Latest Odisha News

BREAKING NEWS

ତୃତୀୟ ତରଙ୍ଗ ଶିଶୁଙ୍କ ପାଇଁ ଅଧିକ ବିପଜ୍ଜନକ, ଏହା ଏବେଠୁ କହିବା ସମ୍ଭବ ନୁହେଁ; ଏନ.କେ ଅରୋରା

ନୂଆଦିଲ୍ଲୀ: ଏହାକୁ ବିଶ୍ବାସ କରିବାର କୌଣସି କାରଣ ନାହିଁ ଯେ ପରବର୍ତ୍ତୀ ତରଙ୍ଗରେ ପିଲାମାନେ କରୋନାଭାଇରସ୍ ଦ୍ୱାରା ଅନୁପଯୁକ୍ତ ଭାବରେ ପ୍ରଭାବିତ ହେବେ। ଏ ନେଇ ପିଟିଆଇକୁ ଦେଇଥିବା ଏକ ସାକ୍ଷାତକାରରେ, ଜାତୀୟ ବୈଷୟିକ ପରାମର୍ଶଦାତା ଗୋଷ୍ଠୀର ପ୍ରତିରକ୍ଷା (NTAGI) ର ଭାରତର…

ବାତ୍ୟା ୟଶ ନେଇ ବାଲୁକା ଚିତ୍ରକଳା

ପୁରୀ: ବାତ୍ୟା ୟଶକୁ ନେଇ ଭୟର ବାତାବରଣ ଖେଳି ଯାଇଛି । ଅନ୍ୟସ୍ଥାନ ଭଳି ପୁରୀରେ ମଧ୍ୟ ପବନ ସହ ବର୍ଷା ଜାରି ରହିଛି । ସମୁଦ୍ରକୂଳିଆ ଲୋକେ ବେଶୀ ଆତଙ୍କିତ ହୋଇପଡ଼ିଛନ୍ତି । ତେବେ ଭୟଭୀତ ନ ହୋଇ ସୁରକ୍ଷିତ ସ୍ଥାନରେ ରହିବା ସହ ସରକାରଙ୍କ ଗାଇଡ଼ ଲାଇନ ମାନିବାକୁ ବାଲୁକା ଚିତ୍ରକଳା ମାଧ୍ୟମରେ…

ବାତ୍ୟା ୟଶର ମୁକାବିଲା ପାଇଁ ପ୍ରସ୍ତୁତି

ଖୋର୍ଦ୍ଧା : ବାତ୍ୟା ୟଶର ମୁକାବିଲା ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛି। ଧୀରେ ଧୀରେ ପବନର ବେଗ ବଢ଼ୁଥିବାରୁ ଚିଲିକା କୁଳର ଲୋକମାନଙ୍କୁ ସତର୍କ କରିଦିଆଯାଇଛି। କୌଣସି ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳକୁ ନିଆ ଯାଇନାହିଁ। ଆବଶ୍ୟକ ପଡ଼ିଲେ ସ୍ଥାନାନ୍ତର କରାଯିବ ବୋଲି…

କରୋନା ପରୀକ୍ଷଣର ଫଳାଫଳରେ ବିଳମ୍ବ ହେତୁ ୪୦ଟି ଲ୍ୟାବକୁ ୨୦.୨୦ ଲକ୍ଷ ଫାଇନ୍‌

ବେଙ୍ଗାଲୁରୁ: କରୋନା ପରୀକ୍ଷଣର ଫଳାଫଳ ଅପଲୋଡ୍ କରିବାରେ ବିଳମ୍ବ ହେତୁ ୪୦ଟି ଲ୍ୟାବକୁ ୨୦.୨୦ ଲକ୍ଷ ଟଙ୍କା ଜରିମାନା ଲାଗୁ କରାଯାଇଛି। ଏ ନେଇ କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ସି ଏନ ଅଶ୍ୱତ ନାରାୟଣ ସୋମବାର କହିଛନ୍ତି। ତାଙ୍କ ଦ୍ୱାରା ଡକାଯାଇଥିବା ବୈଠକରେ କୋଭିଡ୍‌ ଟେଷ୍ଟ…

କରୋନା ତୃତୀୟ ତରଙ୍ଗ ପାଇଁ ପ୍ରସ୍ତୁତ ହେଲେଣି ଦିଲ୍ଲୀ ସରକାର; ଚାଇନାରୁ ଦିଲ୍ଲୀ ଆସିଲା ୬୦୦୦ ଅକ୍ସିଜେନ ସିଲିଣ୍ଡର

ନୂଆଦିଲ୍ଲୀ: ଦିଲ୍ଲୀ ସରକାର ଚାଇନାରୁ ୬,୦୦୦ ଅମ୍ଳଜାନ ସିଲିଣ୍ଡର ଆମଦାନୀ କରିଛନ୍ତି। ଏ ନେଇ ଦେଶର ତୃତୀୟ କରୋନା ତରଙ୍ଗର ପ୍ରସ୍ତୁତିର ସମୀକ୍ଷା କରିବାବେଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୂଚନା ଦେଇଛନ୍ତି। ସେ ସୋମବାର ଟ୍ୱିଟରରେ ଲେଖିଛନ୍ତି ଯେ, " କରୋନାର ଦ୍ୱିତୀୟ ତରଙ୍ଗ…

ଭଦ୍ରକରେ ବର୍ଷା ଜାରି, ମୁକାବିଲା ପାଇଁ NDRF ପ୍ରସ୍ତୁତ

ଭଦ୍ରକ: ଭଦ୍ରକ ଜିଲ୍ଲାକୁ ଘନେଇଲା ବିପଦ । ଚାନ୍ଦବାଲି ଓ ଧାମରା ମଧରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି ବାତ୍ୟା ୟଶ । ମୁକାବିଲା ପାଇଁ NDRF ପ୍ରସ୍ତୁତ ରହିଛି । ଭଦ୍ରକ ଜିଲ୍ଲାରେ ଗତକାଲି ଠାରୁ ବର୍ଷା ଆରମ୍ଭ ହୋଇଯାଇଛି । ଏହି ବାତ୍ୟା ଏବେ ଉଗ୍ରରୂପ ଧାରଣ କରି ଉପକୂଳ ଓଡ଼ିଶା ଆଡ଼େ…

ନୀଳାଚଳଙ୍କୁ ‘ଗ୍ଲୋବାଲ ହ୍ୟୁସ’ ପକ୍ଷରୁ ସମ୍ବର୍ଦ୍ଧନା

ଭୁବନେଶ୍ୱର : ପ୍ରତିଭାବାନ ପର୍ବତାରୋହୀ ନୀଳାଚଳ ପରିଡ଼ାଙ୍କୁ ଏକ ପ୍ରତିଷ୍ଠିତ ଗଣମାଧ୍ୟମ 'ଗ୍ଲୋବାଲ ହ୍ୟୁସ' ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । କରୋନା ମହାମାରୀର ପ୍ରକୋପକୁ ଖାତିର ନକରି ସାଧାରଣ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିଥିବାରୁ ନୀଳାଚଳଙ୍କୁ ଏହି ସମ୍ମାନ ଦିଆଯାଇଛି। ଏହି…

ଦେଶରେ ପ୍ରାୟ ୧୯୮ ମିଲିୟନ୍‌ରୁ ଅଧିକ ଲୋକ ନେଇସାରିଲେଣି ଟିକା

ନୂଆଦିଲ୍ଲୀ: ସୋମବାର, ମେ ୨୪ ସୁଦ୍ଧା ଭାରତରେ ୧୯୮ ମିଲିୟନରୁ ଅଧିକ ଲୋକଙ୍କୁ କରୋନା ଟିକାକରଣ କରାଯାଇଛି। ସୋମବାର ରାତି ୮ଟା ସୁଦ୍ଧା, ୧୯୮,୪୪୩,୫୫୦ ଟିକା ଭାରତରେ ଦିଆଯାଇଛି। ଯେଉଁଥିରୁ ୧୮-୪୪ ବୟସ ୧,୨୫୨,୩୨୦ ହିତାଧିକାରୀ ସେମାନଙ୍କର ପ୍ରଥମ ଡୋଜ୍‌ ଗ୍ରହଣ କରିଛନ୍ତି। ବିହାର,…

ସିଲେରୁ ନଦୀରେ ଡଙ୍ଗା ବୁଡି: ଜଣେ ମୃତ, ଉଦ୍ଧାର କାର୍ଯ୍ୟ ଜାରି

ମାଲକାନଗିରି:ମାଲକାନଗିରି ଆନ୍ଧ୍ର ସିମାନ୍ତ ସିଲେରୁ ନଦୀରେ ଡଙ୍ଗା ବୁଡି । ଚିତ୍ରକୋଣ୍ଡା ବ୍ଳକ୍ ଅନ୍ତର୍ଗତ କନ୍ଧଗୁଡ଼ା ଘାଟରେ ଦୁଇଟି ଦେଶୀ ଡ଼ଙ୍ଗା ବୁଡ଼ି ସାତ ଜଣ ନିଖୋଜ, ଜଣେ ମୃତ, ତିନି ଉଦ୍ଧାର l ଚିତ୍ରକୋଣ୍ଡା ବ୍ଲକ ଗୁଣ୍ଠାୱାଡା ପଞ୍ଚାୟତ କନ୍ଧଗୁଡ଼ା ଓ ଗୁଣ୍ଠାୱାଡା ଗ୍ରାମର ୧୧ ଜଣ…

୨୬ରେ ଦେଖାଯିବ ସୁପର ବ୍ଲଡମୁନ

ଭୁବନେଶ୍ୱର : ଚଳିତ ବର୍ଷ , ମଇ ୨୬ରେ ଦେଖାଯିବ ପ୍ରଥମ ରକ୍ତଚନ୍ଦ୍ରଗ୍ରହଣ । ଏହା , ଏହି ବର୍ଷର ତଥା ଶତାଦ୍ଦୀର ବୃହତ ଚନ୍ଦ୍ରଗ୍ରହଣ ହେବ ଏବଂ  ୨୦୨୧ର ଶେଷ ସୁପରମୁନ୍ ଭାବେ ଦେଖାଯିବ। ଏହି ଚନ୍ଦ୍ରଗ୍ରହଣରେ ପୃଥିବୀର ଛାଇ ଅପରାହ୍ନ ୨ ଟା ୧୬ ମିନିଟରେ ପ୍ରବେଶ କରିବ ଓ ସନ୍ଧ୍ୟା ୭ଟା ୨୦…