଭାଗର ବ୍ରୋଞ୍ଜ ପଦକ ମୁକାବିଲାରେ ପୁନିଆ ହାରି ଯାଇଥିଲେ । ଏହା ପରେ କୋଚ ଗେଡ୍ରୋଭ ରେଫରୀ ରୁମକୁ ଯାଇ ନିଷ୍ପତି…