Latest Odisha News

BREAKING NEWS

କ୍ରିସମାସରେ ସାଥୀଙ୍କ ସହ ଏହିସବୁ ଫିଲ୍ମ ଦେଖିବାର ମଜା ନିଅନ୍ତୁ !

ଭୁବନେଶ୍ୱର: କ୍ରିସମାସ ହେଉଛି ପ୍ରେମ, ସ୍ନେହ, ଭୋଜିଭାତ ତଥା ମିଳାମିଶାର ଏକ ନିଆରା ପର୍ବ । ଏହି ବଡଦିନ ଅବସରରେ ସୁଆଦିଆ କେକ୍, ମୃଦୁ ପାନୀୟ, ପାର୍ଟିରେ ହାଲକା ମ୍ୟୁଜିକ ସହ ମନଛୁଆଁ ଫିଲ୍ମର ମଜା ଏକାଠି ଉଠାଇପାରିବେ ପ୍ରେମୀ ଯୁଗଳ । ଯଦି ଆପଣ ପୂର୍ବରୁ ଏହି ସିନେମା ଗୁଡିକ…

କ୍ରିସମାସ ପାଇଁ କନ୍ଧମାଳରେ ସୁରକ୍ଷା ବ୍ୟବସ୍ଥା କଡାକଡି

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଶାନ୍ତିଶୃଙ୍ଖଳା ସହ କ୍ରିସମାସ ପାଳନ ନିମନ୍ତେ ଓଡ଼ିଶା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । କନ୍ଧମାଳ ଏସପି ପ୍ରତୀକ ସିଂ ବୁଧବାର ଦିନ ଦେଇଥିବା ସୂଚନା ଅନୁଯାୟୀ, ସମ୍ବେଦନଶୀଳ ସ୍ଥାନ ତଥା ମାଓପ୍ରବଣ ଅଞ୍ଚଳ ଗୁଡିକରେ ଜିଲ୍ଲା ପୋଲିସ…

ଏହିସବୁ ପାର୍ଟିଥିମ୍ ସହ ନିଜ ନୂଆବର୍ଷକୁ କରନ୍ତୁ ଅବିସ୍ମରଣୀୟ !

ଭୁବନେଶ୍ୱର: ଆସୁଛି ନୂଆବର୍ଷ । ପୁରୁଣା ବର୍ଷକୁ ବିଦାୟ ଦେବା ସହ ନୂଆ ବର୍ଷକୁ ସ୍ୱାଗତ କାରିବାକୁ ସବୁଆଡେ ଉତ୍ସବର ମାହୋଲ । ସହରାଞ୍ଚଳରେ ପପ୍ ଓ ଡିସ୍କୋ ଆଦିରେ ଯୁବପିଢୀ ନୂଆବର୍ଷ ପାଳନ କରିବେ । ଆଜିର ଯୁବପୀଢ଼ି ଥିମ ପାର୍ଟି କରିବାକୁ ଅଧିକ ପସନ୍ଦ କରୁଛନ୍ତି । ତେବେ ନୂଆବର୍ଷ…

ଶ୍ରୀମନ୍ଦିରର ରୋହିଣୀ କୁଣ୍ଡ, ତୃଷାର୍ତ୍ତ କାକ ଓ ନୀଳମାଧବଙ୍କ ଚମତ୍କାର କଥାବସ୍ତୁ ଜାଣନ୍ତୁ

ଶ୍ରୀକ୍ଷେତ୍ରର ପଞ୍ଚତୀର୍ଥ ମଧ୍ୟରେ ରୋହିଣୀ ତୀର୍ଥ ଅନ୍ୟତମ । ଏହା ମା’ ବିମଳାଙ୍କ ମନ୍ଦିର ସମ୍ମୁଖରେ ଓ ଭିତର ଚନ୍ଦନ ଯାତ୍ରାର ଜଳକ୍ରୀଡା ମଣ୍ଡପ ପାଶ୍ୱର୍ରେ ଅବସ୍ଥିତ । ପୁରାଣ ତଥ୍ୟ ଅନୁସାରେ ବଟବୃକ୍ଷଠାରୁ ୧୦୦ ଗଜ ଦୂରରେ ଏହା ଅବସ୍ଥିତ । ପ୍ରଳୟ ସମୟରେ କୁଣ୍ଡରେ ଥିବା ଜଳ ପରିବ୍ୟାପ୍ତ…

ଦଶମ ଦିନରେ ତୋଷାଳି ମେଳା: ହସ୍ତଶିଳ୍ପରେ ୪ କୋଟିରୁ ଉର୍ଦ୍ଧ୍ବ ବ୍ୟବସାୟ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଡିସେମ୍ବର ୧୫ ତାରିଖଠାରୁ ଜନତା ମଇଦାନଠାରେ ଚତୁର୍ଦ୍ଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା-୨୦୧୯ ଆରମ୍ଭ ହୋଇଥିବା ତୋଷାଳି ମେଳା ଦଶମ ଦିନରେ ପହଞ୍ଚିଛି । ଗତ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବିଭାଗୀୟ…

ସୂର୍ଯ୍ୟପରାଗ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ପୁରୀ: ଆସନ୍ତାକାଲି (ଡିସେମ୍ବର ୨୬) ବର୍ଷର ଶେଷ ସୂର୍ଯ୍ୟପରାଗ । ଏଥିପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ହେବା ନେଇ ସୂଚନା ମିଳିଛି । ଏହାସହ ଆଜି (ବୁଧବାର) ସାରାରାତି ଶ୍ରୀମନ୍ଦିର ଖୋଲା ରହିବା ସହ ଶ୍ରୀଜୀଉଙ୍କ ଦର୍ଶନ ମଧ୍ୟ ମିଳିବ । ସୂର୍ଯ୍ୟ ପରାଗ ପାଇଁ…

ଧରାବତରଣ କଲେ ପ୍ରଭୁ ଯୀଶୁ; ସାରା ବିଶ୍ୱ ଉତ୍ସବମୁଖର…

ଭୁବନେଶ୍ୱର: ମଙ୍ଗଳବାର ରାତି ବାରଟା ସମୟରେ ପ୍ରଭୁ ଯୀଶୁ ଧରାବତଣ କରିଛନ୍ତି । ସମଗ୍ର ବିଶ୍ୱ ହୋଇଛି ଉତ୍ସବମୁଖର । ଡିସେମ୍ବର ୨୫ ତାରିଖର ଏହି ବଡ଼ଦିନରେ ବିଶ୍ୱର ସମସ୍ତ ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ ସମେତ ଅଧିକାଂଶ ଜନସାଧାରଣ ପ୍ରଭୁ ଯୀଶୁଙ୍କ ଏହି ଧରାବତରଣକୁ ଉତ୍ସବ ସହକାରେ ବଡ଼ ଧୁମଧାମରେ…

ପବିତ୍ର ବଡଦିନ: ସମସ୍ତ ଚର୍ଚ୍ଚରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଶ୍ରଦ୍ଧାଳୁଙ୍କ ପ୍ରାର୍ଥନା

ଭୁବନେଶ୍ୱର: ପ୍ରତିବର୍ଷ ଡିସେମ୍ବର ୨୫ ତାରିଖକୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଦିବସ ରୂପେ ପାଳନ କରାଯାଏ । ଏହି ଦିନରେ ପ୍ରଭୁଙ୍କ ଆଗମନ ହୋଇଥିବା ଯୋଗୁଁ ସାରା ବିଶ୍ୱରେ ବେଶ ଧୁମଧାମରେ ପାଳନ କରାଯାଇଥାଏ । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଭୁ ଯୀଶୁଙ୍କୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ…

ଜନ୍ମଦିବସରେ ଅଟଳଜୀଙ୍କୁ ଶ୍ରଦ୍ଧାଞ୍ଜଳି…

ଅଟଳ ବିହାରୀ ବାଜପେୟୀ ଦେଶ, ଜାତି ଓ ସମାଜ ପାଇଁ ଏକ ସମର୍ପିତ ବ୍ୟକ୍ତିତ୍ୱ । ଏକାଧାରରେ ଜଣେ ସୃଜନଧର୍ମୀ କବି, ଉଚ୍ଚକୋଟୀର ସ୍ତମ୍ଭକାର, ପ୍ରଜ୍ଞାଦୀପ୍ତବାଗ୍ମୀ, ଜାତୀୟବାଦୀ ସାଂସଦ, ସର୍ବୋତ୍ତମ ଶାସକ ଓ ଜାତିପ୍ରାଣ ରାଷ୍ଟ୍ରନାୟକ । ଛାତ୍ରାବସ୍ଥାରେ ୧୯୩୯ରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୫-୧୨-୨୦୧୯ ବୁଧବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଡିସେମ୍ବର ତା ୨୫ ରିଖ ବୁଧବାର ଧନୁ ୧୦ ଦିନ ପୌଷ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥି ଜ୍ଯେଷ୍ଠା ନକ୍ଷତ୍ର ବିଛା ଚନ୍ଦ୍ର ଘାତ ବାର-:…